Search for:

ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର

  ମହାନଗରର ଗରିବ ପାଇଲେ ଭୂମି ଅଧିକାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ. ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର ଜାଗା ସହ ମିଳିବ ଘର ତିଆରି ସହାୟତା, ଏବଂ ବିଜୁଳି, ପାଣି, ସଡକ ଓ ଅନ୍ୟ ମୌଳିକ ସୁବିଧା ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ବସ୍ତି ବିଜୁ ଆଦର୍ଶ [...]

ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ

ସହାରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର, ଆଜି ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ  ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କରିବେ। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯିବ। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୬୫ ହଜାର ପରିବାର ମଧ୍ୟରୁ କେବଳ [...]

ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖରେ ପାଳନ ହେବ । ଜୟଦେବ ଭବନରେ ଧୂମଧାମରେ ଉତ୍ସବ ପାଳିବା ପାଇଁ ବିରାଟ ଆୟୋଜନ କରାଯାଇଛି । ଏଥର ପ୍ରତିଷ୍ଠା ଦିବସର ବିଶେଷତ୍ୱ ଏୟା ଯେ କର୍ମଚାରୀ ଓ ଅତିଥିଙ୍କୁ ବାହାଘର ଭୋଜିରେ ଆପ୍ୟାୟିତ କରାଯିବ । ଯେଉଁଥିପାଇଁ ବଡ଼ କ୍ୟାଟରିଂ ସଂସ୍ଥାର ଦରକାର ପଡ଼ିଛି । ୯୦୦ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା [...]

ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟି ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର   ଭୁବନେଶ୍ୱର:ଭୁବନେଶ୍ବର [...]

ଅପରାଜିତା ଷଡ଼ଙ୍ଗୀ ଙ୍କୁ ବିରୋଧ କଲେ ବାସିନ୍ଦା।

  ଭୁବନେଶ୍ୱର:ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରିକ୍ସା କଲୋନୀରେ ମହିଳା କଲେ ବିରୋଧ କହିଲେ ଆମର ଭେଣ୍ଡିଂ ଯୋନ ଦରକାର ।ପ୍ରୁବତନ ମେୟର ଆମକୁ ଦେବେ ବୋଲି ପତିଶୁଟି ଦେଇଥିଲେ ହେଲେ ମେୟର ଆଶା ରଖି ଠକିଦେଲେ ।ଆଜି ସକାଳ ୧୦ବେଳେ ମହିଳା ଏମିତି କହି ବିରୋଧ କରିଥିଲେ। ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଶୁଭିଛି ପ୍ରତିବାଦର ସ୍ବର । ରିକ୍ସା କଲୋନୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ [...]

ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ

ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ ଭୁବନେଶ୍ୱର : ନିକଟ କିଛି ଦିନ ତଳେ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମଦର ପ୍ରାଦୁର୍ଭାବ କିଭଳି ବେଶ ବଢିଗଲାଣି ସେ ସଂକ୍ରାନ୍ତରେ ସମ୍ବାଦପତ୍ରରେ ଖବର ପରିବେଷଣ ହୋଇଥିବାବେଳେ ଏହି ଘଟଣାକୁ  ଦୃଢ ନିନ୍ଦା କରିଛି ମୋନା । ସେଥିପାଇଁ ମୋନା ଆଜି ଲୋୟର ପିଏମଜି ଠାରେ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି । ସରକାରଙ୍କ ନିଶା ପ୍ରସାରଣ ନୀତି [...]

ଆକର୍ଷଣୀୟ ଫଟୋ ପ୍ରଦର୍ଶନୀ :ଛତିଶଗଡ ରାଜ୍ୟପାଳ

ଆକର୍ଷଣୀୟ ଫଟୋ ପ୍ରଦର୍ଶନୀ :ଛତିଶଗଡ ରାଜ୍ୟପାଳ ଭୁବନେଶ୍ୱର :ଛତିଶଗଡ଼ ରାଜ୍ୟପାଳ ମାନନୀୟ ଶ୍ରୀଯୁକ୍ତ ବିଶ୍ଵଭୁଷଣ ହରିଚନ୍ଦନ ନବିନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଉତ୍ସବ ଅବସରରେ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ. ଏହି ପ୍ରଦର୍ଶନୀ ରେ ସ୍ଥାନିତ ହୋଇଥିବା ଗ୍ରାମ୍ୟଜୀବନ, ପ୍ରକୃତି ଓ ବନ୍ୟଜନ୍ତୁ ଏବଂ ଭାବ ଓ ଭଙ୍ଗୀ ଆଧାରୀତ ଫଟୋ ଗୁଡିକୁ ଦେଖି ରାଜ୍ୟପାଳ ବେଶ ଖୁସି ହୋଇଥିଲେ. ସବୁ ଫଟୋ [...]

୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ

ଭୁବନେଶ୍ୱର:ଭୁବନେଶ୍ୱରର ୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ; ପ୍ରତି ଅର୍ବାନ CHCରେ ୧୦ଟି ଲେଖାଏଁ ବେଡ୍‌ ରହିବ, ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିଷ୍ପତ୍ତି. କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର; ଭିଡ଼ ଏଡ଼ାଇବା ଲାଗି କାଲିଠୁ ଖୋଲିବ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା. [...]

ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ।ସୋଇଛି ବିଏମ୍ସି।

ସୋଇଛି ବିଏମ୍ସି କୁମ୍ଭକନ୍ନ ନିଦ୍ରାରେ। ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ। ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା ବେଳେ ଘରେ ଘରେ ଜ୍ବର ମାଡିଗଲାଣି। ଏପରି ପରିସ୍ଥିତି ହୋଇଛି ଯେ ଡେଙ୍ଗୁ ପାଇଁ ହଟସ୍ପଟ ପାଲଟି ଯାଇଛି ଭୁବନେଶ୍ୱର। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୪ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୧୧୬୪ ଡେଙ୍ଗୁ [...]

ସ୍ୱାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ଶିକ୍ଷା

ସ୍ୱାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ଶିକ୍ଷା ଭୁବନେଶ୍ୱର ୧୭/୦୮,ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ନ୍ୟାସନାଲ ହ୍ୟୁମାନ ୱେଲ୍‌ଫେୟାର ବୋର୍ଡ ଟ୍ରଷ୍ଟ (ଏନ୍.ଏଚ୍.ଡବ୍ଲୁ.ବି.ଟି.) ପକ୍ଷରୁ ସ୍ଥାନୀୟ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ କମ୍ୟୁନିଟି ହଲ୍‌ରେ ବର୍ଜ୍ୟବସ୍ତୁରୁ ଘରସଜା ଉପକରଣ ତିଆରି ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ଉଦ୍ଘାଟକ ଭାବରେ ସନ୍ଥ କୃଷ୍ଣାନନ୍ଦ ଗିରି ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ ସ୍ୱାବଲମ୍ବୀ ହେବାରେ ସହଯୋଗ [...]