Search for:

ସମାଜସେବୀ ବା ସାମାଜିକ କର୍ମୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତ ନିକଟରେ ସାତୋଟି ଦାବିପତ୍ର ପ୍ରଦାନ କରିଛି ଓଡିଶା ସମାଜସେବୀ ମହାସଙ୍ଘ ।

  ଭୁବନେଶ୍ୱର:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାଳଜୟୀ ଦର୍ଶନ କୁ ନିଜର ଜୀବନ ଦର୍ଶନ ଭାବେ ନିସ୍ୱାର୍ଥପର ଭାବେ ସେବା ଯୋଗାଉଥିବା ସମାଜସେବୀ ବା ସାମାଜିକ କର୍ମୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତ ନିକଟରେ ସାତୋଟି ଦାବିପତ୍ର ପ୍ରଦାନ କରିଛି ଓଡିଶା ସମାଜସେବୀ ମହାସଙ୍ଘ । ସମାଜସେବା କରିବାପାଇଁ କେହି କାହାକୁ ବାଧ୍ୟ କରନ୍ତିନି ମାତ୍ର ଯେଉଁ ସମାଜସେବୀ ଟିଏ ନିଜେ ଦୁଃଖକଷ୍ଟ ରେ ରହି ସମାଜରେ ସ୍ବତ ପ୍ରବୃତ୍ତ [...]

ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ବଳିଦାନୀ ବୀରଙ୍କ ପ୍ରତି ଛାତ୍ରଛାତ୍ରୀମାନେ ସମ୍ମାନ କରିବା ଦେଶ ପାଇଁ ଶୁଭ ସଙ୍କେତ- ନିର୍ମଳା ସୀତାରମଣ ମା’, ମାଟି ଓ ଶହୀଦଙ୍କୁ ସମ୍ମାନ ଜଣାଇବା – ଧର୍ମେନ୍ଦ୍ର ପ୍ରଧାନ • ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀର ହରେକୃଷ୍ଣପୁରରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମରେ [...]

ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର (ଶିବିରରେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦିଆଗଲା) ଭୁବନେଶ୍ୱର:ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ବି.ଡ଼ି.ଏ କଲୋନୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୮ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ [...]

୭୭ ତମ ସ୍ୱାଧୀନତା ଦିବସ ର ସ୍ବାଧୀନତା ସଂଗ୍ରାମୀ ଉତମା ସାହୁଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ।

ୱି ଫର ଭୂବନେଶ୍ବର ସଂଗଠନ ଦ୍ବାରା ୭୭ ତମ ସ୍ୱାଧୀନତା ଦିବସ ରେ ସ୍ବାଧୀନତା ସଂଗ୍ରାମୀ ଉତମା ସାହୁଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଗଲା। [...]

ଲିଟର ପିଛା ମନ ଇଚ୍ଛା ୧୫୦ରୁ ୨୦୦ ବିକିଲେ।

ଭୁବନେଶ୍ୱର:ସ୍ୱାଧୀନତା ଦିବସରେ ପେଟ୍ରୋଲ କଳାବଜାରୀ ବନ୍ଦ୍ ର ଫାଇଦା ନେଲେ ଅସାଧୁ ବ୍ୟବସାୟୀ ଲିଟର ପିଛା ମନ ଇଚ୍ଛା ୧୫୦ରୁ ୨୦୦ ବିକିଲେ ସ୍ୱାଧୀନତା ଦିବସ ଉପଲକ୍ଷେ ଅନେକ ବେସରକାରୀ ଅନୁଷ୍ଠାନ ଓ ସଂସ୍ଥାନ ବନ୍ଦ୍ ରହିଛି । ତା ମଧ୍ୟରେ ଘରୋଇ ପେଟ୍ରୋଲ ପମ୍ପ ମଧ୍ୟ । ବେଳ, କାଳ ଓ ସୁଯୋଗ ଦେଖି ଏହାର ଫାଇଦା ନେଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ନିର୍ଦ୍ଧାରିତ ଦାମ୍ ଠାରୁ [...]

ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଭୁବନେଶ୍ୱର, ୧୪.୮ : ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣ, ରକ୍ତଦାନ ଶିବିରର ଆୟୋଜନ, ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ସ୍କୁଲ୍‌ରେ ମେଧାବୃତ୍ତି ପ୍ରଦାନ, ବନ୍ୟା, ବାତ୍ୟା ଓ କରୋନା ସମୟରେ ପୀଡ଼ିତ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ଓ ରନ୍ଧାଖାଦ୍ୟ ବଣ୍ଟନ, ବିଭିନ୍ନ ଯୁବବର୍ଗଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ, ମାଇକ୍ରୋ [...]

ରାଜଧାନୀ ରେ ଖୋଲିଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍”

ରାଜଧାନୀ ରେ ଖୋଲିଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍” ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ମଧ୍ୟ ଭାଗ ଖାରବେଳ ନଗର ଠାରେ ଶୁଭାରମ୍ଭ ହେଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍” l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ଓ ଛାତ୍ର ବ୍ୟାପାର ବିଜେଡି ର “ସାଧାରଣ ସମ୍ପାଦକ” ତଥା ଧର୍ମଶାଳା ର ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, [...]

ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା ।

ଭୁବନେଶ୍ୱର:ଆଜି ଭୁବନେଶ୍ୱର ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ । ଖଣ୍ଡା ଓ କଟୁରୀରେ ଯୁବକଙ୍କୁ ହାଣି ଲହୁଲୁହାଣ କରି ପକାଇଛି ଦୁର୍ବୃତ୍ତ ।ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛର କାରଣ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି [...]

BMC Implements Stringent Measures for Stray Cattle Management

BMC Implements Stringent Measures for Stray Cattle Management Bhubaneswar, 11.8.23 – In its continuous efforts to enhance the beauty and cleanliness of Bhubaneswar, the Bhubaneswar Municipal Corporation (BMC) has taken significant measures. Addressing persistent concerns about stray cattle causing traffic disruptions, BMC officials have been actively engaging with citizens in [...]

ଭୁବନେଶ୍ୱରରେ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ଶୁଭାରମ୍ଭ,

ଭୁବନେଶ୍ୱରରେ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ଶୁଭାରମ୍ଭ,ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚାର ବିଶାଳ ବାଇକ ଶୋଭାଯାତ୍ରା। ଭୁବନେଶ୍ୱର; ତା ୧୧/୦୮: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ତ୍ରିରଙ୍ଗାରେ ରଙ୍ଗେଇ ଦେବା ପାଇଁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ [...]