Search for:
  • Home/
  • ରାଜ୍ୟ/
  • ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନରେ ଆଇନଜିବୀଙ୍କ ଅବଦାନ ଅତୁଳନୀୟ*: *ଜଗନ୍ନାଥ*

ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନରେ ଆଇନଜିବୀଙ୍କ ଅବଦାନ ଅତୁଳନୀୟ*: *ଜଗନ୍ନାଥ*

Spread the love

Loading

*ଭୁବନେଶ୍ବର ଆଇନଜିବୀଙ୍କୁ ଭେଟିଲେ ଜଗନ୍ନାଥ*

ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନରେ ଆଇନଜିବୀଙ୍କ ଅବଦାନ ଅତୁଳନୀୟ*: *ଜଗନ୍ନାଥ*

ଭୁବନେଶ୍ବର,୧୮,୦୫… ଦେଶରେ ପଡି ରହିଥିବା ମାଳମାଳ ମକଦମା ଏକ ଗୁରୁତ୍ବପୂରଣ୍ଣ ସମସ୍ୟା ତ୍ବରିତ ସମାଧାନର ନିଶ୍ଚିନ୍ତ ଆବଶ୍ୟକତା ଅତ୍ୟନ୍ତ ଜରୁରୀ ା ଓଡିଶାା ରାଜ୍ୟରେ ସାଧାରଣ ଓ ଗରିବ ଜନତାଙ୍କୁ ସାମାଜିକନ୍ୟାୟ ପ୍ରଦାନ କ୍ଷେତ୍ରରେ ଆଇନଜିବୀଙ୍କ ଅବଦାନ ଅତୁଳନୀୟ ବୋଲି ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହଛନ୍ତି ା ଆଜି କଳ୍ପନା ସ୍ଥିତ ଭୁବନେଶ୍ବର ବାର ଆସୋସିଏସନରେ ଜଗନ୍ନାଥ ପହଞ୍ଚି ଚଳିତ ନିର୍ବାଚନରେ ବିଜେପିକୁ ସମର୍ଥନ ଓ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ ା ଏହି ଅବସରରେ ଜଗନ୍ନାଥ କହିଥିଲେ ଗଣତନ୍ତ୍ରକୁ ସଶକ୍ତ କରିବାରେ ନ୍ୟାୟପାଳିକାର ଭୂମିକା ଗୁରୁତ୍ବପୂର୍ଣ୍ଣ ା ଦେଶରେ ପ୍ରଚଳିତ ଆଇନ୍ ବ୍ୟବସ୍ତାରେ ସଂସ୍କାର ଆସିବା ଦରକାର ଏଥି ପାଇଁ ଏକସମ୍ମିଳିତ ପ୍ରୟାସର ଆବଶ୍ୟକତା ଦରକାର ା ଦେଶ ସ୍ବାଧିନ ହେବା ସମୟଠୁ ଚିରାଚରିତ ଆଇନ୍ ଦେଶରେ ବଳବତ୍ତର ରହିଚି କିନ୍ତୁ ସମସାମୟିକ ପରିସ୍ତିତି ଓ ବର୍ଦ୍ଧିତ ଜନସଂଖ୍ୟା ପ୍ରଚଳିତ ଚିରାଚରିତ ଆଇନବ୍ୟବସ୍ତାର ପରିପନ୍ଥି ବୋଲି ସେ ନିଜର ବକ୍ତବ୍ୟରେ ଉଲ୍ଲେଖ କରିବା ସହଏହାର ସଂସ୍କାର ଦରକାର ବୋଲି ଜଗନ୍ନାଥ ପୁନରାବୃତି କରିଥିଲେ ା

Leave A Comment

All fields marked with an asterisk (*) are required