Search for:
  • Home/
  • ରାଜ୍ୟ/
  • ନ୍ୟୁଜ 18 ଓଡ଼ିଆ ଶାରଦୀୟ ସମ୍ମାନ ୨୦୨୩

ନ୍ୟୁଜ 18 ଓଡ଼ିଆ ଶାରଦୀୟ ସମ୍ମାନ ୨୦୨୩

Spread the love

Loading

ନ୍ୟୁଜ 18 ଓଡ଼ିଆ ଶାରଦୀୟ ସମ୍ମାନ ୨୦୨୩

ଭୁବନେଶ୍ୱର:ଟୁଇନସିଟି କଟକ ଓ ଭୁବନେଶ୍ୱରର ଶାରଦୀୟ ଦୁର୍ଗାପୂଜା ରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକୁ ନେଇ ଓଡ଼ିଆ ନ୍ୟୁଜ ଚ୍ୟାନେଲ ନ୍ୟୁଜ 18 ଓଡ଼ିଆ ପକ୍ଷରୁ ଏକ ଅଭିନବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରିଛି l ପ୍ରଥମ ପର୍ଯ୍ୟାୟରେ ତିନିଜଣ ବିଚାରକ ବିଭିନ୍ନ ବିଭାଗରେ ଚୟନ କରିଥିଲେ କଟକ ଓ ଭୁବନେଶ୍ୱର ର ଶ୍ରେଷ୍ଠ ୧୦ଟି ପୂଜା ମଣ୍ଡପ l ପରବର୍ତ୍ତୀ ପର୍ଯ୍ୟାୟ ରେ ଓଲିଉଡ଼ ତାରକା ଦମ୍ପତ୍ତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସେହି ସବୁ ମଣ୍ଡପ ଗୁଡିକୁ ବୁଲି ବୁଲି ସମ୍ବର୍ଦ୍ଧିତ କରୁଛନ୍ତି l ଏହି କାର୍ଯ୍ୟକ୍ରମ ନ୍ୟୁଜ 18 ଓଡ଼ିଆରେ ଆସନ୍ତା ୨୩ ଓ ୨୪ ତାରିଖରେ ପ୍ରସାରିତ ହେବ l
ଚ୍ୟାନେଲ ପକ୍ଷରୁ ସରୋଜ ପଟ୍ଟନାୟକ ଓ ଜୟନ୍ତ ଶେଠ ପ୍ରଯୋଜନା ଦାଇତ୍ୱରେ ଥିବାବେଳେ ମିଡ଼ିଆ ପ୍ଳାନର ପ୍ରଣୟ ଜେଠୀ ଏହାର ପରିଚାଳନା କରିଛନ୍ତି l
ଉପସ୍ଥାପନା କରିଛନ୍ତି ଗୁଡ୍ଡୀ l

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required