ପଣ୍ଡା ବାବୁଙ୍କୁ ବ୍ରେକିଂ ଚିନ୍ତା…
ପଣ୍ଡା ବାବୁଙ୍କୁ ବ୍ରେକିଂ ଚିନ୍ତା…
ଭୁବନେଶ୍ୱର:ବ୍ରେକିଂରୁ ହଟୁଛନ୍ତି ବୋଲି ବେଶୀ ଚିନ୍ତା l ସେଥିପାଇଁ ଦେଶରେ ଏଭଳି ପରିସ୍ଥିତି ବେଳେ ବି ଗଭୀର ସମବେଦନା ନ ଜଣାଇ ରାତି ଅଧିଆ କେମତି ଖବରରେ ରହିବୁ ସେହି ଚିନ୍ତା l
ମୃତକଙ୍କ ପରିବାରୁକୁ ଯାଇ ଭେଟିଥିଲେ ଆହୁରି ଭଲ ହୋଇଥାନ୍ତା l ଟିକେ ନିଜ ଚିନ୍ତା ଛାଡ଼ି ଯେଉଁ ଲୋକଙ୍କ ପଇସାରେ ତୁମେମାନେ ଆଜି ନିଜକୁ ଷ୍ଟାର କହୁଛ ସେମାନଙ୍କ ପାଖରେ ଥରେ ଠିଆ ହୁଅ l ଖାଲି ଏଠି ସୋସିଆଲ ମିଡ଼ିଆରେ ହୋ ହାଲ୍ଲା ହୋଇ ନିଜକୁ ଷ୍ଟାର କହିଲେ ଦିନ ଆସିବ ଲୋକ ଫୋପାଡ଼ି ଦେବେ l