Search for:
  • Home/
  • ମହାନଗର/
  • ମେୟର ଓ କମିଶନରଙ୍କ ଘର ଆଗରେ ମାର୍କେଟ ଆସୋସେସନ ସପରିବାରେ ଧାରଣା ଦେବାକୁ ଚେତାବନୀ

ମେୟର ଓ କମିଶନରଙ୍କ ଘର ଆଗରେ ମାର୍କେଟ ଆସୋସେସନ ସପରିବାରେ ଧାରଣା ଦେବାକୁ ଚେତାବନୀ

Spread the love

Loading

ଭୁବନେଶ୍ୱର:୧୩.୦୭ ସେଣ୍ଟ୍ରାଲ ମାର୍କେଟ ଆସୋସେସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l ଜବରଦଖଲକାରୀଙ୍କ କବଳରେ ୟୁନିଟ ୨ ମାର୍କେଟ ବିଲଡିଙ୍ଗ l ଦୀର୍ଘଦିନ ଧରି ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ହୋଇଆସିଥିବା ବେଳେ ଏହାର ସମାଧାନ ହୋଇପାରୁନାହିଁ l ଯେଉଁଥିପାଇଁ ବିଏମ୍ସି କୁ ସମ୍ପୂର୍ଣ୍ଣ ଦୋଷ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସେସନ କର୍ମକର୍ତ୍ତା l ଉଠାଦୋକାନୀଙ୍କୁ ମାର୍କେଟ ବିଲଡିଙ୍ଗରେ ବସେଇ ବିଏମ୍ସି କତୃପକ୍ଷ ମାଲେମାଲ ହେଉଛନ୍ତି l ତେବେ ଉଠାଦୋକାନୀ ମାର୍କେଟ ବିଲଡିଙ୍ଗରେ ବସିବା ଫଳରେ ସୌନ୍ଦର୍ଯ୍ୟ ହାନି ହେଉଥିବା ବେଳେ ଜନସାଧାରଣ ଜିନିଷ କିଣିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥିସହ କାହା ସ୍ବାଥ ରେ ଏବଂ କିଏ ମଝିରେ କିଏ ବସାଇକି ବେପାର କରାଉଛି ବା ବସାଉଛି ଏଣୁ ବାରମ୍ବାର ଏହି ବିଷୟରେ ବିଏମ୍ସି  ସହ ଆଲୋଚନା ହୋଇଥିଲେ ମଧ୍ୟ, ସମସ୍ୟାର ସମାଧାନ ହେଉନାହିଁ l ବାହାରେ ୬ଟି ଦୋକାନ ଭଗହେଲା ଏଥିସହ ୯ଜଣ ଏଣ୍ଟ୍ରି ହେଲେ  ସହ ସ୍ଥାନୀୟ କାର୍ପେଟର ନାରେ ଅଭିଯୋଗ ଆସିବା ସୁଦ୍ଧା ଲୋକେ ଭୟଭୀତ ହେଉଛଥି ସ୍ଥାନୀୟ କାର୍ପେଟଲ ଧମକ ଆସୁଛି ବୋଲି ସଂଘ ଠନ ଅଭିଯୋଗ ଆସିଛି ।ଏଠିଆନୁଯାଇ ମାର୍କେଟ ବିଲ୍ଡିଂଗ ପ୍ରବର ଟଙ୍କା ଉଡୁଛି ବୋଲି ସମାଜ ସେବୀ ଓ ବରିଷ୍ଠ ନାଗରିକ ଅଭଯୋଗ ।ତେଣୁ ବିଏମ୍ସି କୁ ୩ ଦିନର ସମୟ ଦେଇଛି ମାର୍କେଟ ଆସୋସେସନ l ଯଦି ୩ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ମାର୍କେଟ ବିଲଡିଙ୍ଗ ବନ୍ଦ ରହିବା ସହ ଦୋକାନୀ ସମ୍ପୂର୍ଣ୍ଣ ବନ୍ଦ ରହିବ l ଏଥିସହ ମେୟର ଓ କମିଶନରଙ୍କ ଘର ଆଗରେ ମାର୍କେଟ ଆସୋସେସନ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l ପ୍ରଦ୍ୟୁମ୍ନ କୁମାର ଜେନା, ସଭାପତି, ସେଣ୍ଟ୍ରାଲ ମାର୍କେଟ ଆସୋସେସନ  ରଂଜିତ କୁମାର ମହାନ୍ତି, ଜଏଣ୍ଟ ସେକ୍ରେଟାରୀ, ସେଣ୍ଟ୍ରାଲ ମାର୍କେଟ ଆସୋସେସନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required