Search for:
  • Home/
  • ରାଜ୍ୟ/
  • ସଦଭାବନା ତଥା ଭାଇଚାରା ପ୍ରତିଷ୍ଠା ନିବେଦନ କରି ରାଜ୍ୟପାଳଙ୍କୁ ସାକ୍ଷାତ

ସଦଭାବନା ତଥା ଭାଇଚାରା ପ୍ରତିଷ୍ଠା ନିବେଦନ କରି ରାଜ୍ୟପାଳଙ୍କୁ ସାକ୍ଷାତ

Spread the love

Loading

ଭୁବନେଶ୍ୱର:ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ଲୋହିଆ ଏକାଡେମୀ, ଲୋକସ୍ଵରାଜ ଓଡ଼ିଶା ତଥା ଉନ୍ନତ ଦେଶ ଓ ଦୁନିଆ ନିମନ୍ତେ ମହିଳାଗଣ ପକ୍ଷରୁ ମଣିପୁରରେ ଶାନ୍ତି, ସଦଭାବନା ତଥା ଭାଇଚାରା ପ୍ରତିଷ୍ଠା ନିବେଦନ କରି ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଗଲା।

Leave A Comment

All fields marked with an asterisk (*) are required