Search for:
  • Home/
  • ରାଜ୍ୟ/
  • ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତ୍ତନ।

ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତ୍ତନ।

Spread the love

Loading

ଭୁବନେଶ୍ୱର:ଲକ୍ଷ୍ମୀ ବସର ହେଲା ରୂପାନ୍ତରୀକଣ । ସବୁଜରୁ ଗେରୁଆ ହୋଇଛି ବସର ରଙ୍ଗ । କାହା ନିର୍ଦ୍ଦେଶରେ ବଦଳି ହୋଇଛି କିନ୍ତୁ ଜଣାନାହିଁ । ଢେଙ୍କାନାଳରେ ବସଷ୍ଚାଣ୍ଡରେ ଥିବା ୨୮ଟି ବସର ରଙ୍ଗ ବଦଳିଛି । ଏହାପରେ ଗେରୁଆ ରଙ୍ଗ କାହା ନିର୍ଦ୍ଦେଶରେ ହୋଇଛି ତାକୁ ନେଇ ଚର୍ଚ୍ଚା।ସରକାର ବଦଳିବା ପରେ ଏହି ବସ ସେବାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କିନ୍ତୁ ସେବା ଚାଲୁ ରହିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ଏହାର ନାମ କିନ୍ତୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତ୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି। କମ୍ ପଇସାରେ ପଞ୍ଚାୟତରୁ ସହରକୁ ଯୋଡ଼ିବା ପାଇଁ ତତ୍କାଳୀନ ନବୀନ ସରକାର ଏହି ବସ୍ ସେବାର ଶୁଭାରମ୍ଭ କରିଥିଲେ।

Leave A Comment

All fields marked with an asterisk (*) are required