ବୋଲେରୋ ଧକାରେ ଜଣଙ୍କର ମୃତ୍ୟୁ
ବୋଲେରୋ ଧକାରେ ଜଣଙ୍କର ମୃତ୍ୟୁ
କୋଇଡା :ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଆନ୍ତର୍ଗତ ନୂଆଗାଁ ନାଳକୁ ଏଜ ବୋଲେରୋ JH 05 DM 0744 ଧୋଇବାକୁ ଯାଇଥିବା ବେଳେ, ଶୌଚ ହେବାକୁ ଯାଇଥିବା ନୂଆଗାଁ ଗ୍ରାମର ବାସୁଦେବ ନାଏକ (55) କୁ ପଛପଟୁ ଧକ୍କା ଦେଇଥିଲା l ଯାହାଫଳରେ ଘଟଣାସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ହୋଇଯାଇଛି lଘଟଣାସ୍ଥଳରୁ ଡ୍ରାଇଭର ଓ ତା ସହଯୋଗୀ ଫେରାର ହୋଇଯାଇଛନ୍ତି lଘଟଣାସ୍ଥଳରେ କୋଇଡା ପୋଲିସ ପହଁଚି ଗାଡ଼ିରୁ ମୋବାଇଲ ଓ କାଗଜପତ୍ର ଜବଦ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି l