Search for:

ନୂଆଦିଲ୍ଲୀରେ ‘ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ’ ଉଦଘାଟନ କଲେ ମାନନୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ‘ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ’ ଉଦଘାଟନ କଲେ ମାନନୀୟ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ସହ ଶିକ୍ଷା ପାଇଁ ସମାନ ସୁଯୋଗ ପ୍ରଦାନ କରିବା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା- ପ୍ରଧାନମନ୍ତ୍ରୀ ଭାରତର ଜ୍ଞାନଧାରାକୁ ଭବିଷ୍ୟତରେ ସମୃଦ୍ଧ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଦୂରଦର୍ଶୀ ଦସ୍ତାବିଜ- ଧର୍ମେନ୍ଦ୍ର ପ୍ରଧାନ • ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ପିଏମ ଶ୍ରୀ ଯୋଜନାରେ [...]

ମଣିପୁରରେ ଏ ମାରାତ୍ମକ ମାନବତାମେଧ ଯଜ୍ଞ ବନ୍ଦକର – ମାୟାଧର ନାୟକ

ମଣିପୁରରେ ଏ ମାରାତ୍ମକ ମାନବତାମେଧ ଯଜ୍ଞ ବନ୍ଦକର – ମାୟାଧର ନାୟକ ଭୁବନେଶ୍ୱର:ମାନବିକ, ଆଧ୍ୟାତ୍ମିକ ଅବବୋଧର ନିତ୍ୟନାଗରା ଶୁଣାଇଆସୁଥିବା ଏ ଭାରତବର୍ଷରେ ହଜାରେ ପାଖାପାଖି ଅଣସ୍ୱିକୃତୀପ୍ରାପ୍ତ, ବନ୍ୟବିକୃତ ଗୁଣ୍ଡାବାହିନୀ, ବର୍ବରବାହିନୀଙ୍କ ଅବର୍ଣ୍ଣନନୀୟ ଅତ୍ୟାଚାର ୨୦୨୩ ମେ’ ୪ ତାରିଖରେ ମଣିପୁରରେ ବଢିଲାଝିଅକୁ ଘରୁଟାଣିଆଣି ବିଚ୍‍ରାସ୍ତାରେ ଲଙ୍ଗଳାକରି ରାସ୍ତାରେ ଗୋଡେଇଗୋଡେଇ ବଳାତ୍କାର କରିବା ଘଟଣା କେବଳ ୧୪୨କୋଟି ୪୬ଲକ୍ଷ ଭାରତୀୟଙ୍କୁ ବ୍ୟଥା,ବେଦନା,ଘୃଣା,କ୍ଷୋଭ,ଅସନ୍ତୋଷ ଦେଇନି – ସାରାବିଶ୍ୱର ଆଠଶହକୋଟି ନରନାରୀଙ୍କ ମୁହଁର ରଙ୍ଗକୁ [...]

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଳଖିଲା ବଙ୍କା ମେରୁଦଣ୍ଡ

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଳଖିଲା ବଙ୍କା ମେରୁଦଣ୍ଡ ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର। ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତରଖାନାରୁ ନିରାଶ ହୋଇ ଶେଷରେ କିମ୍‍ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା [...]

“ଯାଜ୍ଞସେନୀ”ର ସଂସ୍କୃତ ଅନୁବାଦିତ ପୁସ୍ତକ ଉନ୍ମୋଚିତ।

ନୂଆଦିଲ୍ଲୀରେ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୁବାଦିତ ପୁସ୍ତକ ଉନ୍ମୋଚିତ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଚରିତ୍ରଙ୍କୁ ନୂଆପିଢି  ପାଖରେ ପହଞ୍ଚାଇବା ପାଇଁ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେଉ- ଧର୍ମେନ୍ଦ୍ର ପ୍ରଧାନ •  ‘ଯାଜ୍ଞସେନୀ ଜାତୀୟ ସମ୍ମିଳନୀ’ରେ ଏହି ସଂସ୍କୃତ ଅନୁବାଦିତ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ • ମାଆଙ୍କ ଉପରେ ଚର୍ଚ୍ଚା ହେବା ଆବଶ୍ୟକ, ସ୍ରଷ୍ଟାଙ୍କୁ କେନ୍ଦ୍ରକୁ ନଆଣିଲେ ସୃଷ୍ଟି ହୋଇପାରିବନାହିଁ • ଚିନ୍ତନ, ତର୍କ ଓ [...]

Former UK PM Tony Blair Meets CM

  Former UK PM Tony Blair Meets CM Tony Blair Institute to Help Odisha Develop A Comprehensive Economic Strategy Bhubaneswar: 27 July 2023 Former Prime Minister of United Kingdom Sir Tony Blair met Chief Minister Shri Naveen Patnaik today at Naveen Niwas. Both the leaders discussed on the economic development [...]

ଗଣଧର୍ଷଣର ପ୍ରତିବାଦ ମଣିପୁର ରାଜ୍ୟସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି

ମଣିପୁର ଅଣଆଦିବାସୀଙ୍କ ଦ୍ୱାରା ହିଂସା ଓ ଆଦିବାସୀ ମହିଳାଙ୍କୁ ଗଣଧର୍ଷଣର ପ୍ରତିବାଦ ମଣିପୁର ରାଜ୍ୟସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି ଭୁବନେଶ୍ୱର, ୨୩.୭ : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଓଡ଼ିଶା ଏସ୍‌ସି,ଏସ୍‌ଟି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଜଏଣ୍ଟ ଆକ୍ସନ କମିଟି ତରଫରୁ ସମ୍ପ୍ରତି ମଣିପୁରରେ ଅଣଆଦିବାସୀଙ୍କ ଦ୍ୱାରା ସଂଗଠିତ ହେଉଥିବା ହିଂସା ଓ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ବିବସ୍ତ୍ର ଅବସ୍ଥାରେ ରାଜରାସ୍ତାରେ ଚଲାଇ [...]

ଗତ ୨ ବର୍ଷରେ ୧୨୦ ଟି କମ୍ୟୁନିଟି ରେଡିଓ ଷ୍ଟେସନ୍ ଯୋଡି ହୋଇଛି, ମୋଟ ୪୫୦ ରୁ ଅଧିକ:ଶ୍ରୀ ଅପୂର୍ବ ଚନ୍ଦ୍ରା

୮ମ ଏବଂ ୯ମ କମ୍ୟୁନିଟି ରେଡିଓ ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀଅନୁରାଗ ଠାକୁର; ଆଞ୍ଚଳିକ କମ୍ୟୁନିଟି ରେଡିଓ ସମ୍ମେଳନକୁ ଉଦଘାଟନ କରିଛନ୍ତି ସରକାର ଲାଇସେନ୍ସ ସମୟକୁ ୪ ବର୍ଷରୁ ୬ ମାସକୁ ହ୍ରାସ କରିଛନ୍ତି, ୧୩ଟି ପ୍ରକ୍ରିୟା ୮ କୁ ହ୍ରାସ ପାଇଛି: ଶ୍ରୀ ଅନୁରାଗ ଠାକୁର ତୃତୀୟ ଇ-ନିଲାମ ସମୟରେ ୨୮୪ ଟି ସହରରେ ୮୦୮ ଚ୍ୟାନେଲ ନିଲାମ କରିବାକୁ ସରକାର ଘୋଷଣା କରିଛନ୍ତି ଗତ [...]

ଜାମିଆ ମିଲିଆ ଇସଲାମିଆ’ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହ

ଜାମିଆ ମିଲିଆ ଇସଲାମିଆ’ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହ ଅସହମତିକୁ ବିରୋଧାଭାସରେ ପରିଣତ କରିବା ଗଣତନ୍ତ୍ର ପାଇଁ ଅଭିଶାପ ଠାରୁ କମ୍ ନୁହେଁ- ମାନ୍ୟବର ଉପରାଷ୍ଟ୍ରପତି ଜାମିଆ ଭଳି ଶିକ୍ଷାନୁଷ୍ଠାନ ଦେଶର ବୌଦ୍ଧିକ ନେତୃତ୍ୱ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି- ଧର୍ମେନ୍ଦ୍ର ପ୍ରଧାନ • ବିରୋଧକୁ ପ୍ରତିଶୋଧରେ ବଦଳାଇବା ପ୍ରଜାତନ୍ତ୍ର ପାଇଁ ଭଲ ନୁହେଁ • ଆଲୋଚନା ଏବଂ ବିଚାର ବିମର୍ଷ ବିରୋଧାଭାସର ଏକମାତ୍ର ନିରାକରଣ • [...]