ପୃଥିବୀର କୌଣସି ବି ଶକ୍ତି ଏହାକୁ ଅଟକାଇ ପାରିବେନି
ବିଜେଡି ଘରେ ଘରେ ବୁଲି ଲୋକ ଙ୍କ ସମସ୍ୟା ଦେଖୁଛି ଭୁବନେଶ୍ୱର:୦୪.୦୭ ଲୋକଙ୍କ ସମସ୍ୟା ଶୁଣିବାରେ ଅସୁବିଧା କେଉଁଠି ରହିଲା ବୋଲି ଇପସିତା ପ୍ରଶ୍ନ କରିଛନ୍ତି । ପୃଥିବୀର କୌଣସି ବି ଶକ୍ତି ଏହାକୁ ଅଟକାଇ ପାରିବେନି ବୋଲି କହିଛି ବିଜେଡି । ଭୁବନେଶ୍ବରରେ ଏସି କୋଠରୀରେ ବସିଲେ ସମସ୍ୟା ସମାଧାନ ହେବନି । ଦୂରଦୂରାନ୍ତ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରାଯାଉଛି । ଯାହାକି ବିରୋଧୀଙ୍କୁ ସମସ୍ୟା ହେଉଛି [...]