Search for:

ସାଧାରଣ ଛାତ୍ରବୃତ୍ତି ପୋର୍ଟାଲର କାର୍ଯ୍ୟକାରିତା ଉପରେ DC ତଥା AC ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ସାଧାରଣ ଛାତ୍ରବୃତ୍ତି ପୋର୍ଟାଲର କାର୍ଯ୍ୟକାରିତା ଉପରେ DC ତଥା AC ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା . ଭୁବନେଶ୍ୱର:୨୨.୦୭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଶ୍ରୀ ତନ୍ମୟ ସ୍ୱାଇଁ ଉପଦେଷ୍ଟା ରାଜ୍ୟ ସ୍କଲାରସିପ୍ ସ୍କିମ୍, ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ଛାତ୍ରବୃତ୍ତି ଏବଂ ଯୋଜନା ଉପରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି | [...]

୧୦୦ ରୁ ଉର୍ଦ୍ଧ ଫଳ ଓ ଅନ୍ୟାନ୍ୟ ଚାରା ରୋପଣ

  ଭୁବନେଶ୍ୱର :୨୦.୭ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଫଳ ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା   । ଆମ୍ବ, ପଣସ, ପିସ୍ତା ବାଦାମ, ବଉଳ ଇତ୍ୟାଦି ଗଛ ସବୁ ରାସ୍ତାର ଦୁଇ ପାର୍ଶ୍ଵରେ ଖାଲି ସ୍ଥାନରେ ଲଗା ଯାଇଥିଲା । ଚଳିତ ସପ୍ତାହରେ ସରକାରୀ କ୍ୱାର୍ଟର [...]

ରାସ୍ତା ଉପରେ କୁଢ଼କୁଢ଼ ଅଳିଆ ସହ ରାସ୍ତାରେ ରେ ଖାଲ ।

ରାସ୍ତା ଉପରେ କୁଢ଼କୁଢ଼ ଅଳିଆ ସହ ରାସ୍ତାରେ ରେ ଖାଲ । ଭୁବନେଶ୍ୱର:୨୧.୦୭ ରାଜଧାନୀ ରାସ୍ତା ଉଅରେ ଅରିଆ ଗଦା ଗଦା ହାଟ ଭିତରକୁ ପ୍ରବେଶ କରୁ କରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ରାସ୍ତା ଉପରେ ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ। ବିକଳ୍ପ ରାସ୍ତା ନ ଥିବାରୁ ଗ୍ରାହକମାନେ ବାଧ୍ୟ ହୋଇ ନାକଚିପି ଆବର୍ଜନା ଉପରେ ଚାଲି ଚାଲି ଯାଉଛନ୍ତି। ସେପରିକି ବିଭିନ୍ନ ୱାର୍ଡ ରେ ଖାଲ [...]

ୱାର୍ଡ ୪୦ ମହାତ୍ମାଗାନ୍ଧୀ ମାର୍ଗରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ

ମହାତ୍ମାଗାନ୍ଧୀ ମାର୍ଗରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ଭୁବନେଶ୍ୱର :୨୦.୭ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ପ୍ରାୟ ୫୦ ରୁ ଉର୍ଦ୍ଧ ଫଳ ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା । ଆମ୍ବ, ପଣସ, ପିସ୍ତା ବାଦାମ, ବଉଳ ଇତ୍ୟାଦି ଗଛ ସବୁ ରାସ୍ତାର ଦୁଇ ପାର୍ଶ୍ଵରେ ଖାଲି ସ୍ଥାନରେ ଲଗା ଯାଇଥିଲା । [...]

ନିର୍ମାଣ ଶ୍ରମିକ ବିଭିନ୍ନ ଦାବି ପୂରଣ ପାଇଁ ଶ୍ରମ କମିଶନର କାର୍ଯ୍ୟାଳୟ ଘେରାଉ।

ନିର୍ମାଣ ଶ୍ରମିକ ବିଭିନ୍ନ ଦାବି ପୂରଣ ପାଇଁ ଶ୍ରମ କମିଶନର କାର୍ଯ୍ୟାଳୟ ଘେରାଉ। ଭୁବନେଶ୍ୱର, ତା. ୨୦/୦୭/୨୦୨୩ ରିଖ : ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ନିର୍ମାଣ ଶ୍ରମିକ ଫେଡେ଼ରେସନ, ନିର୍ମାଣ ଶ୍ରମିକ ସମନ୍ୱୟ କମିଟି ଏବଂ ଆଂଚଳିକ ଶ୍ରମିକ ସଂଗଠନ ମାନଙ୍କୁ ନେଇ ଗଠିତ ରାଜ୍ୟ ନିର୍ମାଣ ଶ୍ରମିକ କ୍ରିୟାନୁଷ୍ଠାନ କମିଟି ତରଫରୁ ନିର୍ମାଣ ଶ୍ରମିକମାନଙ୍କର ବିଭିନ୍ନ ଦାବି ପୂରଣ ପାଇଁ ଦିନ ପୂର୍ବାହ୍ନ ୧୧ ଘଟିକା [...]

ରାସ୍ତା ଉପରେ କୁଢ଼କୁଢ଼ ଆବର୍ଜନା ୱାର୍ଡ ୪୦ ରେ ଉଠୁନି ଅଳିଆ।

ରାସ୍ତା ଉପରେ କୁଢ଼କୁଢ଼ ଆବର୍ଜନା  । ଭୁବନେଶ୍ୱର:୧୯.୦୭ ରାଜଧାନୀ ରାସ୍ତା ଉଅରେ ଅରିଆ  ଗଦା ଗଦା  ହାଟ ଭିତରକୁ ପ୍ରବେଶ କରୁ କରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ରାସ୍ତା ଉପରେ ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ। ବିକଳ୍ପ ରାସ୍ତା ନ ଥିବାରୁ ଗ୍ରାହକମାନେ ବାଧ୍ୟ ହୋଇ ନାକଚିପି ଆବର୍ଜନା ଉପରେ ଚାଲି ଚାଲି ଯାଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ପ୍ରମୁଖ ଆମିଷ ବଜାର ୪ନମ୍ବର [...]

ଜବରଦଖଲ ମୁକ୍ତ ହେଲା 25ହଜାର ବର୍ଗଫୁଟ

ଜବରଦଖଲ ମୁକ୍ତ ହେଲା 25ହଜାର ବର୍ଗଫୁଟ ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପ୍ରାୟ 25ହଜାର 500 ବର୍ଗଫୁଟ ଜମିକୁ ଜବରଦଖଲ ମୁକ୍ତ କରିଛି ବିଡିଏ ସରକାରୀ ପ୍ଲଟ ନଂ 152, 164, 293, 313, 314, 340, 350ରୁ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି ଉକ୍ତ ଉଛେଦ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ତରଫରୁ CEMC କୁ ଅନୁରୋଧ କରିଥିଲେ lଏହି ଉଚ୍ଛେଦରେ 7ଟି ଆଜବେଷ୍ଟସ ଘର, ଗୋଟିଏ ମୋବାଇଲ ଦୋକାନ, [...]

ମାର୍କେଟ ବିଲ୍ଡିଂ ବନ୍ଦ,ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ମାର୍କେଟ ସଂଘ ମାର୍କେଟ ବିଲ୍ଡିଂ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ସମୟ ମାଗିଲେ ବିଏମସି କମିଶନର। ଭୁବନେଶ୍ୱର: ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ମାର୍କେଟ ବିଲ୍ଡିଂ । ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣାରେ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇ ନ [...]

କସ୍ତୁରବା ଶିକ୍ଷାଶ୍ରମରେ ମାତୃ ସମ୍ମିଳନୀ ପାଳିତ।

କସ୍ତୁରବା ଶିକ୍ଷାଶ୍ରମରେ ମାତୃ ସମ୍ମିଳନୀ ପାଳିତ ଭୁବନେଶ୍ୱର, ୧୬.୭ : ଭୁବନେଶ୍ୱର ନୟାପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ଶିଶୁ ବିଦ୍ୟାମନ୍ଦିରରେ ରବିବାର ଦିନ ‘ମାତୃ ସମ୍ମିଳନୀ’ ମହାସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅବସରପ୍ରାପ୍ତ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରିତି ପ୍ରତିଭା ଭୋଳ ଯୋଗଦେଇ ଆଦର୍ଶ ଶିଶୁ ଗଠନରେ ମା’ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ରାଜ୍ୟ [...]