ବୁଧବାର ରାଶିଫଳ ପଢନ୍ତୁ।
ବୁଧବାର ରାଶିଫଳ (୦୫-୦୭-୨୦୨୩) ମେଷ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ପ୍ରତ୍ୟେକ ଦିଗରୁ ହତୋତ୍ସାହ ହେବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରନ୍ତୁ। ପରିବାର ଲୋକ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି। ବୃଷ: ପରିବାର ସଦସ୍ୟଙ୍କ ସହାୟତା ଯୋଗୁଁ ଅଟକି ଥିବା କାମକୁ ପୂରା କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ତରବରିଆ ଭାବେ ଗୁରୁତ୍ବପୂର୍ଣ୍ଣ କାମ କରିବା ଅନୁଚିତ। ବ୍ୟୟ ଅଧିକ ହେବ। ମିଥୁନ: କୌଣସି କାମରେ [...]