Search for:

ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଂଚିତ : ବିରଂଚି ନାରାୟଣ ତ୍ରିପାଠୀ

ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଂଚିତ : ବିରଂଚି ନାରାୟଣ ତ୍ରିପାଠୀ  ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଭଣ୍ଡେଇବାରୁ ନିବୃତ ରୁହନ୍ତୁ  ୧୦,୬୬୬ଜଣ ପିଏମ୍ କିଷାନ ଅର୍ଥ ପାଇବାରୁ ବଂଚିତ  ପିଏମ୍ କିଷାନର ବଳକା ହିତାଧିକାରୀମାନଙ୍କ ଚୟନ ପକ୍ରିୟା ଶୀଘ୍ର ଆରମ୍ଭ କରନ୍ତୁ ଏବଂ କେନ୍ଦ୍ର ସରକାରଙ୍କୁ ତାଲିକା ପଠାନ୍ତୁ ରାଜ୍ୟ ସରକାର  ରାଜ୍ୟ ସରକାର କାଳିଆ ଯୋଜନାରେ ୧୦ହଜାର [...]

ଦେଶ ସମେତ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ଅଧିକ ଦକ୍ଷ କରିବା ପାଇଁ ମେଟା ଟେକ୍ନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଫେସବୁକ, ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମକୁ ସଂଚାଳିତ ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍ କ୍ଲେଗ୍ ଦେଶ ସମେତ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ଅଧିକ ଦକ୍ଷ କରିବା ପାଇଁ ମେଟା ଟେକ୍ନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ • ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତିଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ • ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ କଳାକାରଙ୍କ ସମେତ [...]

ଧଉଳି ଚାରୁକଳା ମହାବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଧଉଳି ଚାରୁକଳା ମହାବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ଭାସ୍କର୍ଯ୍ୟ ଶିଳ୍ପୀ ସରୋଜ ରାଉତଙ୍କୁ ଶରତ ରଥ ସ୍ମୃତି ସମ୍ମାନ ଭୂବନେଶ୍ୱର,୨୭/୦୭-ଶାନ୍ତିସ୍ତୁପ ନିକଟରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟର ୨୯ତମ ୍ରତିଷ୍ଠା ଦିବସ ଅବସରରେ ଛାତ୍ର, ଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାିକା ମାନଙ୍କ ଦ୍ୱାରା ଏକ ଚିତ୍ରକଳା ୍ରଦର୍ଶନୀ ଉଦ୍ଦଘାଟିତ ହୋଇ ଇଛି । ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ସଞିତ କୁମାର ବେହେରା, ଓଡିଶା [...]

ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ‘କିମ୍‌ସ-ସିଆରଏମ’ ସଫଳତା ହାର ୬୦ ପ୍ରତିଶତ

କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ‘କିମ୍‌ସ-ସିଆରଏମ’ ସଫଳତା ହାର ୬୦ ପ୍ରତିଶତ   ଭୁବନେଶ୍ୱର,୨୭ ।୭: ଓଡ଼ିଶାରେ କିମ୍‍ସର ସେଣ୍ଟର ଫର୍ ରିପ୍ରଡକ୍ଟିଭ୍ ମେଡିସିନ୍ (ସିଆରଏମ୍‌) ୬୦ ପ୍ରତିଶତ ସଫଳତା ହାସଲ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ ଅବସରରେ କିମ୍‍ସ ସିଆମଏମ୍‌ର ମୁଖ୍ୟ ପରାମର୍ଶଦାତା ଡା. ମୌସୁମୀ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି [...]

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଳଖିଲା ବଙ୍କା ମେରୁଦଣ୍ଡ

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଳଖିଲା ବଙ୍କା ମେରୁଦଣ୍ଡ ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର। ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତରଖାନାରୁ ନିରାଶ ହୋଇ ଶେଷରେ କିମ୍‍ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା [...]

WORLD NATURE CONSERVATION DAY

WORLD NATURE CONSERVATION DAY Bhubaneswar:27.07 Regional Science Centre, Bhubaneswar is one of the constituent units of National Council of Science Museums (NCSM), Ministry of culture, Govt. of India. The main objective of the council is to popularise science among the people at large and students in particular. The council achieves [...]

ବିଜୁନଗର କମୁନିଟି ଗୃହ ଉଦଘାଟିତ।

ବିଜୁନଗର କମୁନିଟି ଗୃହ ଉଦଘାଟିତ ଭୁବନେଶ୍ୱର,୨୭ା୭ : ଭୁବନେଶ୍ୱର ମହାନଗର ନିଗମର ୨ ନମ୍ବର ଓାର୍ଡ ଅନ୍ତର୍ଗତ ବିଜୁନଗର ଠାରେ କମୁନିଟି ଗୃହର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଇଜିଙ୍ଗ ଇଣ୍ଡିଆ ସିଟିଜେନ ଫୋରମର ସଭାପତି ସିଦ୍ଧାର୍ଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ [...]