ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ଶାନ୍ତି ଶୋଭାଯାତ୍ରା।
-ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନ -ଗତ ଭୁବନେଶ୍ୱର:-ଜୁଲାଇ ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ରେ ହୋଇଥିବା ହିନ୍ଦୁ ବିରୋଧୀ ଆକ୍ରମଣ ଘଟଣା କୁ ନିନ୍ଦା କରିଛି ବିଶ୍ୱ ଗୋ ସୁରକ୍ଷା ବାହିନୀ -ଯେଉଁମାନେ ଓଡ଼ିଶା ହାଇକୋର୍ଟ ର ଆଇନଜୀବୀ ସୁରେଶ ପଣ୍ଡା ଏବଂ ତାଙ୍କର ସହ କର୍ମୀ ମାନଙ୍କୁ ରାଜ ରାସ୍ତାରେ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ମାରଣାତ୍ମକ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ ସେମାନଙ୍କ ବିରୋଧରେ ଢେଙ୍କାନାଳ ଟାଉନ ଥାନା ରେ ଏତଲା ଏବଂ ଅତିରିକ୍ତ ଏସ୍ପି ଙ୍କୁ ଦେଖା କରିବା ପରେ ବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା ନାହିଁ ଯାହା ପାଇଁ ଉକ୍ତ ଅସମାଜିକ ବ୍ୟକ୍ତି ବିଶେଷ ସାମାଜିକ ଗଣ ମାଧ୍ୟମ ରେ ପୁର୍ନବାର ଆସିଲ୍ଲ ମତବ୍ୟ ଦେବାପାଇଁ ପଛାଉ ନାହିଁ – ଯାହାକୁ ନେଇ ଓଡ଼ିଶାରେ ଏବେ ବିଭିନ୍ନ ହିନ୍ଦୁ ସଂଘଟନ ମାନେ ଏହାର ପ୍ରତିବାଦ କରିଛନ୍ତି – ଆଗାମୀ ଦିନରେ ଯଦି ଢେଙ୍କାନାଳ ଟାଉନ ଥାନା ପୋଲିସ ଏ ଦିଗରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଶ୍ୱ ଗୋ ସୁରକ୍ଷା ବାହିନୀ…. କେବଳ ସେତିକି ନୁହେଁ ଏବେ ଯେଉଁଭଳି ଭାବରେ ବାଂଲାଦେଶୀ ମାନେ ଓଡ଼ିଶରେ ପ୍ରବେଶ କରି ହିନ୍ଦୁ ଧର୍ମକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ତାହା ମଧ୍ୟ ବନ୍ଦ ହେବାରେ ଆବଶ୍ୟକତା ଅଛି ବୋଲି ବିଶ୍ୱ ଗୋ ସୁରକ୍ଷା ବାହିନୀ ଦାବୀ କରିଛି ମୁଖ୍ୟ ସୁରେଶ୍ କୁମାର୍ ପଣ୍ଡା
ସୁରେଶ କୁମାର ପଣ୍ଡା(ଆଇନଜୀବୀ), ନୀଳାମ୍ବର ଦାସ ମହାରାଜ, ପବିତ୍ର ମୋହନ ପ୍ରଧାନ, ବୁଲନ୍ ଭାଇ , କୈଳାସ ପାତ୍ର, ଅଶୋକ ନାୟକ,ଉପସ୍ଥିତ ଥିଲେ।