Search for:
  • Home/
  • ରାଜ୍ୟ/
  • ଡୁଡ୍‌ନୁ ଫାଉଣ୍ଡେସନ ରଙ୍ଗ ଉତ୍ସବ ସମ୍ମାନ ୨୦୨୫

ଡୁଡ୍‌ନୁ ଫାଉଣ୍ଡେସନ ରଙ୍ଗ ଉତ୍ସବ ସମ୍ମାନ ୨୦୨୫

Spread the love

Loading

ରଙ୍ଗ ଉତ୍ସବ ସମ୍ମାନ ୨୦୨୫
ନିଆରା ଢଙ୍ଗରେ ଏକ ଶହରୁ
ଉର୍ଦ୍ଧ ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ସହ କବିତା ଓ ସଙ୍ଗୀତ ରେ ରଙ୍ଗ କୁ ପରଷି, ଅନେକ ଅତିଥି ମାନଙ୍କ ଗହଣ ରେ ପାଳନ କରାଗଲା ରଙ୍ଗ ଉତ୍ସବ ସମ୍ମାନ ୨୦୨୫, ଏହି ଅବସରରେ ଉଦଘାଟକ ଭାବେ ଯୋଗଦେଇଥିଲେ ଭାଷାବିତ୍ ପଦ୍ମଶ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପଟ୍ଟନାୟକ, କବି ସୂର୍ଯ୍ୟ ମିଶ୍ର, କବି ପ୍ରମୋଦ ପ୍ରଧାନ, ପ୍ରଡ୍ୟୁସର ଶ୍ରୀଧର ମାର୍ଥା, ଶିକ୍ଷାବିତ୍ ଭାବଗ୍ରାହୀ ରାଉତ, ପ୍ରକାଶକ ସୁଧୀର ମଉଡ଼ମଣି,ଙ୍କ ସହ ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ବିଭୂତିଭୂଷଣ କର,ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ପ୍ରକାଶକ ପ୍ରକାଶକ ପ୍ରକାଶ ମହାପାତ୍ର, କବି ଜୁବୁଲି କାନୁନଗୋ, ଯୁବ କବି ତାପସ ରାଉତ,ସାମ୍ବାଦିକ କେଦାର ମିଶ୍ର, ନୃତ୍ୟଶିଳ୍ପୀ ଗୌରୀ ଶଙ୍କର ଦାଶ, କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର,ବିନ୍ଦୁଜା ଉପାଧ୍ଧାୟ, ସାମାଜସେବୀ ମୀରା ପରିଡା,ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ପ୍ରାକ୍ତନ ଅଧ୍ୟକ୍ଷା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଶ୍ରୀଯୁକ୍ତ ଗିରିଜା ନନ୍ଦନ ମହାନ୍ତି ଙ୍କ ସହ ଅନେକ୍ ମାନ୍ୟଧ୍ୟାନ ପରିଚିତ ବ୍ୟକ୍ତିତ୍ଵ ଯୋଗ ଦେଇଥିବା ବେଳେ “ରଙ୍ଗ ଉତ୍ସବ ସମ୍ମାନ ୨୦୨୫” ରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସଂଙ୍ଗୀତ ନିର୍ଦ୍ଧେଷକ ସୁନୀଲ ମହାନ୍ତି (ମୁନୁ ପାଗଳ) ।ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ଯରୁ ମାନସ ବସ୍ତିଆ,ତନ୍ମୟ ସାମନ୍ତରାୟ,ମୁକ୍ତିକାନ୍ତ ଦାସ,କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସାମାଜ ସେବୀ ମହାସଂଘ ର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା, କୁନି ନୃତ୍ୟଶିଳ୍ପୀ ପୁର୍ଣିମା ଦାସ, ମନୀଷା ମହାନ୍ତି, ଶ୍ରିୟାସି ଜେନା, ନୃତ୍ଯ ପରିବେଷଣ କରାଯିବା ସହ ଚିତ୍ତରଞ୍ଜନ ସତପଥୀ, ଶ୍ରିୟାସି ଜେନା, ଦେବାଶିଂ ଷଡଙ୍ଗୀ ଙ୍କ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆୟୋଜକ ମୁଖ୍ୟ ଡ. ବନ୍ଦନା ହରିଚନ୍ଦନ , ଅଧ୍ୟକ୍ଷା , ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟ,ନିର୍ଦ୍ଧେଷକ ସଂଜୀବ କୁମାର ହରିଚନ୍ଦନ ,ସଭାପତି ଏସ୍ ରାଜୀବ ଗୌରବ , ଲୋପାମୁଦ୍ରା ସାମନ୍ତରାୟ,କବିତା ମହାପାତ୍ର, ରାକେଶ ପ୍ରଧାନ,ରସ୍ମିତା ମହାନ୍ତି,ଗୋପାଙ୍ଗିନି ପ୍ରଧାନ,ଶ୍ରୀଯୁକ୍ତ ଅଭୟ କୁମାର ସତପଧୀ,ଜୋସ୍ନା ରାଣୀ ସେନାପତି, ହରି କ୍ରିଷ୍ଣା,ସ୍ବାତି,ନମିତା ହରିଚନ୍ଦନ ,ଶରତ ରାଉତରାୟ, ସୁନିତା,ନିହାରିକା, ଶଶିଭୂଷଣ,ଭାଗୁ, ସ୍ଵପ୍ନ ସାର୍ଥକ, ପ୍ରଜ୍ଞା,କାଜୋଲ, ଶୁଭଶ୍ରୀ, ମଂଚ ସଂଯୋଜନା ସୁଧାସ୍ରୀ ପଣ୍ଡା ଓ ସାଥୀଙ୍କ ମିଳିତ ସହୋଯୋଗ ରେ ରଙ୍ଗ ଉତ୍ସବ ସମ୍ମାନ ୨୦୨୫ ପାଳନ କରାଯାଇଥିଲା !

Leave A Comment

All fields marked with an asterisk (*) are required