Search for:
  • Home/
  • ରାଜ୍ୟ/
  • ପ୍ରଗିତି ଅନୁଷ୍ଠାନ ପକ୍ଷରୁ ଜ଼ିନ୍ଦେଗି କେ ସଫର ସଂଗୀତ ସନ୍ଧ୍ୟା ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି ଏହି ସଂଗୀତ ସନ୍ଧ୍ୟା

ପ୍ରଗିତି ଅନୁଷ୍ଠାନ ପକ୍ଷରୁ ଜ଼ିନ୍ଦେଗି କେ ସଫର ସଂଗୀତ ସନ୍ଧ୍ୟା ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି ଏହି ସଂଗୀତ ସନ୍ଧ୍ୟା

Spread the love

Loading

ଭୁବନେଶ୍ୱର : 2.12.2023 ପ୍ରଗିତି ଅନୁଷ୍ଠାନ ପକ୍ଷରୁ ଜ଼ିନ୍ଦେଗି କେ ସଫର ସଂଗୀତ ସନ୍ଧ୍ୟା ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି ଏହି ସଂଗୀତ ସନ୍ଧ୍ୟା ରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ତନୁଶ୍ରୀ ଜେନା, ଶେଫାଳୀ ଦାଶ, ତୁଷାର ଜେନା, ବିଭୁ କିଶୋର, ରାଜେଶ, ସ୍ମରଣିକା, ମାରିକି ଦା, ପ୍ରମୁଖ ସଂଗୀତ ପରିବେଶଣ କରିଥିଲେ ହିନ୍ଦି ଚଳଚିତ୍ର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ରାଜେଶ ଆୟାର ଲୋକ ପ୍ରିୟ ଗୀତ ଜିନ୍ଦେକି ପ୍ୟାର ଗୀତ, ମେନେ ଶାୟାର ବଦନାମ, ଦିଲ ମେନେ ହୋ ତୁମ, ୟେ ଲାଲ ରଙ୍ଗ, ଫୁଲନ କା ତାରୋଙ୍କା, ଗୁଜ଼ାରଯାୟ ଦିନ, ମେରେ ମେହେବୁବୁ କୟାମତ, ତୁମ ଭି ଚଲୋ, ଜାନେ ଜାନ ଧୂନ୍ଧତା, କୟା ୟହି ପ୍ୟାର ହାଇ, ଇତ୍ୟାଦି ପରୁଣା ପୁରୁଣା ହିନ୍ଦି ଚଳଚିତ୍ରର ଗୀତ ରୋମାଣ୍ଟିକ ଗୀତ ପରିବେଶ କରି କଣ୍ଠଶିଳ୍ପୀ ମାନେ ଦର୍ଶକ କୁ ବାନ୍ଧି ରଖିଥିଲେ ଜ଼ୀ ସାର୍ଥକ ସାରେ ଗା ମା ପା 2023 ର ବିଜେତା ତନୁଶ୍ରୀ ଜେନା ଙ୍କୁ ପ୍ରଗତି ଅନୁଷ୍ଠାନ ତରଫରୁ ସମ୍ଭଦ୍ଧିତ କରା ଯାଇଥିଲା ଏହି ସଂଗୀତ ସନ୍ଧ୍ୟା ରେ ମୁଖ୍ୟ ଅତିଥି ନାଲକୋ ର ସି ଏ ମ୍ ଡ଼ି ଶ୍ରୀ ଶ୍ରୀଧର ପାତ୍ର, ସମାଜ ସେବୀ ଶ୍ରୀମତି ସସ୍ମିତା ପାତ୍ର, ପୃର୍ବତନ ଆୟକର ବିଭାଗ ପ୍ରାକ୍ତନ ଶରତ ଦାସ,ସଭାପତି ସିଡ଼ିଆର ଜି ପି ଭଞ୍ଜ ଚୌଧୁରୀ, ଟ୍ରଷ୍ଟ ର ସମ୍ପାଦକ ଡ଼କ୍ଟର ଶ୍ରୀ ସଜଲେନ୍ଧୁ ମାଲକାର ,ପ୍ରମୁଖ ଉପସ୍ଥିତ ଥିଲେ ମଞ୍ଚ ପରିଚାଳନା କରିଥିଲେ ଗୁଲସନ ନଦୀମ,

Leave A Comment

All fields marked with an asterisk (*) are required