Search for:
  • Home/
  • ରାଜ୍ୟ/
  • ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହ

ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହ

Spread the love

Loading

ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହ
ପ୍ରଦ୍ୟୁମ୍ନ ବଳ ଯୁବ ସମାଜ ଲାଗି ପ୍ରେରଣା।

ଭୁବନେଶ୍ବର,ପ୍ରଦ୍ୟୁମ୍ନ ବଳ ଜଣେ ଆଦର୍ଶ ମଣିଷ ଥÒଲେ୤ ରାଜନିତୀ ହେଉ କିମ୍ବା ସାମ୍ବାଦିକତା ସେ କଦାପି ନିଜ ଆଦର୍ଶ ସହିତ ସାଲିସ କରିନଥÒଲେ୤ ଆଜିର ଯୁବ ସମାଜ ଲାଗି ସେ ଏକ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଥÒଲେ୤
ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ବରେ ପ୍ରଗତିବାଦୀ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହ ଅବସରରେ ମୁଖ୍ୟ ଅତିଥÒଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଦ୍ୟୁମ୍ନ ବଳଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଥÒଲେ ପ୍ରଦ୍ୟୁମ୍ନ ବଳ ଜଣେ ଅନୁଷ୍ଠାନ ନିର୍ମାଣକାରୀ ମଣିଷ ଥÒଲେ୤ ପ୍ରଗତିବାଦୀ ସହ ସେ କିଟ ଭଳି ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଥÒଲେ୤ ଯାହା ଆଜି ଓଡିଶା କାହିଁଙ୍କି ସମଗ୍ର ଭାରତରେ ସୁନାମ ଅର୍ଜନ କରିଛି୤ ଏହା ସହିତ ଶ୍ରୀ ବଳଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ସାମ୍ବାଦିକତା ମୂଲ୍ୟବୋଧକୁ ବଜାୟ ରଖÒ ପ୍ରଗତିବାଦୀ ୫୦ ବର୍ଷର ଧରି ଲୋକଙ୍କ ସେବାରେ ନିୟୋଜିତ ରହିଛି୤ ଆମର ଯୁବପିଢୀ ଏବେ ଗାନ୍ଧୀବାଦ ପ୍ରତି ଆକର୍ଷିତ ହେଉଛନ୍ତି୤ ଏହାର ସୁପ୍ରଭାବ ସମାଜ ଉପରେ ପଡୁଛି ୤ ଓଡିଶା ବର୍ତ୍ତମାନ ସବୁ କ୍ଷେତ୍ରରେ ରୂପାନ୍ତରଣରର ନୂଆ ଧାରାରେ ସାମିଲ ହୋଇଛି୤ ୤ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ନୂଆ ଯୁଗର ଭିତ୍ତିଭୂମି ସ୍ଥାପନ କରାଯାଉଛି୤ ନୂଆ ଓଡିଶା ଏବେ ସମଗ୍ର ଦେଶରେ ଉନ୍ନତିର ରୋଲ ମଡେଲ ସାଜିଛି୤ ଏହି ନବୀକରଣ ଧାରା ଓ ଯାତ୍ରାରେ ପ୍ରଗତିବାଦୀ ସହଯୋଗର ହାତ ବଢାଉ ୤ ଏହି ଅବସରରେ ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ପାଇଥÒବା ସର୍ବୋଦୟ ଓ ଭୂଦାନ କର୍ମୀ କୃଷ୍ଣ ସିଂ ଓ ସେବା ସମ୍ମାନରେ ସମ୍ମାନୀତ ବାଞ୍ଛାନିଧÒ ମହାନ୍ତିଙ୍କ ସମେତ ସମସ୍ତ ପୁରସ୍କାରପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥÒଲେ୤ ଶେଷର ପ୍ରଦ୍ୟୁମ୍ନ ବଳଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କ ତାଙ୍କ ଆଦର୍ଶ ଓ ମୂଲ୍ୟବୋଧରେ ସମସ୍ତଙ୍କୁ ଅନୁପ୍ରାଣୀତ ହେବା ଲାଗି ପରାମର୍ଶ ଦେଇଥÒଲେ୤
ମୁଖ୍ୟବକ୍ତାଭାବେ ବିଶିଷ୍ଠ ସାମ୍ବାଦିକ ତଥା ଦ ଓୟାରର ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ ବର୍ତ୍ତମାନର ଗଣତନ୍ତ୍ର ଓ ପ୍ରେସ ସ୍ବାଧÒନତା କିପରି ବିପଦରେ ରହିଛି ତା ଉପରେ ମତ ରଖÒଥÒଲେ ୤ ସେ କହିଥÒଲେ ପ୍ରଦ୍ୟୁମ୍ନ ବଳ ଯେଉଁ ଆଦର୍ଶବାଦ ଓ ନୈତିକତାକୁ ପାଥେୟ କରି ଜୀବନ ତମାମ ସଂଗ୍ରାମ କରିଥÒଲେ ତାହା ଏବେ ବିପଦରେ ରହିଛି୤ ଗଣତନ୍ତ୍ର ଏବେ ଭୟଭିତ ଅବସ୍ଥାରେ ରହିଛି୤ କେବଳ ଯେ ଗଲା ୯ ବର୍ଷ ନୁହଁ ପୂର୍ବରୁ ମଧ୍ୟ ଗଣତନ୍ତ୍ର ଓ ପେସ ସ୍ବାଧÒନତାର କଣ୍ଠରୋଧ କରାଯାଉଥÒଲା୤ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବ୤ ଏହା ଏହା ମୁକ୍ତ ଓ ନିରପେକ୍ଷ ହେବ ନାହିଁ୤ କେନ୍ଦ୍ର ସରକାର ଯେଉଁ ଇଲେକ୍ଟୋରାଲ ବଣ୍ଡ ନିୟମ ଆଣିଛନ୍ତି ସେଥÒରୁ ୧୦ ହଜାର କୋଟି ଟଙ୍କା ଆଦାୟ ସରିଲାଣି୤ ସେଥÒରୁ ୮୦ ଭାଗ ସରକାରୀ ଦଳ ବିଜେପିକୁ ଯାଇଛି୤ ସେହି ଟଙ୍କାରେ ଗଣତନ୍ତ୍ରକୁ ଖରିଦ କରିବାକୁ ପ୍ରୟାସ ହେଉଛି୤ ନିର୍ବାଚନ ଅଧÒÒକାରୀ ସରକାରଙ୍କ ଇଙ୍ଗିତରେ କାମ କରୁଛନ୍ତି୤ କିଛି ଗଣମାଧ୍ୟମ ସରକାରଙ୍କ ଚାଟୁକାରିତା କରୁଛି୤ ଯେଉଁମାନେ ସରକାରଙ୍କ ବିରୋଧରେ ମୁହଁ ଖୋଲିଲେ ସେମାନଙ୍କୁ ବିଭିନ୍ନ ବାଟରେ ଭୟଭିତ କରାଯାଉଛି୤ ଲୋକଙ୍କ ନିକଟକୁ ଯେଉଉଁ ଗଣମାଧ୍ୟମ ସରକାରଙ୍କ ତ୍ରୁଟି ବିଚ୍ୟୁତି ପହଁଞ୍ଚାଉଥÒଲା ତାହା ଏବେ ସରକାରଙ୍କ ମୁଖପାତ୍ର ପଲଟିଛି ଗଣତନ୍ତ୍ରୀକ ରାଷ୍ଠ୍ରରେ ଲୋକ ମଧ୍ୟ ବାକ ସ୍ବାଧÒନତା ହରାଇଛନ୍ତି୤ ବିରୋଧÒ ଦଳ ସରକାରଙ୍କ ବିରୋଧରେ ମୁହଁ ଖୋଲିଲେ ଇଡି ସିବିଆଇ ଳଗାଇ ପାଟି ଚୁପ କରାଯାଉଛି୤ ସାଲିସ କର ନଚେତ ଜେଲ ଯାଅ ବୋଲି କୁହାଯାଉଛି୤ ସାଧାରଣ ଲୋକ ସ୍ବର ଉତ୍ତୋଳନ କଲେ ଆତଙ୍କବାଦୀ ସଜାଇ ଜେଲ ପଠାଯାଉଛି୤ ତେଣୁ ଏହି ଭଳି ସ୍ଥ଄ତିରୁ ଦେଶକୁ ଉଦ୍ଧାର କରିବା ଲାଗି ପ୍ରଦ୍ୟୁମ୍ନ ବଳଙ୍କ ଭଳି ନିର୍ଭିକ ସାମ୍ବାଦିକ ଓ ସାମ୍ବାଦିକତା ଏକାନ୍ତ ଲୋଡା ବୋଲି ଶ୍ରୀ ବର୍ଦ୍ଧରାଜନ କହିଥÒଲେ୤ ସମାମାନିତ ଅତିତÒଭାବେ କୃଷିମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ମଧ୍ୟ ଗଣତନ୍ତ୍ର ଓ ପ୍ରେସ ସ୍ବାଧÒନତାର କଣ୍ଠରୋଧ ବିଷୟରେ ମତ ପ୍ରକାଶ କରିଥÒଲେ୤ ସେ କହିଥÒଲେ ପୂର୍ବରୁ ଭାରତ ପ୍ରେସ ସ୍ବାଧÒÒନତାରେ ୨୦୦ ମଧ୍ୟରୁ ୧୫୦ ତମ ସ୍ଥାନରେ ଥÒବା ବେଳେ ଏବେ ୧୦ ଟି ସ୍ଥାନ ତଳକୁ ଖସି ୧୬୧ ସ୍ଥାନରେ ରହିଛି ବୋଲି କହିଥÒଲେ୤
କାର୍ଯ୍ୟକ୍ରମ ଅବସରରେ ସର୍ବାଦୟ ଓ ଭୂଦାନ କର୍ମୀ କୃଷ୍ଣ ସିଂଙ୍କୁ ପ୍ରଦ୍ୟୁମ୍ନ ମଳ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇତÒବା ବେଳେ ଅତୁଟ ବନ୍ଧନ ଅନୁଷ୍ଠାନ, ସର୍ବୋଦୟ କର୍ମୀ ବାଞ୍ଛାନିଧÒ ମହାନ୍ତି, ସମାଜେସେବୀ ଲକ୍ଷ୍ମୀଧର ଦାଶ, ଡାକ୍ତର ପ୍ରଭାତ କୁମାର ଦାଶ, ସମାଜେସେବୀ ଅଭିମନ୍ୟୁ ଦାସଙ୍କୁ ପ୍ରଦ୍ୟୁମ୍ନବଳ ସେବା ସମ୍ମାନ ପ୍ରଦାନ କରାଯାଇଥÒଲା୤ ସେହିପରି ପ୍ରଗତିବାଦୀ ଜିଳ୍ଲା ପ୍ରତିନିଧÒ ପ୍ରତାପ କୁମାର ଦାସଙ୍କୁ ସାମ୍ବାଦିକତା ସମ୍ମାନ, ଜାତୀୟସ୍ତରର କବାଡି ଖୋଳାଳି ନମିତା ଭୋଇ ଏବଂ ଜି. ଲେୈଲା ରେଡ୍ଡୀ, ଏବଂ ଉମାକାନ୍ତ ଦାସ ଓ ଭୀଷ୍ମ କୁମାର ଦାସଙ୍କୁ ପ୍ରଗତିବାଦୀ ପ୍ରତିଭା ସମ୍ମାନରେ ଅତିଥÒଭାବେ ସମ୍ବର୍ଦ୍ଧ଄ତ କରିଥÒଲେ୤ ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥÒଲା୤
କାର୍ଯ୍ୟକ୍ରମରେ ଅନ୍ୟ ଅତିଥÒମାନଙ୍କ ମଧ୍ୟରେ ନ୍ୟାସନାଲ ଗାନ୍ଧୀ ମ୍ୟୁଜିୟମର ନିର୍ଦ୍ଦେଶକ ଆଲାଗାନ ଆନ୍ନାମଲାଇ, ସର୍ବୋଦୟ ଓ ଭୂଦାନ କର୍ମୀ କୃଷ୍ଣ ସିଂ, ପ୍ରଗତିବାଦୀ ଅଧ୍ୟକ୍ଷା ଶାଶ୍ବତୀ ବଳ, ପ୍ରଗତିବାଦୀର ନିର୍ଦ୍ଦେଶିକା ଡ. ମୋନା ଲିସା ବଳ ଉପସ୍ଥ଄ତ ଥÒଲେ୤ ପ୍ରଦ୍ୟୁମ୍ନବଳ ରାଜ୍ୟସ୍ତରୀୟ ଜୟନ୍ତୀ କମିଟିର ଅଧ୍ୟକ୍ଷା କୃଷ୍ଣା ମହାନ୍ତି ଧନ୍ରବାଦ ଅର୍ପଣ କରିଥÒଲେ୤
ଶେଷରେ ଅନୁଗୋଳ ବାଜି ରାଉତ ଛାତ୍ରବାସର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନାଟକ ମୁକ୍ତ ଧରା ପରିବେଷଣ କରାଯାଇଥÒଲା
ପ୍ରଗତିବାଦୀ ର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ

ଆଜି ପ୍ରଗତିବାଦୀର ପ୍ରତିଷ୍ଠାତା, ପ୍ରଦ୍ୟୁମ୍ନ ବଳ ଙ୍କ ଜନ୍ମ ଦିନ। ଏହି ଅବସରରେ ସ୍ବର୍ଗତ ବଳଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜି ମଧ୍ୟ ପ୍ରଗତିବାଦୀ ତାର ବାର୍ଷିକ ଉତ୍ସବ ପାଳନ କରୁଛି । ଏହି ଅବସରରେ ପ୍ରଗତିବାଦୀ ପରିବାରକୁ ମୋର ଅଭିନନ୍ଦନ ଜଣାଉଛି ।

ପ୍ରଦ୍ୟୁମ୍ନ ବାବୁ ଥିଲେ ଜଣେ ଆଦର୍ଶ ମଣିଷ । Politics ହେଉ, ବା Journalism ନିଜ ଆଦର୍ଶ ସହିତ ସେ କେବେ ବି ସାଲିସ କରି ନ ଥିଲେ । ଆଜିର ଯୁବ ସମାଜ ପାଇଁ ସେ ଏକ ପ୍ରେରଣା ।

 

Leave A Comment

All fields marked with an asterisk (*) are required