Search for:

ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ

  ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଲୋକକଳା କଳାକାର ମାନଙ୍କ ପାରିଶ୍ରମିକ ରେ ଉଲେଖନୀୟ ବୃଦ୍ଧି ଘୋଷଣା ଭୁବନେଶ୍ବର:୦୮.୦୭ ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । 2009 ମସିହା ରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। [...]

ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ୦୮.୦୭ ଏଣିକି କାଗଜକଲମ ନୁହେଁ ଗୋଟିଏ କ୍ଲିକରେ ସାମ୍ବାଦିକ ବୀମା । ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ସାମ୍ବାଦିକଙ୍କୁ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବ। ଏହି ପୋର୍ଟାଲ ଜରିଆରସାମ୍ବାଦିକଙ୍କ ପାଇଁ ପୋର୍ଟାଲ ଲୋକାର୍ପିତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ଟି ନୀତି [...]

ଆଁଳୋ_ଗ୍ରାମପଞ୍ଚାୟତରେ_ଜନସଂପର୍କ_ସମାବେଶ

ଆଁଳୋ_ଗ୍ରାମପଞ୍ଚାୟତରେ_ଜନସଂପର୍କ_ସମାବେଶ ଭୁବନେଶ୍ୱର;ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ବିଜୁ ଜନତା ଦଳର ୨୫ ବର୍ଷ ଯାତ୍ରା,ସଂଘର୍ଷ ଏବଂ ସଫଳତାର ମୂକସାକ୍ଷୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନେତୃତ୍ୱ ଲାଗି ନିଆଳୀ ନିର୍ବାଚନ ମଣ୍ଡଳୀ ସହ ସାରା ଓଡ଼ିଶାର ବିକାଶ ହୋଇପାରିଛି। ରାଜ୍ୟର ଉନ୍ନତି ପାଇଁ ବିଜେଡିର ପ୍ରତିବଦ୍ଧତା ଏବଂ ଦାୟିତ୍ୱ ରହିଛି । ସରକାରଙ୍କ ଆମ ପୋଖରୀ” ଯୋଜନା ଓ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଅବଗତ କରିବା ସହିତ #ଜନସଂପର୍କ ଅତୁଟ [...]

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ

ସିବିଆଇ କୋର୍ଟରେ ହାଜର ହେଲେ ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ । ବାଲେଶ୍ୱର ଜିଲା ବାହାନଗାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ବରିଷ୍ଠ ​ସେକ୍ସନ୍‌ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍‌ ଇଂଜିନିୟର ମହମ୍ମଦ ଅମୀର ଖାନ ଏବଂ ଟେକ୍‌ନିସିଆନ୍‌ ପପୁ [...]

୩ଜଣ ଓକିଲଙ୍କ ପରଲୋକ, କୋର୍ଟରେ ଶୋକ ସଭା

୩ଜଣ ଓକିଲଙ୍କ ପରଲୋକ, କୋର୍ଟରେ ଶୋକ ସଭା ଭୁବନେଶ୍ୱର୦୭.୦୭ : ଭୁବନେଶ୍ବରର ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଅଜିତ୍ କୁମାର ଦାସ ଓ ଟିଏସ୍ ବିଶ୍ବନାଥନଙ୍କ ପରଲୋକରେ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଏକ ଶୋକ ସଭା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘର ଭୁବନେଶ୍ବର ଓକିଲ ସଂଘର ସଭାପତି ସଭାପତି ଧନେଶ୍ୱର ମହାନ୍ତି, ଉପ ସଭାପତି ଅଞ୍ଜନ କୁମାର ସାମନ୍ତରାୟ, ସଂଘର ସମ୍ପାଦକ ତାପସ ରଞ୍ଜନ [...]

ସଫିନ ଅହମ୍ମଦ କେ. ହେଲେ କ୍ରାଇମବ୍ରାଞ୍ଚ ଆଇଜି ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ସଫିନ ଅହମ୍ମଦ କେ. ହେଲେ କ୍ରାଇମବ୍ରାଞ୍ଚ ଆଇଜି। ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇପିଏସ ଅଫିସର ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୨୦୦୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ ନାୟକଙ୍କୁ ଏଚ୍‌ଆର୍‌ପିସି [...]

ସମୀର ପ୍ରଧାନ ଅମର ରହେ।

ଭୁବନେଶ୍ୱର:୦୭.୦୭ ବିଜୁ ଜନତା ଦଳର ଯୁବ ନେତା ,ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ 15 ର ପୂର୍ବତନ କର୍ପୋରେଟର,  ତଥା ରାଜନୈତିକ ମାର୍ଗଦର୍ଶକ ସ୍ବର୍ଗତ ୰ ସମୀର ପ୍ରଧାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ତାଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ବିନ୍ଦୁସାଗର ଉତ୍ତରେଶ୍ୱର ପୀଠରେ ତିଳୋତର୍ପଣ ଅର୍ପଣ କରାଯାଇଅଛି ।ଏବଂ ଏଥିଲେ ପୃବତନ କର୍ପୋରେଟର ଉତର ଏମ ଏଲ ଏ ସୁଶାନ୍ତ ରାଉତ ବିଜେଡ଼ି ର ବହୁ ନେତା ଯୋଗ [...]

ହୁଇଲ୍ ଚେୟାର ଫେନ୍ସିଂ ବିଶ୍ୱକପ୍ ରେ ୪ ଓଡ଼ିଆ।

ହୁଇଲ୍ ଚେୟାର ଫେନ୍ସିଂ ବିଶ୍ୱକପ୍ ରେ ୪ ଓଡ଼ିଆ। ଭୁବନେଶ୍ୱର:ଆଜି ଓଡିଶା ରୁ ଯାତ୍ରା କରିଛି ଫେନ୍ସିଂ ଦଳ ପାରା ସ୍ପୋର୍ଟସ ସଂଘ ର ସଭାପତି ଶ୍ରୀଯୁକ୍ତ କମଳାକାନ୍ତ ରଥ ଉପସ୍ଥିତ ଥିଲେ। ବିମାନବନ୍ଦର ରୁ ପୋଲାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଦଳ।Poland ର Warsaw ସହର ରେ ଆସନ୍ତା ୦୬- ୦୯ ଜୁଲାଇ ୨୦୨୩ ହେବାକୁ ଥିବା *IWAS Wheelchair Fencing 2023 World Cup ” [...]