Search for:
  • Home/
  • ରାଜ୍ୟ/
  • ଗଞ୍ଜାମରେ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଅପହରଣ ଘଟଣା।

ଗଞ୍ଜାମରେ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଅପହରଣ ଘଟଣା।

Spread the love

Loading

ଭୁବନେଶ୍ୱର:ଗଞ୍ଜାମରେ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଅପହରଣ ଘଟଣା। ଦୁଇ ଭାଇ ପଞ୍ଚୁ ସାହୁ ଓ କୃଷ୍ଣ ସାହୁ।

ବିଶାଖାପାଟଣାର ଏକ ହୋଟଲରୁ ସୁରକ୍ଷିତ ଉଦ୍ଧାର ହେଲେ ଅପହୃତ ଦୁଇ ଭାଇ।ଅପହରଣକାରି ବାଙ୍ଗାଲୋର ବାସିନ୍ଦା ହୋଇଥିବା ସୂଚନା।ଅପହରଣର କାରଣ ଅସ୍ପଷ୍ଟ।
ଗଞ୍ଜାମ ଥାନା ନିକଟ ପୂଇଁତୋଳା ଛକରୁ ଗତକାଲି ସନ୍ଧ୍ୟାରେ ହୋଇଥିଲା ଅପହରଣ। ଗଂଜାମ ଏସପି ଜଗମୋହନ ମିନାଙ୍କ ନିର୍ଦେଶ କ୍ରମେ ଗଠିତ ସ୍ୱତନ୍ତ୍ର ଟିମକୁ ମିଳିଛି ସଫଳତା। ଅପହରଣର କାରଣ ଜାଣିବା ସହ ଅପହରଣକାରୀଙ୍କୁ ଧରିବାକୁ ଚାଲିଛି ଉଦ୍ୟମ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required