Search for:

ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ।

ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜଧାନୀ ସଂଗ୍ରାମୀ ସେବାସଙ୍ଘ । ଭୁବନେଶ୍ୱର । ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିଛି ସେବାସଙ୍ଘ । ପ୍ରାଣ ହରାଇଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ମହମବତୀ ପ୍ରଦାନ କରି ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି ଏହି ସଙ୍ଘ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ କହିଥଲେ ଯେ ଏହି [...]

ନଦୀଗୁଡିକର ସ୍ୱାସ୍ଥ୍ୟ ଠିକ ନରହିଲେ ଓଡ଼ିଶାର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ – ରାଜେନ୍ଦ୍ର ସିଂ

ଓଡିଶା ନଦୀ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ସରକାର ନଦୀ ସଂକ୍ରାନ୍ତରେ ଏକ ଶ୍ୱେତ ପତ୍ର ସହିତ ନଦୀ ନୀତି ଆଣନ୍ତୁ | ନଦୀଗୁଡିକର ସ୍ୱାସ୍ଥ୍ୟ ଠିକ ନରହିଲେ ଓଡ଼ିଶାର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ – ରାଜେନ୍ଦ୍ର ସିଂ ଭୁବନେଶ୍ୱର ତା ୧୩ /୦୬ /୨୦୨୫ ମହାନଦୀ ବଞ୍ଚାଓ ଆନ୍ଦୋଳନ ଓ ଓଡିଶା ନଦୀ ସୁରକ୍ଷା ସମିତି ତରଫରୁ ଆଜି ଭୁବନେଶ୍ୱରଠାରେ ଓଡିଶା ନଦୀ ସୁରକ୍ଷା ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି [...]

ଆଶାଏଁ ଅନୁଷ୍ଠାନର ଗ୍ରୀଷ୍ମ କାଳୀନ ଶିଶୁ ଶିବିର ଉଦଯାପିତ

ଆଶାଏଁ ଅନୁଷ୍ଠାନର ଗ୍ରୀଷ୍ମ କାଳୀନ ଶିଶୁ ଶିବିର ଉଦଯାପିତ ଭୁବନେଶ୍ୱର:ପଥପ୍ରାନ୍ତ ଶିଶୁମାନଙ୍କ ସୁରକ୍ଷା ଓ ଉନ୍ନତି ପାଇଁ ଦୀର୍ଘଦିନ ଧରି କାମ କରିଆସୁଥିବା ଯୁବ ସ୍ବେଛାସେବୀ ଅନୁଷ୍ଠାନ ଆଶାଏଁ ତରଫରୁ ଏକ ଗ୍ରୀଷ୍ମ କାଳୀନ ଶିଶୁ ଶିବିର ଉଦଯାପନୀ ଉତ୍ସବ ସ୍ଥାନୀୟ ବୁଧନଗର କମ୍ୟୁନିଟି ହଲରେ ଆୟୋଜିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଦୈନିକ ସମ୍ବାଦ ପତ୍ର ନିତିଦିନ ସମ୍ପାଦକ ଶ୍ରୀଯୁକ୍ତ ମନୋଜ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ [...]

‘ଶୂନ ଦୁର୍ଘଟଣା ଦିବସ’ ଆରମ୍ଭ ସୁଡକ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

  ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’ ୫୭୫.୭୭ କୋଟି ଟଙ୍କାର ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ ସୁଡକ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ ଘରୁ ବାହାରିବା ଠାରୁ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ପାଳନ କରନ୍ତୁ, ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନିଶ୍ଚିତ କରନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୩ ଜୁନ ୨୦୨୫ ଦୁର୍ଘଟଣା କେବଳ ପରିବାର [...]

India’s Largest Kidney Mass (8.7 kg) Successfully Removed by Urology doctors at AIIMS Bhubaneswar.

Historic Surgery at AIIMS Bhubaneswar: India’s Largest Kidney Mass (8.7 kg) Successfully Removed by Urology doctors at AIIMS Bhubaneswar. In a proud moment of medical excellence, AIIMS Bhubaneswar has achieved a major milestone by successfully removing an 8.7 kg kidney mass—the largest ever reported in India—from a 50-year-old man suffering [...]

ବୃକ୍ଷ ରୋପଣ ଓ ଗୋ ସେବା ଆଦି ସହାୟତା

ଭୁବନେଶ୍ୱର:ସମାଜର ହିତ ପାଇଁ ଅନବରତ କାର୍ଯ୍ୟ କରିଆସୁଥିବା, “ନେତାଜୀ ଯୁବ ବାହିନୀ ଚାରିଟେବଲ୍ ଟ୍ରଷ୍ଟ” ତାର ସମାଜ କଲ୍ୟାଣ ନିମନ୍ତେ ଅନେକ କାର୍ଯ୍ୟ କରିଆସିଛି ବୃକ୍ଷ ରୋପଣ ଓ ଗୋ ସେବା ଆଦି ସହାୟତା ଆଦି ସେବା ଯୋଗାଇ ଆସିଛନ୍ତି। ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ଅଭାବ ଦୂରୀକରଣ କ୍ଷେତ୍ର ଆଗକୁ ବଢ଼ିଛନ୍ତି। “ଜୟ ଓଡ଼ିଶା” ସହଯୋଗରେ ଏହି ରକ୍ତଦାନ ଶିବିର ଭୁବନେଶ୍ୱରର ଗୋବିନ୍ଦ ନଗର, [...]

ଛାତ୍ର ସଙ୍ଘ(AISF) ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ବସ୍ ସେବା ଦାବିରେ ଭୁବନେଶ୍ଵର ଠାରେ ପ୍ରତିବାଦ

  ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ବସରେ ମାଗଣା ଯାତାୟତ ଏବଂ ଘରୋଇ ବସ୍ ରେ ୫୦% ରିହାତି ଦାବି କଲା ଏ.ଆଇ.ଏସ୍.ଏଫ୍ ଭୁବନେଶ୍ୱର:(୨୭/୦୫/୨୦୨୫) ଅଖିଳ ଭାରତ ଛାତ୍ର ସଙ୍ଘ(AISF) ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ବସ୍ ସେବା ଦାବିରେ ଭୁବନେଶ୍ଵର ଠାରେ ପ୍ରତିବାଦ ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦରେ ରାଜ୍ୟସମ୍ପାଦକ କାହ୍ନୁ ଚରଣ ପରିଡ଼ାଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ [...]

ଭଏସ ଏଗେନଷ୍ଟ ହେଟ ଏବଂ ଅକ୍ଷର ପକ୍ଷରୁ ପଣ୍ଡିତ ଜବହରଲାଲ ନେହେରୁଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ଭଏସ ଏଗେନଷ୍ଟ ହେଟ ଏବଂ ଅକ୍ଷର ପକ୍ଷରୁ ପଣ୍ଡିତ ଜବହରଲାଲ ନେହେରୁଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ଗୀତ ଗୋବିନ୍ଦ ସଦନରେ ଆଲୋଚନା ଚକ୍ର ଭୁବନେଶ୍ବର ତା. ୨୭.୫- ଆଜି ସାମାଜିକ ଅନୁଷ୍ଠାନ “ଉଏସ ଏଗେନଷ୍ଟ ହେଟ” ଏବଂ ସାହିତ୍ୟ ପତ୍ରିକା ଅକ୍ଷର ପକ୍ଷରୁ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଗୀତ ଗୋବିନ୍ଦ ସବନ ଠାରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । [...]

ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଭୁବନେଶ୍ୱର, ତା ୨୮/୫ବିଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସମ୍ବାଦ ପରିବେଷଣ କୁ ନେଇ ଆକ୍ରମଣ ଘଟଣା କ୍ରମାଗତ ଭାବେ ବଢ଼ି ଚାଲିଛି। ଏହି ପରିପେକ୍ଷୀରେ ବଲାଙ୍ଗିର, ପଈଁତଳା ଥାନା ଅନ୍ତର୍ଗତ କୁଇଥିପାଲ୍ଲି ରେ “ବଡ ଖବର” ଗଣମାଧ୍ୟମର ପ୍ରତିନିଧି ବିଜୟ କୁମାର ପ୍ରଧାନଙ୍କୁ ଗୋଡ ହାତ ବାନ୍ଧି ବର୍ବୋରୋତିତ ଆକ୍ରମଣ କରିବା ଓ ଅମାନୁଷିକ [...]