ଜମିବାଡିକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ
ଜମିବାଡିକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର:ଅଭିଯୋଗ କାରୀ ( ଜମି କିଣିଥିଲେ, କିନ୍ତୁ ଜମି ପଟ୍ଟା କରିନଥିଲେ) –ଇଞଣା ପଞ୍ଚାୟତର ପୂର୍ବତନ ସମିତିସଭ୍ୟା ସୁକାନ୍ତୀ ପରିଡା(୩୫), ପିତା କୃଷ୍ଣଚନ୍ଦ୍ର ପରିଡା -ମାନସୀ ପରିଡା (୪୫) ସ୍ବାମୀ- ଦିବାକର ପରିଡା , ଦିବାକର ପରିଡା ଓରଫ୍ କାଳନ୍ଦ ପିତା -କୃଷ୍ଣଚନ୍ଦ୍ର ପରିଡା (୫୪), ଝିଆରୀ -ଦିପ୍ତୀମୟୀ ପରିଡା (୧୯) ପିତା- ଦିବାକର ପରିଡା । ସୁକାନ୍ତୀ,ମାନସୀ,ଦିପ୍ତୀ ର ମୁଣ୍ଡ ଫାଟିଛି ଓ ଦିବାକରର ଡାହାଣ ପଟ ହାତ ଭାଙ୍ଗିଛି।ମାନସୀ ଓ ସୁକାନ୍ତୀ ପରିଡା ଗୁରୁତର ଅଛନ୍ତି, ସେମାନଙ୍କୁ ପ୍ରଥମେ ୬ନମ୍ବର ଡାକ୍ତର ଖାନା କଟକ ବଡ ଡାକ୍ତର ଖାନା ପଠାଇଲା, କିନ୍ତୁ ତାଙ୍କ ସମ୍ପର୍କୀୟମାନେ କିମସ୍ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ଏବେ ଚିକିତ୍ସା ଚାଲିଛି। ଆସାମୀ – ବାବନ ଚରଣ ପ୍ରଧାନ ପିତା ମାୟାଧର ପ୍ରଧାନ, ଦୁନିଆ ପ୍ରଧାନ(ସ୍ତ୍ରୀ ଲୋକ) ସ୍ବାମୀ – ବାବନ ଚରଣ ପ୍ରଧାନ ପୂର୍ଣ୍ଣିଚନ୍ଦ୍ର ପ୍ରଧାନ ପିତା ବାବନ ଟରଣ ପ୍ରଧାନ, ବ୍ରଜବନ୍ଦୁ ପରିଡା,ବିଷ୍ଣୁଚରଣ ପରିଡା ପିତା ହରି ପରିଡା ଏମାନେ ଦୁଇ ଭାଇ ।ଏହି ଦୁଇ ପରିବାର ଆକ୍ରମଣ କରିଛନ୍ତି। ଦିବାକର ପରିଡା ଦୀଘୀବର୍ଷ ହେବ ଇଞଣା ଗ୍ରାମର ବାବନ ଚରଣ ପ୍ରଧାନଙ୍କ ଜମି କିଣିଥିଲେ।କିନ୍ତୁ ପଟ୍ଟା କରିନଥିଲେ।ଏବେ ସେହି ଜମିକୁ ପୁନର୍ବାର ବାବନ ପ୍ରଧାନ ଅନ୍ୟ ଲୋକଙ୍କୁ ବିକ୍ରି କରିଥିଲେ।ଏ ଘଟଣା ଦିବାକର ପରିଡା ଜାଣିବା ପରେ ପୁଣି ସେ ତାଙ୍କ ଜମି ଫେରି ପାଇଥିଲେ।ପୂର୍ବଘଟଣାକୁ କେନ୍ଦ୍ର କରି ବାବନ ଚରଣ ପ୍ରଧାନ ପରିବାର ମିଶି ଆଜି ସକାଳ ୯ଟାରେ ଆକ୍ରମଣ କରିଛନ୍ତି।