୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ
ଭୁବନେଶ୍ୱର:ଭୁବନେଶ୍ୱରର ୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ; ପ୍ରତି ଅର୍ବାନ CHCରେ ୧୦ଟି ଲେଖାଏଁ ବେଡ୍ ରହିବ, ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିଷ୍ପତ୍ତି. କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର; ଭିଡ଼ ଏଡ଼ାଇବା ଲାଗି କାଲିଠୁ ଖୋଲିବ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା.