ଦାନା ପାଇଁ ପ୍ରସୂତ ସିଭିଲ ଡିଫେନ୍ସ।
ଭୁବନେଶ୍ୱର:ସିଭିଲ ଡିଫେନ୍ସ ସଂସ୍ଥା ଦେଶ ସ୍ଵାଧୀନ ପରଠାରୁ ବାହ୍ୟସତ୍ରୁ ର ଆକ୍ରମଣ ର ଭୟାବହତା କୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ଵାରା ଯୁଦ୍ଧ ପ୍ରବଣ ଅଞ୍ଚଳ ମାନଙ୍କରେ ସ୍ଥାପନ କରାଯାଇଥିଲା । ଏହି ସଂସ୍ଥା ଏକମାତ୍ର ସଂସ୍ଥା ହିସାବରେ ଓଡ଼ିଶା ରେ ଉଭୟ ଯୁଦ୍ଧକାଳୀନ ଏବଂ ବିପର୍ୟୟ ସମୟରେ ଅନୁସନ୍ଧାନ, ଉଦ୍ଧାର ଆଦି କାର୍ୟ୍ୟ ରେ ନିଜକୁ ନିୟୋଜିତ କରିଅଛି । ଏହି ସଙ୍ଗଠନ ର ସ୍ବେଚ୍ଛାସେବୀ ମାନେ ୧୯୯୯ ମହାବାତ୍ୟା ସମୟରେ ହେଲିକପ୍ଟର ଜରିଆରେ ବିଚ୍ଛିନ୍ନ ଅଞ୍ଚଳ ରେ ପହଞ୍ଚି ରିଲିଫ କାର୍ୟ୍ୟକ୍ରମ କୁ ତ୍ଵରାନିତ କରିବା ସହିତ ଶବ ସତ୍କାର କରିବା ଆଦି କାର୍ୟ୍ୟ ରେ ରେସ୍ପନ୍ସ ଫୋର୍ସ ହିସାବରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
ପରବର୍ତ୍ତୀ ମୂହୁର୍ତ୍ତ ରେ ମହାବାତ୍ୟା ର କରୁଣ ପରିସ୍ଥିତି କୁ ଲକ୍ଷ୍ୟ କରି ସେତେବେଳ ର ସରକାର ପୋଲିସ ବିଭାଗରୁ କିଛି ଅଧିକାରୀଙ୍କୁ ଆଣି ଓଡ୍ରାଫ (ଙଊଜଇୠ) ସଂଗଠନ ଗଠନ କଲେ । ସେହି ସମୟରେ ଉସଙ୍ଖସକ୍ଷ ଊରଲରଦ୍ଭମର ର ବଛା ବଛା ତାଲିମ ଦାତା ମାନେ ଙଊଜଇୠ ର ଅଧିକାରୀ ଏବଂ ସୈନିକ ମାନଙ୍କୁ ବିପର୍ୟ୍ୟୟ ଏବଂ ଉଦ୍ଧାର ସମ୍ପର୍କ ରେ ପ୍ରଶିକ୍ଷଣ ଦେଇଥିଲେ । ଏହାସହ ଅଗ୍ନିଶମ ସଂସ୍ଥାକୁ ଅଗ୍ନିଶମ ଏବଂ ବିପର୍ୟୟ ପରିଚାଳନା ସଙ୍ଗଠନ ହିସାବରେ ପରିଗଣନା କରାଗଲା ।
ଏଠାରେ ଆପଣଙ୍କ ଅବଗତି ନିମନ୍ତେ ଜଣାଉଅଛୁ କି ଉସଙ୍ଖସକ୍ଷ ଊରଲରଦ୍ଭମର ର ସ୍ବେଚ୍ଛାସେବୀ ମାନେ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ଉଚ୍ଚକୋଟି ର ତାଲିମ ପ୍ରାପ୍ତ । ଏହି ସ୍ବେଚ୍ଛାସେବୀ ମାନେ ଅନେକ ଅନୁଷ୍ଠାନ ମାନଙ୍କରୁ ଯଥା ଘବଗ୍ଧସକ୍ଟଦ୍ଭବକ୍ଷ ଉସଙ୍ଖସକ୍ଷ ଊରଲରଦ୍ଭମର ଉକ୍ଟକ୍ଷକ୍ଷବଶର, ଘବଶକ୍ଟ୍ରଙ୍କକ୍ସ, ଘଊଜୠ ଇମବୟରଜ୍ଞଚ୍ଚ, ଘବଶକ୍ଟ୍ରଙ୍କକ୍ସ, ଉରଦ୍ଭଗ୍ଧକ୍ସବକ୍ଷ ଞକ୍ସବସଦ୍ଭସଦ୍ଭଶ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର, ଈବଦ୍ଭଶବକ୍ଷକ୍ଟକ୍ସର, ଘଊଜୠ ମୁଣ୍ଡଳୀ, ଙଊଜୠ ଟ୍ରେନିଂ ସେଣ୍ଟର୍ ଗୋଠପାଟଣା, ଝଗ୍ଧବଗ୍ଧର ୠସକ୍ସର ଞକ୍ସବସଦ୍ଭସଦ୍ଭଶ ଉକ୍ଟକ୍ଷକ୍ଷରଶର ବରମୁଣ୍ଡା ଭଳି ସ୍ଥାନମାନଙ୍କରେ ତାଲିମ ଯଥା ଅନୁସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଲକ୍ଷକ୍ଟକ୍ଟୟ ଌ ମଚ୍ଚମକ୍ଷକ୍ଟଦ୍ଭର ଜରଗ୍ଦକ୍ଟ୍ରକ୍ଟଦ୍ଭଗ୍ଦର ଉକ୍ଟଙ୍କକ୍ସଗ୍ଦର, ଉଷରଜ୍ଞସମବକ୍ଷ, ଈସକ୍ଟକ୍ଷକ୍ଟଶସମବକ୍ଷ, ଜବୟସକ୍ଟକ୍ଷକ୍ଟଶସମବକ୍ଷ ଌ ଘଙ୍କମକ୍ଷରବକ୍ସ (ଉଈଜଘ) ଜରଗ୍ଦକ୍ଟ୍ରକ୍ଟଦ୍ଭୟରକ୍ସ ଉକ୍ଟଙ୍କକ୍ସଗ୍ଦର, ଉକ୍ସକ୍ଟଙ୍ଗୟ ଜ୍ଞବଦ୍ଭବଶରଜ୍ଞରଦ୍ଭଗ୍ଧ ଉକ୍ଟଙ୍କକ୍ସଗ୍ଦର, ଋଜ୍ଞରକ୍ସଶରଦ୍ଭମଚ୍ଚ ଜବସକ୍ଷ ଞକ୍ସବଦ୍ଭଗ୍ଦକ୍ଟ୍ରକ୍ଟକ୍ସଗ୍ଧ ଉକ୍ଟଙ୍କକ୍ସଗ୍ଦର, ୠସକ୍ସର ଲସଶଷଗ୍ଧସଦ୍ଭଶ ଉକ୍ଟଙ୍କକ୍ସଗ୍ଦର, ଡବକ୍ସଦ୍ଭସଦ୍ଭଶ ଌ ରଙ୍ଖବମଙ୍କବଗ୍ଧସକ୍ଟଦ୍ଭ ଉକ୍ଟଙ୍କକ୍ସଗ୍ଦର ଭଳି ଗୁରୁତ୍ୱପୂର୍ଣ ତାଲିମ ପ୍ରାପ୍ତ ହୋଇ ଅଛନ୍ତି ।
ତାଲିମ ନେଇଥିବା ଏହି ସ୍ବେଛାସେବୀ ମାନେ ବିଗତ ବିପର୍ୟୟ ମାନଙ୍କରେ ଯଥା ୠକ୍ଷକ୍ଟକ୍ଟୟ-୨୦୦୧, ୨୦୦୩, ୨୦୦୫, ଉଚ୍ଚମକ୍ଷକ୍ଟଦ୍ଭର- ଫାଇଲିନ, ହୁଡହୁଡ, ଫନି, ୟାସ ଇତ୍ୟାଦି, ଉଙଠଓଊ ମହାମାରୀ, ମାଳିସାହି ୠଓଜଋ ଞଜଇତଋଊଣ ଆଦି ବିପର୍ୟୟ ମାନଙ୍କରେ ନିଜ ଜୀବନ କୁ ବାଜି ଲଗାଇ ୠଓଜଝଞ କ୍ସରଗ୍ଦକ୍ଟ୍ରକ୍ଟଦ୍ଭୟରକ୍ସ ହିସାବରେ ଲୋକଙ୍କର ସେବା କରିବା ସହିତ ଲୋକଙ୍କର ଧନ ଜୀବନ ରକ୍ଷା କରିବାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି.
ଏବେ ଏହି ବାତ୍ୟା ଊଇଘଇ ଆସୁଥିବା ସମୟରେ ଏହି ସଂସ୍ଥାର ସ୍ବେଛାସେବୀ ମାନେ ସମ୍ପୂର୍ଣ ପ୍ରସ୍ତୁତ ହେଇଥିଲେ ବି ସରକାରଙ୍କ ତରଫରୁ କୌଣସି ନିର୍ଦେଶ ନଆସିବା ନିହାତି ପରିତାପର ବିଷୟ. ଏବେ ଏହି ସଂସ୍ଥାର ଉପସ୍ଥିତି ଓଡିଶା ରେ ୯ଗୋଟି ଜାଗାରେ ଥିଲେବି ଅଫିସରଙ୍କ ଅଭାବ, ଆଧୁନିକ ସରଞ୍ଜାମ ଓ ଯନ୍ତ୍ରପାତି ର ଅଭାବ ଏହାର ପ୍ରମୁଖ କାରଣ. ଭାରତ ସରକାର ଓଡ଼ିଶାର ୩୦ଟି ଜିଲ୍ଲା ରେ ପୁର୍ଣ କାର୍ୟ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଥିଲେ ବି ଏହା କାର୍ୟ୍ୟକାରି ହୋଇନାହିଁ. ଗୋଟିଏ ଡିରେକଟର ଅଧୀନରେ ଥିବା ଅଗ୍ନିଶମ, ଗୃହରକ୍ଷୀ ଓ ବେସାମାରିକ ପ୍ରତିରକ୍ଷା ଥିଲେବି ସବୁ ଉର୍ନତି ମୂଳକ କାର୍ୟ୍ୟକ୍ରମ ଅଗ୍ନିଶମ ପାଇଁ ହେଉଛି କିନ୍ତୁ ସିଭିଲ ଡିଫେନ୍ସ ପ୍ରତି ସରକାର ସମ୍ପୂର୍ଣ ଉଦାସୀନ. ୨୦୦୦ରୁ ଅଧିକ ସ୍ବେଛାସେବୀ ଥିବା ଏହି ସଂଗଠନ ପାଇଁ ସରକାର ସହଯୋଗ ର ହାତ ବଢ଼ାଇଲେ ସଂସ୍ଥା ନିହାତି ଉର୍ନତି କରିବା ସହିତ ଲୋକଙ୍କୁ ସାହାଯ୍ୟ ମିଳିବ.