ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା
ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା
୪୯ ନୂଆ ମୁହଁ, ୧୭ ବିଧାୟକ ରିପିଟ୍
ଭୁବନେଶ୍ୱର: ରାଜ୍ୟ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆଜି ଘୋଷଣା କରାଯାଇଛି । ତାଲିକାରେ ୧୧୨ ଜଣ ପ୍ରାର୍ଥୀ ଅଛନ୍ତି । କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ତାଲିକା ଘୋଷିତ ହୋଇଛି । ଏହି ତାଲିକାର ୪୯ ଜଣ ନୂଆ ମୁହଁ ଅଛନ୍ତି । ୧୭ ଜଣ ସିଟିଂ ବିଧାୟକଙ୍କୁ ପୁନର୍ବାର ଟିକେଟ ମିଳିଛି ।
ଟିଟିଲାଗଡ଼- ନବୀନ ଜୈନ
କଣ୍ଟାବାଂଝୀ- ଲକ୍ଷ୍ମଣ ବାଗ୍
ନୂଆପଡ଼ା- ଅଭିନନ୍ଦନ କୁମାର ପଣ୍ଡା
ଖରିଆର- ହିତେଶ କୁମାର ବଗର୍ତ୍ତି
ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର- ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼- ରମେଶ ଚନ୍ଦ୍ର ମାଝୀ
ଜୁନାଗଡ଼- ମନୋଜ କୁମାର ମେହେର
ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ
ଭବାନୀପାଟଣା- ପ୍ରଦୀପ୍ତ କୁମାର ନାୟକ
ନର୍ଲା- ଅନିରୁଦ୍ଧ ପଧାନ
ବାଲିଗୁଡ଼ା- ଶ୍ରୀମତୀ କଳ୍ପନା କୁମାର କହଁର
ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ- ଉମାର ଚରଣ ମଲ୍ଲିକ
କଣ୍ଟାମାଳ-କ ହ୍ନାଇ ଚରଣ ଡାଙ୍ଗ
ବୌଦ୍ଧ- ସରୋଜ ପ୍ରଧାନ
ବଡ଼ମ୍ବା- ସମ୍ବିତ୍ ତ୍ରିପାଠୀ
ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼- ଅଭୟ କୁମାର ବାରିକ
ଚୌଦ୍ୱାର କଟକ- ନୟନ କିଶୋର ମହାନ୍ତି
ନିଆଳି- ଛବି ମଲ୍ଲିକ
କଟକ ସଦର- ପ୍ରକାଶ ଚନ୍ଦ୍ର ସେଠୀ
ମାହାଙ୍ଗା- ସୁମନ୍ତ କୁମାର ଘଡ଼େଇ
ପାଟକୁରା-ତେଜେଶ୍ୱର ପରିଡ଼ା
ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ
ପାରାଦ୍ୱୀପ- ସମ୍ପଦ କୁମାର ସ୍ୱାଇଁ
ତିର୍ତ୍ତୋଲ- ରାଜକିଶୋର ବେହେରା
ନିମାପଡ଼ା- ଶ୍ରୀମତୀ ପ୍ରତିଭା ପରିଡ଼ା
ପୁରୀ- ଜୟନ୍ତ କୁମାର ଷଡ଼ଙ୍ଗୀ
ବ୍ରହ୍ମଗିରି- ଶ୍ରୀମତୀ ଉପାସନା ମହାପାତ୍ର
ସତ୍ୟବାଦୀ-ଓମ୍ ପ୍ରକାଶ ମିଶ୍ର
ପିପିଲି- ଆଶ୍ରିତ କୁମାର ପଟ୍ଟନାୟକ
ଜୟଦେବ- ଅରବିନ୍ଦ ଢ଼ାଲି
ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
ଏକାମ୍ର ଭୁବନେଶ୍ୱର- ବାବୁ ସିଂହ
ଜଟଣୀ- ବିଶ୍ୱରଞ୍ଜନ ବଡ଼ଜେନା
ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
ରଣପୁର- ତାପସ ରଞ୍ଜନ ମାର୍ଥା
ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା- ରାଘବ ମଲ୍ଲିକ
ନୟାଗଡ଼- ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
ଭଞ୍ଜନଗର- ପ୍ରଦ୍ୟୁମ୍ନ କୁମାର ନାୟକ
ପୋଲସରା- ଗୋକୁଳା ନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର- ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ
ଆସ୍କା- ସରୋଜ କୁମାର ପାଢ଼ୀ
ସୋରଡ଼ା- ନୀଳମଣି ବିଶୋଇ
ହିଞ୍ଜିଳି- ଶିଶିର ମିଶ୍ର
ଗୋପାଳପୁର- ବିଭୂତି ଭୂଷଣ ଜେନା
ବ୍ରହ୍ମପୁର- କେ.ଅନୀଲ କୁମାର
ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
ଚିକିଟି- ମନୋରଞ୍ଜନ ଦ୍ୟାନ ସାମନ୍ତରାୟ
ପାରଳାଖେମୁଣ୍ଡି- କେ. ନାରାୟଣ ରାଓ
ଗୁଣୁପୁର- ତ୍ରିନାଥ ଗମାଙ୍ଗ
କୋରାପୁଟ- ରଘୁରାମ ମାଛ
ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ
ମାଲକାନଗିରି- ନରସିଂହ ମାଡ଼କାମୀ