Search for:

ବହିବର୍ଷା-୨’ରେ ଲୋକାର୍ପିତ ହେଲା ୨୪ ପୁସ୍ତକ

। ଟାଇମ୍‍ପାସ୍‍ ପୁସ୍ତକପର୍ବ । ‘ବହିବର୍ଷା-୨’ରେ ଲୋକାର୍ପିତ ହେଲା ୨୪ ପୁସ୍ତକ ଭୁବନେଶ୍ୱର ୧/୧୨: ବାହାରେ ମେଘୁଆ ପାଗ। ଶୀତୁଆ ପବନରେ ଅଳ୍ପଅଳ୍ପ ଶିହରଣ ସୃଷ୍ଟି ହେଉଥିଲା ଦେହରେ। ଆଉ ଏମିତି ଏକ ଅଳସୀ ରବିବାରିଆ ସକାଳେ ଓଡ଼ିଶାର ବିଭିନ୍ନ କୋଣରୁ ଆସି ବୁଦ୍ଧମନ୍ଦିର ପରିସରରେ ଏକାଠି ହୋଇଥିଲେ ନବୀନ-ପ୍ରବୀଣ-ବରିଷ୍ଠ ଶତାଧିକ ଲେଖକ ଲେଖିକା। ଆୟୋଜିତ ହୋଇଥିଲା ‘ଟାଇମ୍‍ପାସ୍‍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣ।ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ଆୟୋଜିତ ଏହି [...]

ଯୁବ କଂଗ୍ରେସର କଡ଼ା ଜବାବ କଂଗ୍ରେସ ବିକାଶକୁ ବିରୋଧ କରୁନି, ବିଜେପିକୃତ ବିନାଶକୁ ଦୃଢ ବିରୋଧ କରୁଛି-ୟାସିର ନୱାଜ

ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଯୁବ କଂଗ୍ରେସର କଡ଼ା ଜବାବ କଂଗ୍ରେସ ବିକାଶକୁ ବିରୋଧ କରୁନି, ବିଜେପିକୃତ ବିନାଶକୁ ଦୃଢ ବିରୋଧ କରୁଛି-ୟାସିର ନୱାଜ ଭୁବନେଶ୍ୱର, ୧.୧୨ : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରବିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ କହିଛନ୍ତି ଯେ, ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜର ପଦମର୍ଯ୍ୟଦା କ୍ଷୁର୍ଣ୍ଣ କରୁଛନ୍ତି । [...]

ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟ ରେ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଡିସେମ୍ବର ୨୦୨୭ ରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ପ୍ରଥମେ ୨୬ କିମି ରେ ଆରମ୍ଭ ହେଇଯିବ ମେଟ୍ରୋ ଚଳାଚଳ । ପ୍ରଥମ ୨୦ ଟି ଷ୍ଟେସନ ଦେବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ର ବାର୍ତ୍ତା…(ଅପରାଜିତା ଷଡ଼ଙ୍ଗୀ) ଭୁବନେଶ୍ୱର, ୩୦-୧୧, ଆସନ୍ତା ୨୦୨୭ ଡିସେମ୍ବର ମାସ ସୁଦ୍ଧା ସରିବ ଓଡିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ। ଏ ନେଇ [...]

ମୋଦି ଓ ଶାହାଙ୍କ ଗସ୍ତ ବିରୋଧରେ ଗର୍ଜିଲା କଂଗ୍ରେସ।

ମୋଦି ଓ ଶାହାଙ୍କ ଗସ୍ତ ବିରୋଧରେ ବିକ୍ଷୋଭ କଲା ପ୍ରଦେଶ ଯୁବ କଂଗ୍ରେସ ଭୁବନେଶ୍ୱର, ୩୦.୧୧ : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶନିବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବିରୋଧରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମ୍‌ଜିଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲା । ସେଠାରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ୍‌ଙ୍କ [...]

ରାଜଧାନୀରେ ମାତିଛନ୍ତି ବିଲଡର ଆଉ ଜବରଦଖଲକାରୀ।

ବଦଳୁଛି ଗଙ୍ଗୁଆ ନାଳର ନକ୍ସା: ବେକ ମୋଡ଼ି ଗତିପଥ ବଦଳାଉଛନ୍ତି ଜବରଦଖଲକାରୀ… ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ବିଲଡର ଆଉ ଜବରଦଖଲକାରୀ। ଏମାନେ ସରକାରୀ ଜମିକୁ ଯେଭଳି ଭାବେ ଆଖିବୁଜା ଜବରଦଖଲ କରୁଛନ୍ତି ତାହା କାହାରିକୁ ଅଛପା ନାହିଁ। ସବୁକିଛି ହଡ଼ପ କରି ସାରିଲେଣି। ସରକାରୀ ସମତଳ ଜମି ବି ଏବେ ସେମାନଙ୍କୁ ନିଅଣ୍ଟ ପଡ଼ିଗଲାଣି। ଏବେ ଏମାନେ ରାଜଧାନୀର ବିଭିନ୍ନ ଜଳାଶୟ ଏବଂ ପ୍ରାକୃତିକ ନାଳକୁ ଟାର୍ଗେଟ କରୁଛନ୍ତି। କେନାଲ, [...]

ଓଡିଶା ନେତାଙ୍କୁ ଅନୁଭୂତି ବାଣ୍ଟିଲେ ମୋଦୀ

  ରାଜ୍ୟ ନେତାଙ୍କୁ ଅନୁଭୂତି ବାଣ୍ଟିଲେ ମୋଦୀ ଭୁବନେଶ୍ୱର: ସର୍ବଭାରତୀୟ ଡିଜି/ଆଇଜି ସମ୍ମିଳନୀ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନି ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି । ଆସନ୍ତାକାଲି ଏବଂ ପରଦିନ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଉପସ୍ଥିତ ରହିବେ । ଗୃହମନ୍ତ୍ରୀ ଅମିତ ଶାହା ଆଜି ଏହି ସମ୍ମିଳନୀକୁ ଉଦଘାଟନ କରିଥିଲା ବେଳେ ରବିବାର ଦିନ ପ୍ରଧାନମନ୍ତ୍ରୀ ଏହାକୁ ଉଦଯାପନ [...]

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି । ଓଡ଼ିଶାକୁ ୩ଦିନିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତ କାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଡିଜି ଓ ଆଇଜିପି ସମ୍ମିଳନୀ ପାଇଁ ଟ୍ରାଫିକ୍‌ କଟକଣା ଜାରି କରିଛି [...]

କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର ରାଜଧାନୀ

ଭୁବନେଶ୍ୱର:କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର କାଲିଠାରୁ ତିନି ଦିନିଆ ଡିଜିପି ସମ୍ମିଳନୀକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ସର୍ବଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭଲ୍ ଯୋଗଦେବେ । ପ୍ରଧାନମନ୍ତ୍ରୀ ଏଥିପାଇଁ ତିନି ଦିନିଆ ଓଡ଼ିଶାରେ ରହିବେ । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ [...]

ଆଜିର ଯୁବପିଢି ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଅନୁକରଣ କରିବାକୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଆହ୍ୱାନ

ଆଜିର ଯୁବପିଢି ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଅନୁକରଣ କରିବାକୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଆହ୍ୱାନ ଭୁବନେଶ୍ୱର, ୨୭.୧୧ : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଉତ୍ସବ ବୁଧବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ବାଗ୍ମୀ ପ୍ରଦ୍ୟୁମ୍ନ ପ୍ରଣାମ ଉତ୍ସବ ଭାବେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ [...]

ଇ-କେୱାଇସି ବେଳେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ

ରାଜ୍ୟରେ ଭୂତ ଖାଉଥିଲେ ରାସନ ଚାଉଳ। ଇ-କେୱାଇସି ବେଳେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ଉତ୍ତରରେ କହିଛନ୍ତି, ରାଜ୍ୟରେ ୨୦୨୪- ୨୫ ମସିହାରେ ରାସନ କାର୍ଡ ତଥ୍ୟାବଳୀକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଚାଲୁ କରାଯାଇଥିବା ଆଧାର [...]