Search for:
  • Home/
  • ରାଜ୍ୟ/
  • ହାରିବା ଭୟରେ ରକ୍ତମୁଖା ସାଜିଚି ବିଜେଡି…ଜଗନ୍ନାଥ ପ୍ରଧାନ

ହାରିବା ଭୟରେ ରକ୍ତମୁଖା ସାଜିଚି ବିଜେଡି…ଜଗନ୍ନାଥ ପ୍ରଧାନ

Spread the love

Loading

ହାରିବା ଭୟରେ ରକ୍ତମୁଖା ସାଜିଚି ବିଜେଡି…ଜଗନ୍ନାଥ ପ୍ରଧାନ

*ଅହିଂସାକୁ ସମ୍ବିଧାନରେ ସ୍ଥାନ ଦେବା କହୁଥିବା ମୁଖ୍ୟମନ୍ରୀଙ୍କ ଅସଲ ଚେହେରା ପଦାରେ ପକାଉଚି ବିଜେଡି କର୍ମିଙ୍କ ଗୁଣ୍ଡାଗିରି*…*ଜଗନ୍ନାଥ*

*ରାଜଧାନୀକୁ ଅପରାଧୀଙ୍କ ଅଭୟାରଣ୍ଣ୍ୟ କରିବାକୁ ଚାହୁଁଚି ବିଜେଡି: ଜଗନ୍ନାଥ*

ଭୁବନେଶ୍ବର,୧୪,୦୫…ରାଜଧାନୀରେ ବୁଲିଲା ଖଣ୍ଡା ଓ ମାରଣାତ୍ସ ା ଦଳିତ ମହିଳାଙ୍କୁ ବିଜେଡି ନେତାଙ୍କ ଆକ୍ରମଣ ଥାନାରେ ଘେରିଲେ ବିଜେପି କାର୍ଯ୍ୟକର୍ତ୍ତା ାଗତ କର୍ପୋରେସନ ୟ୍ୟୁନିଟ୍ ୬ ଅଞ୍ଚଳରେ ନିର୍ବାଚନରେ ୪୬ ନଂ ଓ୍ବାର୍ଡ କର୍ପୋରେଟର ପ୍ରାଥିନୀ ହୋଇଥିବା ମମତା ମଲ୍ଲିକ, ତାଙ୍କ ସ୍ବାମୀ ଓ ମହିଳା କାର୍ଯ୍ୟକର୍ତ୍ତା ସନ୍ଧ୍ୟା ସମୟରେ ଘରକୁ ଘର ଚିରିକୁଟି ବାଣ୍ଟୁଥିବା ସମୟରେ ସେଠିକାର କର୍ପୋରେଟଙ୍କ ସ୍ହାମୀ ମଧୁ ରେଡ୍ଚି ଏବଂ ତାଙ୍କ ସମର୍ଥକମାନେ ଖଣ୍ଡାରେ ଆକ୍ରମଣ କରିବା ସହ ମହିଳାଙ୍କୁ ମାଡ ମାରିଥିବା ନେଇ କ୍ୟାପିଟାଲ ଥାନାରେ ମାମଲା ରୁଜ୍ଜୁ ହୋଇଚି ା

ଏହିଘଟଣାକୁ ନେଇ ମଧ୍ୟ ବି ଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ତିବ୍ର ପ୍ପତିକ୍ରିୟା ପ୍ରକାଶ କରିବା ସହ ରାଜଧାନୀକୁ ବିଜେ ଡି ଅପରାଧୀଙ୍କ ଅଭୟାରଣ୍ଣ୍ୟ କରିବାକୁ ଚାହୁଁଚି ବୋଲି କହିଚନ୍ତି ା ମଧ୍ୟରେ ବିଜେ ଡିର ନିଶ୍ଚିନ୍ତ ପରାଜୟ ଓ ବିଜେ ପିର ହିଜୟକୁ ଦେଖି ଦି ଦେଖି ବିଜେଡିର ପାଦ ତଳୁ ମାଟି ଖସିଜାଇଚି ା ହାରିବା ଭୟରେ ବିଜେଡି ହିଂସାକୁ ଆୟୁଧ କରିଚି ା ଜେଉଁ ଦଳର ମୁଖିଆ ତଥା ମୁଖ୍ୟମନ୍ତୀ ଅହିଂସାକୁ ସମ୍ବିଧାନରେ ଉଲ୍ଲେଖ କରିବା କଥା କହୁଚନ୍ତି ସେହି ଦଳର ନେତା ଓ କର୍ମି ହିଂସାକୁ ନିର୍ବାଚନରେ ପ୍ରମୁଖ ଅତ୍ସ ଭାବେ ଗ୍ରହଣ କରିବା ବିଜେଡିର ଅସଲ ମୁଖା ଖୋଲି ଦେଇଚି ା ମା’କୁ ସମ୍ମାନ ସ୍ଲୋଗାନ ଦେଉଥିବା ବିଜେଡି ରାଜଧାନୀରେ ଜଣେ ଦଳିତ ମହିଳାଙ୍କୁ ଆକ୍ରମଣ କରିବା ଘଟଣା ମହିଳାଙ୍କୁ ସାରା ରାଜ୍ୟକୁ ଲଜ୍ଜିତ ଓ ଅପମାନିତ କରିଚି ବୋଲି ଜଗନ୍ନାଥ କହିଛନ୍ତି ା ଗଣତନ୍ତ୍ରେ ହିଂକୁ କେବେବି ବରଦାସ୍ତକରାଜିବ ନାହିଁ ନିର୍ବାଚନରେ ଜନତା ଏହାର ଏହାର ଦୃଢ଼ ଜବାବ ବାଲାଟରେ ଦେବେ ବୋଲି ଜଗନ୍ନାଥ କହିଚନ୍ତି ା

Leave A Comment

All fields marked with an asterisk (*) are required