Search for:
  • Home/
  • ରାଜ୍ୟ/
  • ଇଟିକିଲି ମିଟିକିଲି ଚିତ୍ରାଙ୍କନ ପ୍ରତିଯୋଗିତା ରଙ୍ଗତୂଳୀରେ ନିର୍ବାଚନର ଚିତ୍ର

ଇଟିକିଲି ମିଟିକିଲି ଚିତ୍ରାଙ୍କନ ପ୍ରତିଯୋଗିତା ରଙ୍ଗତୂଳୀରେ ନିର୍ବାଚନର ଚିତ୍ର

Spread the love

Loading

 

ଇଟିକିଲି ମିଟିକିଲି ଚିତ୍ରାଙ୍କନ ପ୍ରତିଯୋଗିତା ରଙ୍ଗତୂଳୀରେ ନିର୍ବାଚନର ଚିତ୍ର

ଭୁବନେଶ୍ୱର, ୧୯:୦୫ : ସମଗ୍ର ଦେଶରେ ଏବେ ଚାଲିଛି ନିର୍ବାଚନର ଉତୁ । ଏ ସଂପର୍କରେ ପିଲାମାନଙ୍କୁ ସଚେତନ କରିବା ପାଇଁ ନିର୍ବାଚନ ବିଷୟବସ୍ତୁକୁ ନେଇ ଆଜି ପଠାଣି ସାମନ୍ତ ପ୍ଲାନେଟାରିୟମଠାରେ ଇଟିକିଲି ମିଟିକିଲି ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଅନୁଷ୍ଠାନର ୨୯ତମ ଚିତ୍ରାଙ୍କନ ପ୍ରତିଯୋଗିତା I ପ୍ରଥମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୩ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗର ପିଲାମାନଙ୍କ ସହିତ ବଢି ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ ଭାଗ ନେଇଥିଲେ । ୟୁକେଳିରୁ ଦ୍ଵିତୀୟ ଶ୍ରେଣୀଇ ପିଲାଙ୍କ ପାଇଁ ଗ୍ରୀଷ୍ମଋତୁର ଉଦିତ ସୂର୍ଯ୍ୟ, ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ରାସ୍ତା ପାର୍ଶ୍ବର ଏକ ବରଗଛ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଗ୍ରୀଷ୍ମଋତୁରେ ରାସ୍ତା ପାର୍ଶ୍ଵର ତରଭୁଜ ଦୋକାନ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ନିର୍ବାଚନ; ଆମ ଗଣତାନ୍ତ୍ରିକ ଅଧିକାର, ଏହିପରି ଜାରିଗୋଟି ବିଷୟବସ୍ତୁକୁ ନେଇ ଚିତ୍ରାଙ୍କଡ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିବା ପିଲାମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଷୟବସ୍ତୁକୁ ବେଶ୍ ସୁନ୍ଦର ଓ ସାବଲୀଳ ଭାବରେ ନିଜ ରଙ୍ଗ ଓ ନୃତ୍ୟ ମାଧ୍ୟମରେ ରୂପ ଦେଇଥିଲେ । ଚିତ୍ରାଙ୍କନ କାର୍ଯ୍ୟକ୍ରମ ପରେପରେ ଅଂଶଗ୍ରହଣ କରିଥିବା ସବୁ ପିଲାଙ୍କ ନିମନ୍ତେ ଇଟିକିଲି ମିଟିକିଲି ସୌଳନ୍ୟରୁ ପ୍ଲାନେଟାରିୟମରେ ସ୍ବତନ୍ତ୍ର ସୋ” ଦେଖିବାର ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟ ଅଭିଳ୍ପ, ଭାବରେ ଯୋଗଦାନ କରି ପୂର୍ବତନ କେନ୍ଦ୍ରାଞ୍ଚଳ ରାଜସ୍ତ କମିଶନର ମହେନ୍ଦ୍ର କୁମାର ମଲ୍ଲିକ ଚିତ୍ରାଙ୍କନ ପ୍ରତିଯୋଗତାକୁ ଉଦ୍‌ଘାଟନ କରିଥିଲେ ।

 

Oplus_0
Oplus_0
Oplus_0
Oplus_0

ଏହି ଅବସରରେ ଅନୁଷ୍ଠାନର ସଭାପତି ଦାଶ ବେନହୁରଙ୍କ ପୌରୋହିତ୍ୟରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଏକ ଉଦ୍‌ବୋଧନ ସଭା ଆୟୋଜିତ ହୋଇଥିଲା । ଉପ-ସଭାପତି ଦିଗ ମହାପାତ୍ର ସ୍ଵାଗତ ମୂଳନା ପ୍ରଦାନ କରିଥିବାବେଳେ, ସଚିବ ଶରତ କୁମାର ନାୟକ ପ୍ରତିଯୋଗିତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ସାଂସ୍କୃତିକ ସଂପାଦିକା ଅନିତା ରଥ, ସଂଗଠନ ସଂପାଦକ ପ୍ରିୟଦର୍ଶୀ ଶୁଭକାନ୍ତଙ୍କ ସମେତ ସଦସ୍ୟ ପ୍ରବୀଣ ପଢିନ୍ନ, ଶିଷ୍ୟତା ବିଶ୍ବାଳ, ପ୍ରିୟଦର୍ଶୀ ସୌମ୍ୟକାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଚଳିତ ବର୍ଷ ଉତ୍ସବର ଦ୍ବିତୀୟ ପର୍ଯ୍ୟାସ କାର୍ଯ୍ୟକ୍ରମ ଓଡ଼ିଆ କବିତା ଆବୃଦ୍ଧି, ଓଡ଼ିଆ ସମ୍ମାକପାଠ, ଶିଶୁ ସୌନ୍ଦର୍ଯ୍ୟ ପ୍ରର୍ବଶନ, ପ୍ରତିଯୋଗୀମାନଙ୍କ ପିତା ମାତାଙ୍କ ମଧ୍ୟରେ ସାଧାରଣ ଜ୍ଞାନ, କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଭଳିକ ନୃତ୍ୟ ଓ ନୃତ୍ୟର ବିଶେଷ କାର୍ଯ୍ୟକ୍ରମ ନାଦୟିକ ଇତ୍ୟାଦି ଚଳିତ ମଜ ୨୩, ୨୪୦ ୨୬ ତାରିଖ ତିନିଦିନ ଧରି ଭୁବନେଶ୍ଵର ମଞ୍ଚେଶ୍ଵର ଶିଳ୍ପାଞ୍ଚଳସ୍ଥିତ ରଯାଇ ହାସର ସେହିୟ ରୀ ସ୍କୁଲ ଅଫ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜିର ଅଡ଼ିଟୋଲିଅମଠାରେ ଅନୁଷ୍ଠିତ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ଉପଦ ମହା ସମାଲୋହରେ ଜୁନ୨୩ ତାରିଖ ଦିନ ଜୟଦେବ ଭବନରେ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସହିତ ଶ୍ରୀ ନାୟକ ପ୍ରକାଶ କରିଛନ୍ତ।

Leave A Comment

All fields marked with an asterisk (*) are required