Search for:
  • Home/
  • ରାଜ୍ୟ/
  • ଦେବସଭାରେ ଏକାଠି ହେଲେ ସମସ୍ତ ସାଧୁସନ୍ଥ ।

ଦେବସଭାରେ ଏକାଠି ହେଲେ ସମସ୍ତ ସାଧୁସନ୍ଥ ।

Spread the love

Loading

ଦେବସଭାରେ ଏକାଠି ହେଲେ ସମସ୍ତ ସାଧୁସନ୍ଥ ।
ଭୁବନେଶ୍ୱର । ମାଘସପ୍ତମୀ ଠାରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳା ର ମାଘ ପୂର୍ଣ୍ଣିମୀ ରେ ଶେଷ ହୋଇଛି । ଯଜ୍ଞକୁଣ୍ଡ ମାନଙ୍କର ପୂର୍ଣାହୁତି ଦିଆଯାଇଛି । ସମସ୍ତ ସାଧୁସନ୍ଥ ଙ୍କୁ ଅନ୍ନଦାନ ସହ ବେଦମନ୍ତ୍ରରେ ସେମାନଙ୍କ ପାଦ ଧୋଇଦେଇ ସେମାନଙ୍କୁ ବନ୍ଦାପନା ସହ ଉତ୍ତରୀୟ ପ୍ରଦାନ କରା ଯାଇଥିଲା । ଏହି ଅବସରରେ ଆମ ପରିବାର ଓଡ଼ିଶା ପକ୍ଷରୁ କାଳିଆ ସେନାର ଶୁଭାରମ୍ଭ ଓ ମୀନଶନି ଯୋଗର ବାର୍ତ୍ତା ସଂଗ୍ରହ ଅଭିଯାନ ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ କୃଷ୍ଣ ମହାରାଜ, ଭୈରବ ବାବା, ପୂର୍ବତ୍ତନ ବିଧାୟକ ସୁର ରାଉତରାୟ, ସମାଜସେବୀ ମାନସ ବସ୍ତିଆ, ବିନ୍ଦୁଜା ଉପାଧ୍ୟାୟ, ମାନି ପଣ୍ଡା, ପ୍ରଜ୍ଞା ରଥ, ତନ୍ମୟ ସାମନ୍ତରାୟ, ମାନସ ରଞ୍ଜନ ସାହୁ, ସତ୍ୟବ୍ରତ ଜେନା ପ୍ରମୁଖ ଯୋଗ ଦେଇଥିଲେ, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସମାଜସେବୀ ମହାସଂଘ ସଭାପତି ବାପୁ ଓଝା । ଶେଷରେ ଅନ୍ନ ପ୍ରସାସ ବଣ୍ଟନ କରାଯାଇଥିଲା

Leave A Comment

All fields marked with an asterisk (*) are required