ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର ” ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି
ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନିମନ୍ତେ ବିଜୁ ଛାତ୍ର ଜନତା ଦଳର “ହେଲ୍ପ ଡେସ୍କ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର “ହେଲ୍ପ ଡେସ୍କ” ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି ଭୁବନେଶ୍ୱର :୦୬.୦୭ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା | ପରୀକ୍ଷା ଦେବାକୁ ସାରା ରାଜ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଟି ଆସୁଛନ୍ତି ସାରା ରାଜ୍ୟର ଛାତ୍ରଛାତ୍ରୀ | ୪୦୦ ଏକର ବିଶିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ୫୦ରୁ [...]