ଆପଣ କ’ଣ ମାଟିର ପୁଅକୁ ଭୁଲିଗଲେ? ପ୍ରଣବ ଦାସ
ଭୁବନେଶ୍ୱର:୧୩.୦୭ ପ୍ରଣବ ପ୍ରକାଶ ଦାସ କଟାକ୍ଷ ଓଡିଶା ବିଜେପି ନେତା ଅବା କେନ୍ଦ୍ର ମନ୍ତ୍ରୀ ସେମାନଙ୍କ ପାଇଁ ବଡ ନୁହେ କିମ୍ବା ମାଟିର ପୁଅ ଗୁରୁତ୍ୟ ପୁର୍ଣ ନୁହନ୍ତି ।Dharmendra Pradhan ଭାଇ, ଅନୁଗୁଳ ମାଟିର ମହାନ ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଘୋଷଣା ହେବା ପରେ ମୁଁ ଆଶା କରିଥିଲି କି ଆପଣ ନିଶ୍ଚିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେବେ।ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ଆପଣ ସବୁବେଳେ ମାଟିର ପୁଅ ବୋଲି କହି ତାଙ୍କର ଗୁଣଗାନ କରନ୍ତି। ତାଙ୍କୁ ନେଇ ଗର୍ବ ଅନୁଭବ କରନ୍ତି। ହେଲେ ରାଜ୍ୟ ସରକାର ତାଙ୍କ ସମ୍ମାନାର୍ଥେ ଏତେ ବଡ଼ ଘୋଷଣା କଲା ପରେ ବି ଆପଣ ଚୁପ୍ ରହିଲେ କେମିତି? ଆପଣ କ’ଣ ମାଟିର ପୁଅକୁ ଭୁଲିଗଲେ?