Search for:
  • Home/
  • ରାଜ୍ୟ/
  • ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।

Spread the love

Loading

ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଭୁବନେଶ୍ୱର, :ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ଦାଢ଼ ପଂଚାୟତ ଠାରେ ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ୱର ସଭାପତି ସ୍ୱୟଂ ସେବକ ରାୟ ଙ୍କ ନିର୍ଦେଶ କ୍ରମେ ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ସ୍ମୃତି ରେ ଉତ୍ତରଗ୍ରାମୀଣ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସନାତ କୁମାର ସାହୁ ଙ୍କ ନେତୃତ୍ୱ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ପୁଣ୍ୟତିଥି ରୁ ଆରମ୍ବ ହୋଇ ଚତୁର୍ଥ ଦିନ ରେ ପହଂଚିଛି, ଭୁବନେଶ୍ୱର ର ସମସ୍ତ ୱାର୍ଡ ଓ ପଂଚାୟତ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ନିମନ୍ତେ ଯୁବମୋର୍ଚ୍ଚା ଭୁବନେଶ୍ୱର ଲକ୍ଷ୍ୟ ରଖିଛି ।ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ସଂଯୁକ୍ତା ପଡିହାରୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା ଓ ଅନ୍ୟାନ ନେତୃମଣ୍ଡଳୀ ଯୋଗଦେଇଥିଲେ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required