Search for:
  • Home/
  • ରାଜ୍ୟ/
  • ଓଡ଼ିଆ କଳାକାର ସ୍ୱର ର ର କଳାକାର ଦିବସ।

ଓଡ଼ିଆ କଳାକାର ସ୍ୱର ର ର କଳାକାର ଦିବସ।

Spread the love

Loading

ଭୁବନେଶ୍ୱର:୨୪.୦୭  କଳାକାର ଦିବସ ଅବସରରେ ଆଜି ଅତିଥି ଭାବରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥ, ଓଡିଶା ପର୍ଯ୍ୟଟନର ଉପଦେଷ୍ଟା ଶ୍ରୀ ଦୂର୍ଗା ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ଏମ୍ସଏମି ର ଅଧ୍ୟକ୍ଷ ଚିନ୍ମୟ ସାହୁ, ବିଟିଭି ଭାରତ ର ମୁଖ୍ୟ ସୌମୀୟ ରଞ୍ଜନ ପ୍ରଧାନ, ଗୁରୁ ଧନେଶ୍ୱର ସ୍ୱାଇଁ, ଚଳଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରଯୋଜକ ଥଥା ସଭାପତି ଶ୍ରୀଧର ମାର୍ଥ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସମ୍ପାଦକ ମୁର୍ତ୍ତୃଞ୍ଜୟ ପଣ୍ଡା ବିବରଣୀ ପାଠ କରିବା ସହ ଅଭିନେତା ରୁଷି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ନାଟକ ରେ ଅଭିନୟ କରିଥିବା ସମସ୍ତଙ୍କୁ ସମ୍ବର୍ଦ୍ଧନା କାରା ଯାଇଥିଲା ।

Leave A Comment

All fields marked with an asterisk (*) are required