ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ !
ଶିକ୍ଷା ଅଧିକାର ଆଇନରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ବହି, ସ୍କୁଲଡ୍ରେସ, ଜୋତା କିଣା ଅର୍ଥ ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ ! ଭୁବନେଶ୍ୱର:୦୧.୦୭ ଶିକ୍ଷା ଅଧିକାର ଆଇନରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପୋର୍ଟାଲ ମାଧ୍ୟମରେ ଆଡ଼ମିସନ କରି ପାଠ ପଢୁଛନ୍ତି l ଆରଟିଇରେ ନିଃଶୁଳ୍କ ପାଠ ପଢ଼lଉ ଥିବା ଅଭିଭାବକ ମାନେ ବିଭିନ୍ନ ଘରୋଇ ସ୍କୁଲରେ 5-7 ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ [...]