Search for:
  • Home/
  • ରାଜ୍ୟ/
  • ଚନ୍ଦକା ଡ଼ିଗ୍ରୀ ମହାବିଦ୍ୟାଳୟ ରେ “ନୂଆ ଓ ” ସ୍କଲାର୍ଷିପ ପ୍ରଦାନ କାର୍ଯ୍ୟକ୍ରମ

ଚନ୍ଦକା ଡ଼ିଗ୍ରୀ ମହାବିଦ୍ୟାଳୟ ରେ “ନୂଆ ଓ ” ସ୍କଲାର୍ଷିପ ପ୍ରଦାନ କାର୍ଯ୍ୟକ୍ରମ

Spread the love

Loading

ଚନ୍ଦକା ଡ଼ିଗ୍ରୀ ମହାବିଦ୍ୟାଳୟ ରେ “ନୂଆ ଓ ” ସ୍କଲାର୍ଷିପ ପ୍ରଦାନ କାର୍ଯ୍ୟକ୍ରମ

ଭୁବନେଶ୍ୱର:ଆଜି ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଚନ୍ଦକା ସରପଞ୍ଚ ଶ୍ରୀଯୁକ୍ତ ଅଜୟ କୁମାର ବେହେରା ଓ ବିଜୁ ଛାତ୍ର ଜନତା ଦଳ ଉପସଭାପତି ତଥା ସଦସ୍ୟା ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଦେବସ୍ମିତା ଦାସ ଯୋଗଦେଇଥିଲେ। ବୃତି ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ସାର୍ଟିଫିକେଟ ବିତରଣ କରିଥିଲେ।କଲେଜ ର ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଶତପଥି ସ୍ୱାଗତ ଭାଷଣ ଦେଇଥିଲେ।ନୋଡାଲ ଅଫିସର ତଥା ଅଧ୍ୟକ୍ଷ ଅବିନାଶ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଇତିହାସ ଅଧ୍ୟାପକ ରଘୁନାଥ ଖିଲାର ସ୍ୱାଗତ ଭାଷଣ ଦେଇଥିଲେ। ବରିଷ୍ଠ ଅଧ୍ୟାପକ ଶରତ କୁମାର ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥଲେ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required