Search for:
  • Home/
  • ରାଜ୍ୟ/
  • ଗଣେସ ମଣ୍ଡପ ହାଟ ଭାଙ୍ଗିବାର ଯନ୍ତ୍ତାଣାରେ ଆଜିବି ପୀଡିତ ୫ଶହରୁ ଉର୍ଦ୍ଧ୍ବ ପରିବାର : ଜଗନ୍ନାଥ ପ୍ରଧାନ

ଗଣେସ ମଣ୍ଡପ ହାଟ ଭାଙ୍ଗିବାର ଯନ୍ତ୍ତାଣାରେ ଆଜିବି ପୀଡିତ ୫ଶହରୁ ଉର୍ଦ୍ଧ୍ବ ପରିବାର : ଜଗନ୍ନାଥ ପ୍ରଧାନ

Spread the love

Loading

*ଗଣେସ ମଣ୍ଡପ ହାଟ ଭାଙ୍ଗିବାର ଯନ୍ତ୍ତାଣାରେ ଆଜିବି ପୀଡିତ ୫ଶହରୁ ଉର୍ଦ୍ଧ୍ବ ପରିବାର : ଜଗନ୍ନାଥ ପ୍ରଧାନ*

*୩୩ ନଂ ଓ୍ବାର୍ଡରେ ଜଗାଙ୍କ ମେଗାପାଓ୍ବାରଶୋ*

ଭୁବନେଶ୍ବର,୧୨,୦୫…ଆଜି ନିଜ ଜନ୍ମମାଟି ତଥା କଝାରପଡା ସ୍ଥିତ ୩୩ ନଂ ଓ୍ବାର୍ଡରେ ନିଜର ରାଜନୈତୀକରେ ପାଓ୍ବାର ଶୋ କରିଛନ୍ତି ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥି ଜଗନ୍ନାଥ ପ୍ରଧାନଙ୍କର ା ହାଜାର ବଜାର ମହିଳା ଓ ପୁରୁଷ କାର୍ଯ୍ୟକର୍ତାଙ୍କ ବିରାଚ ସମାବେଶ କରି ଜଗନ୍ନାଥ ନିଜର ଦମ୍ ଦେଖାଇଛନ୍ତି ାଏହି ଜନ ସମ୍ପର୍କ ପଦଯାତ୍ରାରେ ବିଗତ ଦିନରେ ଗଣେସ ମଣ୍ଡ ହାଟ ଉଛେଦକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଜଗନ୍ନାଥ ା ରାଜ୍ୟ ସରକାର ଏଠାରେ ହାଟକୁ ବେଆଇନ ଓ ବଳ ପୂର୍ବକ ଉଛେଦ କରି ୫ଶହରୁ ଅଧିକ ପରିବାରର ଭାତ ହାଣ୍ଡି ଉପରେ ଲାତ ମାରିଚି ବୋଲି ଜଗନ୍ନାଥ କହିଥିଲେ ୀ ସେ ଦିନଠୁ ଆଜି ପର୍ଯ୍ୟନ୍ତ ଖରା,ବର୍ଷା ଏବଂ ଶୀତକାକରରେ ଅତି ଦୟନିୟ ସ୍ଥିତିରେ ରାସ୍ତା ଉପରେ ନିଜର ପସରା ଖୋଲି ବ୍ୟବସାୟ କରିବାର ଯନ୍ତ୍ରଣା ଅତ୍ୟନ୍ତ ଦୁଃଖୱଦାୟକ ବୋଲି ଜଗନ୍ନାଥ କହିଥିଲେ ା

ବର୍ଷ ପରେ ବର୍ଷ ବିତି ଜାଇଥିଲେ ସୁଦ୍ଧା ରାଜ୍ୟ ବିଜେଡି ସରକାର ଗୋଟିଏ ବି ଲୋକକୁ ଥଇଥାନ କରି ପାରିନାହିଁ ା କେବଳ ମିଛ ପ୍ପତିଶୃତି ଦେଇ ନିଜର ରାଜନୈତୀକ ଅଭିଳାସ ପୁରଣ କରିବାକୁ ଭେଳିକି କରୁଚି ା ସଂସାର ଉଜାଡିଥିବା ଏ ମିଛୁଆ ରାଧୁଆ ବିଜେଡି ସରକାରକୁ ଲୋକ ଠିକ୍ ଭାବେ ଚିହ୍ନି ସାରିଲେଣି ବୋଲି ଜଗନ୍ନାଥ କହିବା ସହ ବିଜେଡି ନେତାଙ୍କର ନୈତୀକ ସାହସ ନାହିଁ ଏ ଅଞ୍ଚଳରେ ଜନତାଙ୍କୁ ଭୋଟ୍ ପାଇଁ ନିବେଦନ କର୍ବାକୁ ା ଗଣେସ ମଣ୍ଡପହାଟ ଭଙ୍ଗା ଘଟଣା ପାଇଁ ଇତିହାସରରେ ଏକ କଳଙ୍କିତ ଅଧ୍ଯାୟ ଭାବେ ଜନତା କାଳକାଳ ମନେରଖିବେ ା ଏଥିପାଇଁ ଲୋକେ ବିଜେଡି ସପକାରକୁ କେବେବି କ୍ଷମା ଦେବେ ନାହିଁ ବୋଲି ଜଗନ୍ନାଥ କହିବା ସହ ବିଜେପି ସରକାର ଆସିଲେ ସମସ୍ତ ବ୍ୟବସାୟିଙ୍କୁ ଥଇଥାନ କରାଜିବ ବୋଲି ପ୍ରତିଶୃତି ଦେଇଥିଲେ ା ସ୍ଥାନୀୟ କର୍ପୋରେଟର ଧରିତ୍ରୀ ଜେନାଙ୍କ ନେତୃତ୍ବରେ ପଦଯାତ୍ର ଗଣେସ ମଣ୍ଡପ ଓ୍ବାର୍ଡ କାର୍ଯ୍ୟାଳୟରୁ ବାହାରି ଷ୍ଟେଜ୍ ଥ୍ରୀ, ଶାନ୍ତିନଗର, ଜୟଦୁର୍ଗା ନଗର ଅତିକ୍ରମ କରି ହଳଦୀପଡିଆରେ ସମାପ୍ତ ହୋଇଥିଲା ାଏହି ଅବସରରେ ପୂର୍ବତନ କର୍ପୋରେଟର ସୁରେସ ଚନ୍ଦର ଜେନାଙ୍କ ନେତୃତ୍ବରେ
ସ୍ଥାନୀୟ ଅଞ୍ଚଳକ ଟାଣୁଆ ବିଜେଡି ଯୁବ ସଙ୍ଗଠକ ସନ୍ତୋଷ କୁମାର ମାଝୀ, ସଂଜୀବ କୁମାର ଦାସ, ଶିବ ପ୍ରସାଦ ସେଠି, ପ୍ରତୀକ ସାମନ୍ତ ଓ ମହାବୀର କ୍ଲବର ବହ ସଦସ୍ୟ ସମସ୍ତେ… ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ା

Leave A Comment

All fields marked with an asterisk (*) are required