Search for:
  • Home/
  • ରାଜ୍ୟ/
  • ଦୁନିଆକୁ ଆଣିଥିବା ଜୀବନ୍ତ ଦେବୀଙ୍କୁ ଏ କେଉଁ ପ୍ରକାର ପୂଜା ?

ଦୁନିଆକୁ ଆଣିଥିବା ଜୀବନ୍ତ ଦେବୀଙ୍କୁ ଏ କେଉଁ ପ୍ରକାର ପୂଜା ?

Spread the love

Loading

ସତ ଯଦି ସାଙ୍ଘାତିକ
ଦୁନିଆକୁ ଆଣିଥିବା ଜୀବନ୍ତ ଦେବୀଙ୍କୁ ଏ କେଉଁ ପ୍ରକାର ପୂଜା ? ଭୁବନେଶ୍ୱର:ପଥର ମୂର୍ତ୍ତିରେ ସିନ୍ଦୂର ଲଗେଇ ଫଳ ମୂଳ,ଧୂପ ଦୀପ, ନୈବିଦ୍ୟ ଦେଇ ପୂଜା କରୁଥିବା ବିଶ୍ୱାସ ରଖୁଥିବା ମଣିଷଟିଏ ଜନ୍ମଦାତ୍ରୀଙ୍କୁ ଏମିତି ଅକଥନୀୟ, ଅମାନବୀୟ ନିର୍ଯ୍ୟାତନା ସିଏ ପୁଣି ସାମାନ୍ୟ କୋବିଟିଏ ପାଇଁ ! ଏପରି ଘଟଣା ପାଇଁ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ | ସମାଜ ଧିରେ ଧିରେ ପତନ ଅଭିମୁଖୀ | ନିସ୍ଵାର୍ଥ ପ୍ରେମ ବୋଧେ ସମ୍ପର୍କରେ ନାହିଁ | ସାଧାରଣତଃ ପତ୍ନୀ ମାନେ ବୋଧ ହୁଏ ମା ଠୁ ଅଧିକ ମମତା ଦେଉଛନ୍ତି ବହୁତ ଘଟଣା ଦେଖୁଛି କିନ୍ତୁ ଲେଖିବାକୁ ସାହାସ କରୁନି ସତେ ଯେମିତି କେହି ହାତ ବାନ୍ଧି ଦେଉଛି | କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ତେବେ ଡାକ୍ତରଖାନାରେ ୭୦ ବର୍ଷୀୟା ମା’ ଭର୍ତ୍ତି ହୋଇଛନ୍ତି | ସୁଭଦ୍ରା ମହାନ୍ତଙ୍କ ଦୁଇପୁଅ ଦୁଇପୁଅ ଓ ମା ସମସ୍ତେ ଅଲଗା ରହୁଛନ୍ତି। ସୁଭଦ୍ରା ସାନପୁଅ ଶତ୍ରୁଘ୍ନଙ୍କ ବାଡ଼ିରୁ ଏକ କୋବି ତୋଳି ନେଇ ଯାଇ ଥିଲେ। ଏ ସମ୍ପର୍କରେ ଜାଣିବା ପରେ ଶତ୍ରୁଘ୍ନ ବୃଦ୍ଧଙ୍କ ସହ ଝଗଡ଼ା କରିବା ସହ ଉତ୍ୟକ୍ତ ହୋଇ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା। ଗ୍ରାମବାସୀ ଛଡ଼ାଇବାକୁ
ଆସିବାରୁ ସେମାନଙ୍କୁ ଓଲଟା ଧମକଚମକ ଦେଇଥିଲା। ଏ ସମ୍ପର୍କରେ ଗ୍ରାମବାସୀ ଚମ୍ପୁଆ ଥାନାକୁ ଜଣାଇଥିଲେ।ପରେ ପୋଲିସ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି…

Leave A Comment

All fields marked with an asterisk (*) are required