Search for:
  • Home/
  • ରାଜ୍ୟ/
  • କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ  ।

କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ  ।

Spread the love

Loading

କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ  .

.କଟକ ଭୁବନେଶ୍ୱର ଚୌଦ୍ବାରା ନିର୍ଗୁଣ୍ଡି ନିକଟରେ ଟ୍ରେନ୍ ଦୁର୍ଘଟଣା । ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ । ଜଣେ ଯାତ୍ରୀ ମୃତ ହୋଇଥିବା ସୂଚନା ।
ଚୌଦ୍ବାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ କାମାକ୍ଷା ଏକ୍ସପ୍ରେସର ,ବଗି ଲାଇନ୍‌ଚ୍ୟୁତ
ମିଳୁନି_ପାଣି_ଯାତ୍ରୀ_ହନ୍ତସନ୍ତ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହେବାରୁ ଯାତ୍ରୀ ହନ୍ତସନ୍ତ ପ୍ରବଳ ଖରା ହେଉଥିବାରୁ ଯାତ୍ରୀମାନେ ହନ୍ତସନ୍ତ ବିକଳ୍ପ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି ଯାତ୍ରୀ .
ପିଇବା ପାଣି ମିଳୁ ନଥିବା ଯାତ୍ରୀଙ୍କ ଅଭିଯୋଗ .
, କିଛି ଯାତ୍ରୀ ଆହତ .ଷ୍ଟ୍ରେଚରରେ ଆହତଙ୍କୁ ମେଡିକାଲ ନିଆଗଲା .କେତେ ଯାତ୍ରୀ ଆହତ ସ୍ପଷ୍ଟ ହୋଇପାରିନି  .
ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ବଦଳିଲା ଗତିପଥ .

Leave A Comment

All fields marked with an asterisk (*) are required