Search for:
  • Home/
  • ରାଜ୍ୟ/
  • ଚିନ୍ମୟ କ୍ଲାସି କ ତରଫରୁ ଚତୁର୍ଥ ସ୍ତ ବ କ ନୃତ୍ୟ ମହୋତ୍ସଵ

ଚିନ୍ମୟ କ୍ଲାସି କ ତରଫରୁ ଚତୁର୍ଥ ସ୍ତ ବ କ ନୃତ୍ୟ ମହୋତ୍ସଵ

Spread the love

Loading

ଭୁବନେଶ୍ୱର:ଆଜି ତା 11-11-2024ରିଖ ସୋମବାର ଦିନ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଚିନ୍ମୟ କ୍ଲାସି କ ତରଫରୁ ଚତୁର୍ଥ ସ୍ତ ବ କ ନୃତ୍ୟ ମହୋତ୍ସଵ ଆୟୋଜିତ ହୋଇ ଯାଇଛି l ଏହି ଉତ୍ସବ ରେ ଅପରାହ୍ଣ ରେ ପ୍ରାୟ ଦଶ ଜଣ ନବଗତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସେମାନଙ୍କ ପ୍ରତିଭା କରିଥିଲେ l ସନ୍ଧ୍ୟା ଅଧିବେଶନ ରେ ନୃତ୍ୟ ଆରମ୍ଭ ହୋଇଥିଲା ଡି ରେଶ୍ମି ଙ୍କ ଜଗନ୍ନାଥ ଅଷ୍ଟକମ ଓ ଅଷ୍ଟ ପଦି ପରେ ପରେ ଡ଼ ଚିନ୍ମୟ କର ଙ୍କ ସବେରୀ ପଲ୍ଲବୀ ଓ ଶ୍ରୀମତୀ ଆ ଶା କୁମାରୀ ଙ୍କ ଗୀତଗୋବିନ୍ଦ ର ମଧ୍ୟାବେ ମା କୁରୁ, ଶ୍ରେୟl ମିଶ୍ର ଙ୍କ କୋଣାର୍କ କ୍ରାନ୍ତି ପରେ ପରେ ଆଶ୍ୱ ସ ନା ଓ ରୁ କ ଧା ତ୍ରି ଙ୍କ ଦ୍ବିତ ରେ ରାଗେଶ୍ରୀ ପଲ୍ଲବୀ ଏବଂ ପରିଶେଷରେ ଚିନ୍ମୟ କ୍ଲାସି କ ର କଳାକାର ମାନଂକର ସମ୍ବଲପୁରୀ ନୃତ୍ୟ ବେଶ ଚିତାକର୍ଶକ ହୋଇଥିଲା l ଏହି ଉତ୍ସବ ରେ ଅତିଥି ଭାବରେ ପୂର୍ଣଚନ୍ଦ୍ର ସେଠି, ଜଗନ୍ନାଥ ପ୍ରଧାନ, ଶଶୀପ୍ରଭା ରଥ, ଗୁରୁ ନିରଞ୍ଜନ ରାଉତ ଯୋଗ ଦେଇଥିଲେ ଓ ଡ ସ୍ନେହାପ୍ରଭା ସାମନ୍ତରାୟ, ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ସିକତା ଦାସ ଙ୍କୁ ସ୍ତ ବକ କଳା ସମ୍ମାନ ଦିଆ ଯାଇଥିଲl l ଉତ୍ସବ କୁ ଡ଼ ଶିନିବାସ ଘଟୁଆରୀ ସଂଯୋଜନା କରିଥିଲେ ଓ ପ୍ରତିଷ୍ଠାତା ଗୁରୁ ପ୍ତାଭାତି କର, ଗୁରୁ ବିଜୟ କୁମାର ଦାଶ ଓ ସୁଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ l

Leave A Comment

All fields marked with an asterisk (*) are required