Search for:

ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ”ର ବୈଠକ

ଭୁବନେଶ୍ୱର ତା 19ରିଖ l ଆଜି “ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ”ର ବୈଠକ ହୋଇ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି l ବିଏମସି ଅଫିସିଆଲ ମାନଙ୍କ ସହ ମିଳିତ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ ବେଳେ ଗlଡ଼କଣ ଅଲିଅଗଦା ସହ ପ୍ରସ୍ତାବିତ ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟର ସରଜମିନ ସର୍ବେକ୍ଷଣ କରିଥିଲେ l ବୈଠକର ପ୍ରାଥମିକ [...]

ଲକ୍ଷ୍ମୀସାଗରରେ ଶୁଭାରମ୍ଭ ହେଲା ଜେନେକଷ୍ଟ ଟୁଲସ ଏଲଏଲପି . ଏହି ଅତ୍ୟାଧୁନିକ ସ୍ମାର୍ଟ କର୍ଡ ଲେସ ପାୱାର ଟୁଲସର ବିଜିନେସ ଡିସଟ୍ରିବୁଟର ସେଣ୍ଟର

ଭୁବନେଶ୍ୱର 18/5 ଦ୍ରୁତ ବିକାଶ ପଥେ ଆଗଉଛି ସ୍ମାର୍ଟ ସିଟି ଭୁବନେଶ୍ୱର. ସହର ରେ ବିକାଶ ମୂଳକ କାର୍ଯ୍ୟ ପାଇଂ ଏବେ ପ୍ରଦୂଷଣ ମୁକ୍ତ,କମ ମାନବ ସମ୍ବଳ ଓ ତ୍ୱରାନ୍ୱିତ କାର୍ଯ୍ୟ କରିବା ପାଇଂ ଓଡିଶା ବଜାରରେ ପ୍ରଥମ କରି ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଶୁଭାରମ୍ଭ ହେଲା ଜେନେକଷ୍ଟ ଟୁଲସ ଏଲଏଲପି . ଏହି ଅତ୍ୟାଧୁନିକ ସ୍ମାର୍ଟ କର୍ଡ ଲେସ ପାୱାର ଟୁଲସର ବିଜିନେସ ଡିସଟ୍ରିବୁଟର ସେଣ୍ଟରକୁ ବିଜେପି ନେତା ଜଗନ୍ନାଥ [...]

ସୁକୁନ୍ ଫାଉଣ୍ଡେସନ”, “ଜୟ ଓଡ଼ିଶା”ର ସହଯୋଗରେ ଏକ ରକ୍ତଦାନ ଶିବିର

ଭୁବନେଶ୍ୱର:ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି, “ସୁକୁନ୍ ଫାଉଣ୍ଡେସନ”, “ଜୟ ଓଡ଼ିଶା”ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା। ଏହା ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲ, ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଛି । ଏହା “ଜୟ ଓଡ଼ିଶା”ର “ରକ୍ତଦାନ” ଅଭିଯାନ ର କ୍ରମ ଗତ ଭାବେ ପଞ୍ଚମ ରକ୍ତଦାନ ଶିବିର, ଯାହାର ଲକ୍ଷ୍ୟ ଏହି ବର୍ଷ ୧୦୦ ଗୋଟି ସଂସ୍ଥା ସହ ମିଶି ରକ୍ତଦାନ ଶିବିର [...]

ପୂର୍ବତନ ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ରାଉତରାୟ ଙ୍କ ପରଲୋକ

ପୂର୍ବତନ ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ରାଉତରାୟ ଙ୍କ ପରଲୋକ ଭୁବନେଶ୍ୱର:ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ବସନ୍ତ କୁମାର ରାଉତରାୟଙ୍କ ର ଗତକାଲି ତା ୧୭।୫।୨୦୨୫ ରେ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ଭୁବନେଶ୍ୱର, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା ଓ ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଥିଲେ। ଜଣେ ସ୍ୱଚ୍ଛ ଓ କାର୍ଯ୍ୟଦକ୍ଷ ଅଧିକାରୀ ଭାବେ ସେ ଜନସାଧାରଣଙ୍କ [...]

ଓଡ଼ିଆ କଳାକାରଙ୍କ ସ୍ୱର OKS ପରିବାର ପକ୍ଷରୁ ସମାଜ ସେବୀ, ମାନୀ ପଣ୍ଡା ସମ୍ମାନିତ

ଭୁବନେଶ୍ୱର:ଓଡ଼ିଆ କଳାକାରଙ୍କ ସ୍ୱର OKS ପରିବାର ପକ୍ଷରୁ ଓଡିଶାରେ ପ୍ରଥମ ଥର ଗ୍ରୀଷ୍ମ କାଳୀନ ଦହି ପଖାଳ ବଣ୍ଟନ କାର୍ଯ୍ୟକ୍ରମ, ଭୁବନେଶ୍ଵର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ (ଆଇଜି ପାର୍କ) ନିକଟରେ ଆଜି ରବିବାର ତା 18 ରିଖ, ଦିନ 11 ଟା ରୁ ଦିନ 3 ଟା ପର୍ଯ୍ୟନ୍ତ ପାଳନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପାଖାପାଖି 400 ଜଣ , ପଥ ଚାରୀ, ଭିନ୍ନକ୍ଷମ, ବିଭିନ୍ନ ଗଣ ମାଧ୍ୟମର [...]

ସିନ୍ଦୁରର ନାଲି ରଙ୍ଗ ଶତୃମାନଙ୍କ ପାଇଁ ବିପଦ ଏବଂ ଭାରତବାସୀଙ୍କ ପାଇଁ ବିଜୟର ସଂକେତ – ମୁଖ୍ୟମନ୍ତ୍ରୀ

  ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ପଦଯାତ୍ରାରେ ଯୋଗ ଦେଲେ ହଜାର ହଜାର ମହିଳା ସିନ୍ଦୂର କେବଳ ଏକ ନାମ ନୁହେଁ, ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏହା ଏକ ଅଭିନବ ସମାହାର ସିନ୍ଦୁରର ନାଲି ରଙ୍ଗ ଶତୃମାନଙ୍କ ପାଇଁ ବିପଦ ଏବଂ ଭାରତବାସୀଙ୍କ ପାଇଁ ବିଜୟର ସଂକେତ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୧୬ ମଇ ୨୦୨୫ ଅପରେସନ ସିନ୍ଦୁରର ସଫଳତା [...]

ଭୀଷଣ ଖରା ପାଇଁ ପଣା ବଣ୍ଠନ।

ସୁର ଭାଇବ୍ରେସନ ତରଫରୁ ପଣା ବଣ୍ଟନ । ଭୁବନେଶ୍ୱର । ଆଜି ପୁଷ ସଂକ୍ରାନ୍ତି ଅବସରରେ ସୁର ଭାଇବ୍ରେସନ ପକ୍ଷରୁ ପଣା ବଣ୍ଟନ କରାଯାଇଛି । ଜୟଦେଵ ଭବନ ପରିସରରେ ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ । ସୁର ଭାଇବ୍ରେସନ ଟ୍ରଷ୍ଟ ର ଅଧ୍ୟକ୍ଷା ବିଶିଷ୍ଟ କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ, ସାମ୍ବାଦିକ ବରଦା ପ୍ରସନ୍ନ ଶତପଥୀ, ସମାଜସେବୀ ପ୍ରତାପ [...]

ଟ୍ରାଫିକ୍ ପୁଲିସ୍ ସଦସ୍ୟମାନଙ୍କୁ ଚଶମା ଓ ଇନସୁଲେଟେଡ୍ ଜଳ ବୋତଲ୍ ବଣ୍ଟନ

ଭୁବନେଶ୍ୱର:ରାଜଧାନୀ ରେ ଅତ୍ୟଧିକ ତାପମାତ୍ରା ଓ କଠିନ ପରିସ୍ଥିତିରେ ଟ୍ରାଫିକ୍ କାମ କରୁଥିବା ଟ୍ରାଫିକ୍ ପୁଲିସ୍ ସଦସ୍ୟମାନଙ୍କର ସେବାକୁ ସମ୍ମାନ ଦେବାପାଇଁ, ମହାନଗର ପୋଲିସ ଆୟୁକ୍ତ ଶ୍ରୀ ଡା. ଏସ୍. ଦେବଦତ୍ତ ସିଂହ, IPS ଙ୍କ ଅଧ୍ୟକ୍ଷତାରେ ଏବଂ DCP ଟ୍ରାଫିକ୍ ଶ୍ରୀ ତପନ କୁମାର ମହାନ୍ତି, OPS(S) ଓ ଅତିରିକ୍ତ DCP ଟ୍ରାଫିକ୍ ଶ୍ରୀ ଅଙ୍କିତ ବର୍ମା, IPS ଙ୍କ ଉପସ୍ଥିତିରେ, ଟ୍ରାଫିକ୍ ପୁଲିସ୍ ଷ୍ଟେସନ୍-୧ ରେ ଭୁବନେଶ୍ୱର-କଟକ [...]

ଗ୍ରୀଷ୍ମ ଋତୁରେ ରକ୍ତ ଅଭାବକୁ ଗୁରୁତ୍ୱପୂର୍ଣ୍ଣ ରକ୍ତଦାନ ଶିବିର

ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ (NUKBM), ତାଙ୍କ ପ୍ରତିଷ୍ଠା ଦିବସକୁ ଏକ ରକ୍ତଦାନ ଶିବିର ଆୟୋଜନ କରି ଏକ ବିଶିଷ୍ଟ ଭାବରେ ପାଳନ କଲେ ଯାହା ମାନବିକତା ଓ ସମାଜ ସେବା ପ୍ରତି ତାଙ୍କ ଦୃଢ଼ ପ୍ରତିବଦ୍ଧତା କୁ ପ୍ରତିପାଦନ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ରକ୍ତଦାନ ଶିବିର ଅପରେସନ୍ ସିନ୍ଦୂର ର ସାହସିକ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ, ଗ୍ରୀଷ୍ମ ଋତୁରେ ରକ୍ତ ଅଭାବକୁ ହ୍ରାସ କରିବା ପାଇଁ, [...]

ପିସିସି ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏତଲା

ପିସିସି ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏତଲା ଭୁବନେଶ୍ଵର ତା. ୧୨.୫- ଗତ ୮ ତାରିଖରେ ଦୂରଦର୍ଶନର ଭାଷ୍ୟକାର ଶ୍ରୀ ଅଶୋକ ଶ୍ରୀବାସ୍ତବ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଗଦ୍ଦାର ବୋଲି ଏକ ଟିଭି କାର୍ଯ୍ୟକ୍ରମରେ ଆକ୍ଷେପ କରି କହିଥିଲେ। ତାଙ୍କର ଏପରି ମିଥ୍ୟା ଆକ୍ଷେପ ଯୋଗୁଁ କଂଗ୍ରେସ ସଭାପତି ଶ୍ରୀ ଖଡ଼ଗେଙ୍କର ସମ୍ମାନହାନୀ ହୋଇଥୁଲା ଓ କଂଗ୍ରେସ ଦଳର ମଧ୍ୟ ମାନହାନୀ ହୋଇଥିଲା। ଦେଶରେ ବର୍ତ୍ତମାନ ଏକ [...]