ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର: ବିଜେଡି
ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର: ବିଜେଡି ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ଅନୁଷ୍ଠାନ, ସେ ୩ଟି ଦେଶରେ ସମ୍ମାନିତ ବିଜୁ ବାବୁଙ୍କୁ ସବୁ ଦଳ ସମ୍ମାନ କରନ୍ତି କାକୁଡି ଛୁରି ତାଙ୍କର ଯେମିତି ପାରିବେ ସେମିତି କାଟିବେ ଭୁବନେଶ୍ୱର, ୨୦/୦୭/୨୦୨୪: ରାଜ୍ୟରେ ଶାସନ କରୁଥିବା ବିଜେପି ସରକାର ପୁଣି ପ୍ରତିହିଂସା ରାଜନୀତି ଆରମ୍ଭ କରି ଦେଇଛି । ଦେଶ ରାଜନୀତିର ଅନ୍ୟତମ ପ୍ରବାଦ [...]