ଢିଳିଟାଲ ରୂପାନ୍ତରଣ ପାଇଁ ସେଲ୍ସଫୋର୍ସ ଏକଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ ହସ୍ପିଟାଲ
ଢିଳିଟାଲ ରୂପାନ୍ତରଣ ପାଇଁ ସେଲ୍ସଫୋର୍ସ ଏକଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ ହସ୍ପିଟାଲ
ରୋଗୀଙ୍କ ତଥ୍ୟକୁ ଏକତ୍ରିତ କରିବା, ପରିଚାଳନାକୁ ଶୃଙ୍ଖଳିତ କରିବା ଓ ଗ୍ରାହକଙ୍କ ଯୋଗଦାନ ଦଢାଇବା ପାଇଁ ଏହି ସହଭାଗିତା ଏକେଡଫୋର୍ସ ଓ ସେନ୍ସଫୋର୍ସ ହେଇଥ କ୍ଲାଳନର ଉପଯୋଗ କରୁଛି ।
ଭୁବନେଶ୍ୱର, ୨୪ ଏପ୍ରିଲ ୨୦୨୫: ବିଶ୍ବର ଏକ ନମର ଏଆଇ ସିଆଇଏମ”, ସେଲ୍ସଫୋର୍ସ ଆଜି ଓଡିଶାର ଘରୋଇ କ୍ଷେତ୍ରର
ସର୍ବବୃହତ ସ୍ବତନ୍ତ୍ର ହସ୍ପିଟାଲ ଉତ୍କଳ ହଣ୍ଡିଟାଲ ସନ୍ଥ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହି ସହଜାଗିବା ସହିତ ଉତ୍କଳ ହସ୍ପିଟାର ସେଲ୍ସଫୋର୍ସ ଏବଂ ଡଫୋସିକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି । ଏକେଟଫୋର୍ସ ଓ ସେକ୍ସଫୋର୍ସ ହେଇଥ ସୁଭତର କାର୍ଯ୍ୟକାରିତା ମାଧ୍ୟମରେ ଏହି ରଣନୈତିକ ସହଗାଗିତା ରୋଗୀମାନଙ୍କ ତଥ୍ୟକୁ ଏକତ୍ରିତ କରି, ପରିଚାଳନାକୁ ଶୃଙ୍ଖଳିତ କରି ଏବଂ ସେଲୁ-ସର୍ଭିସ କ୍ଷମତାଗୁଡିକ ସହ ରୋଗୀଙ୍କୁ ସଶକ୍ତ କରି ଚିଜିଟାଲ ରୂପାନ୍ତରଣକୁ ଆଗକୁ ବଢାଇବା ପାଇଁ ଲକ୍ଷ୍ୟ ରଖୁଛି, ଯାହା ଅଂଚଳରେ ସ୍ୱାସ୍ଥ୍ୟସେବା ଉଦ୍ଭାବନ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି ।
ଉତ୍କଳ ହଣ୍ଡିଟାଲ ରୋଗୀଙ୍କ ଯୋଗଦାନକୁ ଉନ୍ନତ କରିବା ଓ ପରିଚାଳନାଗୁଡିକୁ ଶୃଙ୍ଖଳିତ କରିବା ପାଇଁ ଏକେଟଫୋର୍ସ, ସେଲ୍ସଫୋର୍ସ ସେଣ୍ଟ୍ରାଲର ଓ ଏଆଇ ପରିଚାଳିତ ଚାବଟ ସମେତ ସେନ୍ସଫୋର୍ସ ଟୁଲଗୁଡିକର ଏକ ରେଞ୍ଜର ବ୍ୟବହାର କରିବ । ହସ୍ପିଟାଲ ଇନ୍ଫର୍ମେଶନ ମ୍ୟାନେଜମେଟ ସିଷ୍ଟମ (ଏଚଆଇଏମ୍.ଏସ୍), ଇଲେକ୍ଟ୍ରୋନିକ ମେଜିକାଲ ରେକର୍ଡ (ଇଏମଆର) ଓ ଏଡ଼େଲ ଭଳି ଭିନ୍ନ ଭିନ୍ନ ସିଷ୍ଟମରୁ ରୋଗୀଙ୍କ ତଥ୍ୟକୁ ଏକ ସିଙ୍ଗଲ ୩୬୦ ଡିଗ୍ରୀ ଭୂରେ ଏକତ୍ରିତ କରି ହସ୍ପିଟାଲ ଏହାର ଭଲ ସଂଟର, ମେଡିସିନ ଅର୍ଜର ଓ ସେଲ୍ଫ-ସର୍ଭିସ ପୋର୍ଟାଲରେ ସୁଗମ ସହଯୋଗିତା ସୁନିଶ୍ଚିତ କରିପାରିବ । ଉତ୍କଳର କମ୍ପ୍ୟୁଟର ଟେଲିଫୋନି ଇଂଟିଗ୍ରେଶନ (ସିଟିଆଇ) ଟେଲିଫୋନି ସିଷ୍ଟମଗୁଡିକରେ ଗଭୀର ଏକତ୍ରୀକରଣ ସହିତ ସେଲ୍ସଫୋର୍ସ ଭିଅଲ-ଟାଇମ, ଅଟୋମେଟେଡ ସପୋର୍ଟକୁ ସକ୍ଷମ କରିବ, ମାନୁଆଲ ପ୍ରୋସେସଗୁଡିକ ଉପରେ ନିର୍ଭରଶୀଳତାକୁ ବହୁମାତ୍ରାରେ ହ୍ରାସ କରିବ ଏବଂ ସାମଗ୍ନିକ ରୋଗୀ ଅନୁଭୂତିକୁ ଉନ୍ନତ କରିବ ।
୧୫୦ଟି ଡେଡିକେଟେଡ କ୍ରିଟିକାଲ କେୟାର ବେଡ ସମେତ ୪୫୦ଟି ବେଡ୍ର କ୍ଷମତା ସହିତ ଉତ୍କଳ ହସ୍ପିଟାଲ ରୋଗୀଙ୍କ ସେବାକୁ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିଗୁଡିକୁ ଗ୍ରହଣ କରିବା କ୍ଷେତ୍ରରେ ଅଗ୍ରଗାମୀ ରହିଆସିଛି । ୱେଟ-ଅଫ-ବ-ପାର୍ଟ କ୍ୟାଥ ଲ୍ୟାବ ଓ ଜାର୍ଡିଆକ କ୍ରିଟିକାଲ କେୟାର ୟୁନିଟଗୁଡିକ ସହ ସୁସଜ୍ଜିତ ହସ୍ପିଟାଲର ଡିପାର୍ଟମେଟ ଅଫ କାର୍ଡିଆକ ସାଇନ୍ସେସ ଟେକ୍ନୋଲୋଜି ଭିତିଭୂମିର ଅଗ୍ରଗତି ପାଇଁ ଏହାର ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏଜେଟଫୋର୍ସ ଦ୍ଵାରା ପରିଚାଳିତ ସେଲ୍ସଫୋର୍ସର ଆଡଭାନ୍ତ ଏଆଇ ଓ ଆନାଲିଟିକ୍ସ କ୍ଷମତାଗୁଡିକ ସ୍ବାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ଆନୁମାନିକ ତଥ୍ୟ ଓ ଅଟୋମେଶଳ ପ୍ରଦାନ କରିବ ।
ଏହି କାର୍ଯ୍ୟକାରିତାକୁ ସେଲ୍ସଫୋର୍ସ କନ୍ସକ୍ଟିଙ୍ଗ ପାର୍ଟନର, କୋସର୍ଭ ସଫ୍ଟୱେୟାର ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ ସହ ସହଭାଗିତାରେ ଆଗକୁ ପରିଚାଳନା କରାଯିବ ଏବଂ ଏହା ଶକ୍ତିଶାଳା ଡିଜିଟାଲ ଇଂଟରାଜୁନକୁ ତ୍ବରାନ୍ବିତ କରିବା ପାଇଁ ବ୍ୟବସାୟ ବିଶ୍ଲେଷଣ ପାଇଁ ବାଡବ୍ଲ୍ୟୁ (Tableau)ର ଏକତ୍ରିକରଣ, ହାଇପର-ପର୍ସନାଲାଇଜ୍ଡ ରୋଗୀ ଅନ୍ତର୍ଭୁକ୍ତାକରଣ ଯାତ୍ରା ଓ ମଜଦୂତ କଷ୍ଟମର ପୋର୍ଟାଲଗୁଡିକ ସମେତ ଭବିଷ୍ୟତର ଉଭାବନ ପାଇଁ ବାଟ ଫିଟାଇବ ।
17 | ଏସମ୍ପର୍କରେ ସେଲ୍ଫୋର୍ସ ଇଣିଆଲ ସେଲ୍ସ ବିଭାଗର ଇପାଧଣ୍ଡ କମର କାର ରହିଛନ୍ତି । ଉତ୍କଳ କରିବାର ଗତ ପ୍ରତି ଗ୍ରତ କରିବ ଟେକ୍ନୋଲୋଜି ବିଭଳି ସହାନୁଭୂତିଶୀଳ, ସଂଯୋଜିତ ହାସ୍ଥ୍ୟସେନାର ଏକ ଶକ୍ତିଶାଳୀ ସକ୍ଷମକାରୀ ହୋଇପାରିବ ତାହାକୁ ପ୍ରଦର୍ଶିତ କରୁଛି । ହେଇଥ୍ କ୍ଲାଇଡ ଓ ଏବଂଟଫୋର୍ସକୁ ଏକତ୍ରିତ କରି ଆମେ ଉତ୍କଳ ହଣ୍ଡିଟାଲକୁ ରୋଗୀଙ୍କ ତଥ୍ୟ ସଂଗ୍ରହ କରିବା, ଜଟିଳ ପ୍ରକ୍ରିୟାଗୁନିକୁ ଅଟୋମେଟ କରିବା ଏବଂ ଅଧୁକ ବ୍ୟକ୍ତିଗତ ଓ ଦସ ସେବା ପ୍ରଦାନ କରିବାରେ ସାହାଯ୍ୟ କରୁଛୁ । ଓଡିଶାର ଅନ୍ୟତମ ସର୍ବାଧୁକ ବିଶ୍ବସନୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନକୁ ଏକ ଜିଜିଟାଲ ପ୍ରଥମ ହଢିଟାଲରେ ପରିଣତ ହେବା ପାଇଁ ଏହାର ଯାତ୍ରାରେ ସହଯୋଗ କରିବା ଏବଂ ଅଂଚଳ ପାଇଁ ନୂଆ ଚଂଡମାଳି ସ୍ଥାପନ କରିବା ଲାଗି ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ ଅଟେ ।”
ଉତ୍କଳ ହଟ୍ଵିଟାଲର ସିଇଓ ବି.କେ. ସୁବୋଧ ସିଂହ କହିଛନ୍ତି, “ ଉତ୍କଳ ହସ୍ପିଟାଲରେ ଆମର ଲକ୍ଷ୍ୟ ହେଉଛି ଉଦ୍ଭାବନ ଓ ଟେକ୍ନୋଲୋଜି ମାଧମରେ ଉତ୍କୃଷ୍ଟ ରୋଗୀ ସେବା ପ୍ରଦାନ କରିବା । ସେକ୍ସଫୋର୍ସ ସହ ସହଭାଗିତା ଆମକୁ ଏକ ଜିଜିଟାଲ ପ୍ରଥମ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଅନୁମତି ଦେଉଛି ଯାହା ଆମର ପରିଚାଳନାଗୁଡିକୁ ଏକୀକୃତ କରିବା ସହ ଆମର ରୋଗୀଙ୍କୁ ସଶକ୍ତ କରୁଛି । ହେଇଥ କ୍ଲାଇଡ ଓ ଏବଂଟଫୋର୍ସ ସହିତ ଆମେ ଏକ ସ୍କାଲେଦୂର ପ୍ଲାଟଫର୍ମ ନିର୍ମାଣ କରୁଛୁ ଯାହା ସ୍ବାସ୍ଥ୍ୟସେବା ରୂପାନ୍ତରଣ କ୍ଷେତ୍ରରେ ଏକ ଭିଜର ହେବା ପାଇଁ ଆମର ଲକ୍ଷ୍ୟ ଅନୁରୂପ ରହିଛି ।”110 କୋସର୍ଭ ସଫ୍ଟୱେୟାର ସବ୍ଲ୍ୟୁଶନ୍ସର ପାର୍ଟନର ଅରୁଣ ପରିକା କହିଛନ୍ତି, “ଉତ୍କଳ ହସ୍ପିଟାଲକୁ ଏହାର ଡିଜିଟାଲ ରୂପାନ୍ତରଣ ଯାହାରେ ସହଯୋଗ କଳି ଓ ମାର୍ଗଦର୍ଶନ ପ୍ରଦାନ କରି ନୋସର୍ଭ ସ୍ଵାସ୍ଥ୍ୟସେବା ପରିଦୃଶ୍ୟ ଉପରେ ପରୀର ସୂଚନା ଏବଂ ସେଲ୍ସଫୋର୍ସକୁ ପ୍ରଭାବୀ ରୂପେ ଉପଯୋଗ କରିବା ପାଇଁ ଆବଶ୍ୟକ ଗଣନୈତିକ ଦୃଷ୍ଟିକୋଣ ଆଣିଛି, ଯାହା ଏହାକୁ ଉଭୟ ଅନ୍ତଦୃଷ୍ଟି ଓ ସହଯୋଗିତା କ୍ଷେତ୍ରରେ ଏକ ବ୍ୟବସାୟିକ ଦିଜୟରେ ପରିଣତ କରୁଛି ।”