Search for:
  • Home/
  • ରାଜ୍ୟ/
  • ଲାଞ୍ଚ ନେଇ ମହିଳା ଯନ୍ତ୍ରୀ ଧରାପଡିଲେ।

ଲାଞ୍ଚ ନେଇ ମହିଳା ଯନ୍ତ୍ରୀ ଧରାପଡିଲେ।

Spread the love

Loading

ଲାଞ୍ଚ ନେଇ ମହିଳା ଯନ୍ତ୍ରୀ ଧରାପଡିଲେ
କଟକ, ଜୁଲାଇ ୩୧ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଲାଞ୍ଚ ନେବା ବେଳେ ଜଣେ ମହିଳା ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି୤ ।ମଙ୍ଗଳବାର ରାତିରେ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଟଣୀ ବ୍ଳକର ସହକାରୀ ଯନ୍ତ୍ରୀ ଶ୍ରୀମତୀ ନିବେଦିତା ମହାନ୍ତିଙ୍କୁ ଭିଜିଲାନ୍ସ ପୋଲିସ କାବୁ କରି ନେଇଛି । ସେ ତାଙ୍କ ଖଣ୍ଡଗିରିସ୍ଥ଄ତ ବାସଭବନରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ ।୤ ଏ ନେଇ ଆଗୁଆ ଖବର ପାଇ ଭିଜିଲାନ୍ସ ପୋଲିସ ସେଠାରେ ଛପି ରହିଥିଲା ।୤ ସେ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରିଛି ।୤ ଏ ନେଇ ଶ୍ରୀମତୀ ମହାନ୍ତିଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ।୤ ସେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଆଶଙ୍କା କରି ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ତଲାସୀ ଜାରି ରହିଛି ।୤

Leave A Comment

All fields marked with an asterisk (*) are required