ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ
ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ଭୁବନେଶ୍ୱର ତା. ୦୧.୦୯- ରାଜ୍ୟର ବିଜେଡ଼ି ସରକାରଙ୍କ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଯେ ସମ୍ବିଧାନ ବିରୋଧି ଓ ପଂଚାୟତ ରାଜ ବ୍ୟବସ୍ଥା ପ୍ରତି ଉପହାସ ତାହା ଗତ ଅଗଷ୍ଟ ୨୯ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରମାଣିତ କରିଛି ବୋଲି ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା କଂଗେଅସ ଦଳର [...]