Search for:
  • Home/
  • ରାଜ୍ୟ/
  • ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା 

ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା 

Spread the love

Loading

ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା  ଭୁବନେଶ୍ୱର:ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ. ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ଅଛି. ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ. ଦଶମ ପରୀକ୍ଷାରେ ଏହି ତଥ୍ୟ ପୁଣି ରହିବ. ସାର୍ଟିଫିକେଟ ପାଇବା ସମୟରେ ଏହି ସମୟରେ ତଥ୍ୟ ସବୁ ସାମସକୁ ସ୍କୁଲ ଦେବ. ଯାହା ଜୁ ଦୁଇ କଲେଜ ନାମଲେଖା ପାଇଁ ସୁବିଧା ହେବ. ଏଥି ପାଇଁ ନବମରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ସବୁ ଠିକ ତଥ୍ୟ ଦେବାକୁ ପଡିବ. ହେଲେ ଭୁଲ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ. ସ୍କୁଲର ପ୍ରଧାନ ଶିକ୍ଷକ ଏହାକୁ ଯାଞ୍ଚ କରିବେ. CBSE ଓ ICSE ଯୁକ୍ତ ଦୁଇ ପାଇଁ ଵି ଏହି ତଥ୍ୟ ଦିଆଯିବ. ପ୍ରତି ବର୍ଷ ପାଖାପାଖି 6 ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି. ବାଇଟ: ଶ୍ରୀକାନ୍ତ ତରାଇ, ସଭାପତି, BSE ବୋର୍ଡର ପଦକ୍ଷେପକୁ ଆମେ ଚେଷ୍ଟା କରିବୁ ଯୁକ୍ତ ଦୁଇରେ କିପରି ନିର୍ଭୁଲ ଭାବେ ନାମଲେଖା ହୋଇ ପାରିବ. ଏହାକୁ କାର୍ଯ୍ୟକାରୀ କରିବାକୁ ବୋର୍ଡ ଓ ସାମ୍ସ ସହ ଆଲୋଚନା କରିବ CHSE. ପିଲାମାନେ ରୁଚି ଓ ମାର୍କ ଆଧାରରେ ଷ୍ଟ୍ରିମ ନେଉଛନ୍ତି. ସାମସକୁ ବୋର୍ଡ ପିଲାମାନଙ୍କ ଯେଉଁ ଅନନ୍ୟ ID ବା ନମ୍ବର ଦେବ, ତାହା ପଞ୍ଜିକରଣ ଓ ନାମଲେଖା ଭଲ ଭାବେ ହୋଇ ପାରିବ

Leave A Comment

All fields marked with an asterisk (*) are required