Search for:

ସମାଜରେ ଥିବା ଆହ୍ୱାନ ଗୁଡିକର ସମାଧାନର ସୂତ୍ର ଅନ୍ୱେଷଣ କରିବା – ଧର୍ମେନ୍ଦ୍ର ପ୍ରଧାନ

ଜି-୨୦ ସିଙ୍ଗାପୁର-ଭାରତ ହକାଥନ ୨୦୨୩ ସମାରୋହରେ କେନ୍ଦ୍ରମନ୍ତ୍ରୀ ସମାଜରେ ଥିବା ଆହ୍ୱାନ ଗୁଡିକର ସମାଧାନର ସୂତ୍ର ଅନ୍ୱେଷଣ କରିବା – ଧର୍ମେନ୍ଦ୍ର ପ୍ରଧାନ • ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ • ସ୍କୁଲରୁ ସ୍କିଲ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଲୋଚନା • ସିଙ୍ଗାପୁର-ଭାରତ ହକାଥନରେ ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ • ଏହି ହକାଥନ ଦେଶର ଯୁବବର୍ଗଙ୍କ ଲୁକ୍କାୟିତ ସାମର୍ଥ୍ୟକୁ ପ୍ରସ୍ଫୁଟିତ କରିବାର ଏକ [...]

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲ-ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ : ଓଡ଼ିଆ ଅସ୍ମିତା ସୁରକ୍ଷା ଜାଗରଣ ଅଭିଯାନ

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲ-ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ : ଓଡ଼ିଆ ଅସ୍ମିତା ସୁରକ୍ଷା ଜାଗରଣ ଅଭିଯାନ ଭୁବନେଶ୍ୱର : ୧୭.୦୮ ଓଡ଼ିଶାର ବିଶିଷ୍ଟ ବୁଦ୍ଧିଜୀବୀ ଓ ଯୁବକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ଅସ୍ମିତା ସୁରକ୍ଷା ଜାଗରଣ ଅଭିଯାନ ପକ୍ଷରୁ ରବିବାର ଚନ୍ଦ୍ରଶେଖରପୁରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଶ୍ରୀମନ୍ଦିରର ଚାରିଦ୍ୱାର ସରକାର ଯଦି ୧୫ ଦିନ ମଧ୍ୟରେ ନ ଖୋଲନ୍ତି ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି [...]

ରାଜ୍ୟରେ 1284 କୋଟି ଟଙ୍କାରେ ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍ ଭିତ୍ତିଭୂମି ସଜଡ଼ା ଯାଇପାରିବ କି ନାହିଁ ?

ରାଜ୍ୟରେ 1284 କୋଟି ଟଙ୍କାରେ ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍ ଭିତ୍ତିଭୂମି ସଜଡ଼ା ଯାଇପାରିବ ନାହିଁ ! ଭୁବନେଶ୍ୱର :-୧୬.୦୭  ରାଜ୍ୟରେ ବିଦ୍ୟୁତ୍ ଗ୍ରାହକଙ୍କୁ ଉନ୍ନତ ମାନର ୨୪/୭ ଘଣ୍ଟିଆ ବିଦ୍ୟୁତ୍ ଯୋଗାଇବା ପାଇଁ ଯେଉଁ ବିଦ୍ୟୁତ୍ ସଂସ୍କାର ୧୯୯୬ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି, ତାହା ସଂପୂର୍ଣ୍ଣ ବିଫଳ ହୋଇଛି । ବିଦ୍ୟୁତ୍ ଭିତ୍ତିଭୂମିରେ ଘରୋଇ କମ୍ପାନୀମାନେ ଅର୍ଥ ବିନିଯୋଗ କରିବାର ଯେଉଁ କାଯ୍ୟକ୍ରର୍ମ ଥିଲା ତାହା ହୋଇପାରିଲା ନାହିଁ l [...]

ଛାତ୍ରଛାତ୍ରୀ ମାନଙ୍କ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର କ୍ଷେତ୍ର ପରିଦର୍ଶନ

ଛାତ୍ରଛାତ୍ରୀ ମାନଙ୍କ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର କ୍ଷେତ୍ର ପରିଦର୍ଶନ। ଭୁବନେଶ୍ବର- ୧୬.୦୭ ଅଡଶପୁରସ୍ଥିତ ଉଦୟନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର କୋଡ଼ିଏ ଜଣ ଛାତ୍ରଛାତ୍ରୀ କ୍ଷେତ୍ର ପରିଦର୍ଶନରେ ଆସି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ପଞ୍ଜିକରଣ, ଗ୍ରନ୍ଥାଗାର ପରିଚାଳନା, ଇ-ଗ୍ରନ୍ଥାଗାର, ଡାଟା ଏଣ୍ଟ୍ରି, ଅଟୋମେସନ,ଆକ୍ସେସିଙ୍ଗ୍,କାଟାଲଗିଙ୍ଗ୍, ଡିଜିଟାଇଜେସନ ଆଦି ପ୍ରକ୍ରିୟା ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା [...]

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା: କେମିତି କରିବେ ଅନଲାଇନସହଜ ଉପାୟ

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା: କେମିତି କରିବେ ଅନଲାଇନ ଆବେଦନ? ଜାଣନ୍ତୁ…www.janaswara24.in କେବଳ କାର୍ଯ୍ୟରତ ସାମ୍ବାଦିକ ଆବେଦନ କରିପାରିବେ.. ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ସରଳ ଉପାୟ ଭୁବନେଶ୍ୱର:୧୬.୦୭ ଆପଣ ଜାଣି ଥିବେ ନିକଟରେ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବା helth CARD କଥା ହେଉ । ଏହାକୁ ଆବେଦନ ପାଇଁ ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ଖୋଲାଯାଇଛି। ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ପାଇଁ [...]

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜଣେ ବିଶିଷ୍ଟ ଐତିହାସିକ ଥିଲେ

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜଣେ ବିଶିଷ୍ଟ ଐତିହାସିକ ଥିଲେ। ଭୁବେଶ୍ବର :୧୬.୦୭  ପଣ୍ଡିତ କୃପାସିନ୍ଧୁ ମିଶ୍ର ଜଣେ ସଫଳ ଶିକ୍ଷାବିତ୍ ଓ ବିଶିଷ୍ଟ ଐତିହାସିକ ଥିଲେ ବୋଲି ବିରଜା ପ୍ରସାଦ ଶତପଥୀଙ୍କ ସଭାପତିତ୍ବରେ ଲେଖକ ସମବାୟ ସମିତି ପରିସରରେ ଅନୁଷ୍ଠିତ ପୂଜ୍ୟ ପୂଜା ଓଡ଼ିଶା ମାସିକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ବିଭିନ୍ନ ଉଦାହରଣ ମାଧ୍ୟମରେ ଏହା ପ୍ରକାଶ [...]

ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି କର୍ମକର୍ତ୍ତା ନିଯୁକ୍ତ

ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି କର୍ମକର୍ତ୍ତା ନିଯୁକ୍ତ। ଭୁବନେଶ୍ବର:୧୬.୦୭ ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି ନୂତନ କର୍ମକର୍ତ୍ତା ନିଯୁକ୍ତ କରିଛି। ୧୨ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ୧୪ ଜଣଙ୍କୁ ଉପସଭାପତି ନିଯୁକ୍ତ କରିଛି। ସେହପିର୨୮ ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ନିଯୁକ୍ତ କରାଯାଇଛି। ଏଥିସହ ୫ ଜଣଙ୍କୁ ଜିଲ୍ଲା ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ [...]

ସମଲେଇ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍।

ମା’ ସମଲେଇଙ୍କ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତି ନେଇ ଚାଲିଛି ସମୀକ୍ଷା ଭୁବନେଶ୍ୱର:ସମ୍ବଲପୁର:୧୬.୦୭  ୫ଟି ସଚିବଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ବିତୀୟ ଦିନ। ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ତୁରନ୍ତ ସମାଧାନ ହେଉଛି ଲୋକଙ୍କ ଆପତ୍ତି ଅଭିଯୋଗ। ଏହି କ୍ରମରେ ଆଜି ସକାଳୁ ସେ ସମଲେଇ ମନ୍ଦିର ଦର୍ଶନ କରିଛନ୍ତି। ମା’ ସମଲେଶ୍ବରୀଙ୍କର ମନ୍ଦିରରେ [...]