Search for:

“ସିଏମଓ” କହିଲେ ଲୋକେ “କରପସନ୍ ମୋବିଲାଇଜେସନ ଅଫିସ” ବୋଲି ଭାବୁଛନ୍ତି : ଅନିଲ ବିଶ୍ୱାଳ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ “ସିଏମଓ” କହିଲେ ଲୋକେ “କରପସନ୍ ମୋବିଲାଇଜେସନ ଅଫିସ” ବୋଲି ଭାବୁଛନ୍ତି : ଅନିଲ ବିଶ୍ୱାଳ  ଦୁର୍ନୀତି ଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ନିବିଡ ସର୍ମ୍ପକ ଦିନକୁ ଦିନ ସୂଦୃଢ ହେଉଛି  ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଜ୍ୟ  ୩ ବର୍ଷ ହେଲାଣି ଆୟ ବର୍ହିଭୁତ ସମ୍ପତି ଠୁଳ ଅପରାଧରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ  ବିଜୁ ଜନତା [...]

ରେଳ ଦୁର୍ଘଟଣା ଏବଂ କୋଭିଡ୍ ସମୟ ରେ ଯୁବକ ମାନଙ୍କ ର ସେବା କାର୍ଯ୍ୟ ପ୍ରଶଂସନୀୟ: ପ୍ରଣବ

ଭୁବନେଶ୍ବର :ସ୍ଥିତ ବିଜେଡିର ମୂଖ୍ଯ କାର୍ଯ୍ଯାଳୟ ଶଙ୍ଖ ଭବନ ଠାରେ ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ଅନୁଷ୍ଠିତ ହୋଇଯାଇଛି।ବିଜୁଯୁବ ଜନତା ଦଳର ରାଜ୍ଯ ସଭାପତି ତଥା ମାନ୍ୟବର ବିଧାୟକ ଡକ୍ଟର ବ୍ୟେମକେଶ ରାୟଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ଆଭାସି ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ଯ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦେଶ ଏବଂ ରାଜ୍ଯ [...]

ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ।

ଡିଏନ୍ ଗ୍ରୁପ ଉପରେ ଆଇଟି ଚଢ଼ାଉକୁ ନେଇ ବିଜେପି ଡାର୍ଟି ପଲିଟିକ୍ସ କରୁଛି: ବିଜେଡି ଭୁବନେଶ୍ୱର: ସ୍ପର୍ଶକାତର ମାମଲାରେ ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ। ତେଣୁ ଏବେ ଡିଏନ୍ ଗ୍ରୁପ ଉପରେ ଆୟକର ଚଢ଼ଉକୁ ନେଇ ଓଡ଼ିଶା ବିଜେପି ନେତାମାନେ ପୁଣିଥରେ ଡାର୍ଟି ପଲିଟିକ୍ସ କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ଆଜି ବିଜୁ ଜନତା ଦଳ [...]

ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଟମାଟୋ ବିକ୍ରିକଲା ମହିଳା କଂଗ୍ରେସ

ପନିପରିବାର ଅହେତୁକ ଦର ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଟମାଟୋ ବିକ୍ରିକଲା ମହିଳା କଂଗ୍ରେସ ଭୁବନେଶ୍ୱର ତା. ୬/୦୭/୨୩ ରିଖ : ରାଜ୍ୟରେ ପନିପରିବା ଓ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଚରମସୀମାରେ ପହଂଚିଛି । । ବର୍ତମାନ ପରିସ୍ଥିତିରେ ଜନସାଧାରଣ ଅତିଷ୍ଟ ହୋଇପଡ଼ିଲାଣି । ଏହି ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛି । ଏହି [...]

ବଜାର ରେ ସବୁ ଆକାଶ ପାତର ମୂଲ୍ୟ।

ଭୁବନେଶ୍ୱର: ନୂଆଦିଲ୍ଲୀ:  ଦେଶର ଅନେକ ସହରରେ ଟମାଟୋ କିଲୋ ପିଛା ୧୬୦ ଟଙ୍କା ଛୁଇଁଲାଣି। ଖୋଦ୍ ଉତ୍ପାଦନସ୍ଥଳ କର୍ଣ୍ଣାଟକରେ ଏହା କିଲୋ ପିଛା ୧୨୦ ଟଙ୍କା ଟପିଗଲାଣି। ଦେଶରେ ସବୁ ସମୟରେ ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଦେଖୀବାକୁ ମିଳିଥାଏ। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ଦେଶରେ ଟମାଟୋଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ଦର କମ୍ ରହିଛି। ଅପରପକ୍ଷେ ମୌସୁମୀ କାରଣରୁ [...]

ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ।ରେ ନବୀନ ଦେବେ ଗୁରୁମନ୍ତ୍ର।

  ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ। ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ। ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରିବେ ଦଳର ହେଭିଓ୍ବେଟ୍ ନେତା। ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ କରିବାକୁ କାର୍ଯ୍ୟକାରିଣୀରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯୋଗ ଦେବେ ଦଳୀୟ ସୁପ୍ରିମୋ ତଥା [...]

ଟଙ୍କା ନେଇ ବିଏମ୍ସି ଘର ଭାଙ୍ଗୁଛି।

ଦୁଇ ସ୍ଥାନରୁ ଜବରଦଖଲ ଉଚ୍ଛେଦ 10 ହଜାର ବର୍ଗଫୁଟ ଜମି ଜବରଦଖଲମୁକ୍ତ ଭୁବନେଶ୍ୱର, : ଇନଫୋସିଟ ଥାନା ଅନ୍ତର୍ଗତ ପଟିଆ ବିଗ୍ ବଜାରରୁ ପଟିଆ ଷ୍ଟେସନ ପର୍ଯ୍ଯନ୍ତ ବିଦୁ୍ଯତ ସଯୋଗୀକରଣ ପାଇଁ ଜବରଦଖଲ ଉଚ୍ଛେଦ କରିଛି ବିଡିଏ ଏଥିରେ 2ଟି କେବିନ, ଗୋଟିଏ ଫାଷ୍ଟଫୁଡ ଦୋକାନ ଏବଂ ଗୋଟିଏ ଓମ୍ଫେଡ୍ ଷ୍ଟଲ ଉଚ୍ଛେଦ କରାଯାଇଛି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ [...]

ତୁଷାର ·ରିଟେବୁଲ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ

ତୁଷାର ·ରିଟେବୁଲ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ ଭୁବନେଶ୍ୱର, ୧.୭ : ପ୍ରଭୁ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଉପଲକ୍ଷେ ତୁଷାର ·ରିଟେବୁଲ ଟ୍ରଷ୍ଟ ଏବଂ ନ୍ୟୁ ଏଜି ରେସିଡେନ୍ସି କମିଟିର ମିଳିତ ସହଯୋଗରେ ୱାଡର଼୍ ନଂ-୨୮ ନ୍ୟୁ ଏଜି କଲୋନୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ପ୍ରଧାନ, ସୁରେଶ ଚନ୍ଦ୍ର ଜେନା, ଜିତେନ୍ଦ୍ର କୁମାର ଜେନା,ଟ୍ରଷ୍ଟର ଉପଦେଷ୍ଟା ଶିବିର କୁମାର ପରିଡ଼ା, [...]

ଆପୋଲୋ ହସ୍ପିଟାଲ୍‌ ଦ୍ୱାରା ସରକାରଙ୍କ ଶ୍ରମବିଭାଗକୁ ଉପହାସ

ଆପୋଲୋ ହସ୍ପିଟାଲ୍‌ ଦ୍ୱାରା ସରକାରଙ୍କ ଶ୍ରମବିଭାଗକୁ ଉପହାସ ଭୁବନେଶ୍ୱର, ୬.୭ : ରାଜ୍ୟରେ ଗରିବ ଜନସାଧାରଣଙ୍କୁ ଜରୁରୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଓ ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଇତ୍ୟାଦି ସମ୍ପର୍କରେ ଜମି ଓ ଅନ୍ୟାନ୍ୟ ସୁବିଧା ପାଇଥିବା ଆପୋଲୋ ହସ୍ପିଟାଲ ଆଜି ନିଜର ଲାଭାଂଶ ବୃଦ୍ଧି କରିବା ସହିତ ଗରିବ ଜନସାଧାରଣ ତଥା ନିଯୁକ୍ତି ହୋଇଥିବା କର୍ମ·ରୀଙ୍କୁ ଶୋଷଣ କରିବା କାମ କରୁଛି  । ଶ୍ରମ ବିଭାଗର ନିର୍ଦ୍ଦେଶକୁ ପାଳନ କରୁନାହିଁ  [...]

ସାହିତ୍ୟ ସମାଜ ପରିବର୍ତ୍ତନର ବାର୍ତ୍ତାବହ ହେଉ : ପୂର୍ତ୍ତ ମନ୍ତ୍ରୀ

ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ୨୩ତମବା ର୍ଷିକ ଉତ୍ସବ   ଭୁବନେଶ୍ୱର, ୬.୭ : ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେଇ ସାମାଜିକ ପରିବର୍ତ୍ତନର ବାର୍ତ୍ତାବାହ ସାଜିଥାଏ । ସମାଜକୁ ପରିବର୍ତ୍ତନ କରିବାରେ ସାହିତ୍ୟିକ ଓ କବିମାନଙ୍କ ଉପରେ ଈଶ୍ୱରଙ୍କ ଆଶ୍ରିବାଦ ରହିଛି ବୋଲି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନଠାରେ ନିଖିଳ ଓଡ଼ିଶା [...]