Search for:
  • Home/
  • ରାଜ୍ୟ/
  • ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା

୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା

Spread the love

Loading

ରାଜ୍ୟ ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ଗଣମାଧ୍ୟମ ସଂଯୋଜକଙ୍କ ନାମ ଘୋଷଣା

 ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା

*ଭୁବନେଶ୍ୱର ତା.୩୦/୦୧:* ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।

*ମୁଖପାତ୍ର:*
୧. ଶ୍ରୀ ସଜ୍ଜନ ଶର୍ମା
୨. ଶ୍ରୀ ସୁଦୀପ୍ତ ରାୟ
୩. ଶ୍ରୀ ପୀତାମ୍ବର ଆଚାର୍ଯ୍ୟ
୪. ଶ୍ରୀ ବଳଭଦ୍ର ମାଝୀ
୫. ଶ୍ରୀ ନବଚରଣ ମାଝୀ (ବିଧାୟକ)
୬. ଡ.ମୁକେଶ ମହାଲିଙ୍ଗ (ବିଧାୟକ)
୭. ଶ୍ରୀ ରମାରଞ୍ଜନ ବଳିୟାରସିଂହ
୮. ଶ୍ରୀ ପ୍ରଦୀପ ପୁରୋହିତ
୯. ଶ୍ରୀ ସତ୍ୟବ୍ରତ ପଣ୍ଡା
୧୦. ଶ୍ରୀ ଦିଲୀପ ମହାନ୍ତି
୧୧. ଶ୍ରୀମତୀ ଉର୍ମିଳା ମହାପାତ୍ର
୧୨. ଶ୍ରୀ ଦିଲୀପ ମଲ୍ଲିକ
୧୩. ଶ୍ରୀ ଧୀରେନ ସେନାପତି
୧୪. ଶ୍ରୀ ଜ୍ଞାନଦେବ ବେହୁରା
୧୫. ଶ୍ରୀ ରାଜେନ୍ଦ୍ର ପଣ୍ଡା
୧୬. ଶ୍ରୀ ତେଜେଶ୍ୱର ପରିଡା
୧୭. ଶ୍ରୀ ମନୋଜ ମହାପାତ୍ର
୧୮. ଶ୍ରୀମତୀ ସୋନାଲୀ ସାହୁ
୧୯. ଶ୍ରୀ ଅନିଲ ବିଶ୍ୱାଳ

*ପ୍ୟାନେଲିଷ୍ଟ:*
୧. ଶ୍ରୀ ସ୍ୱାଧୀନ ଶତପଥୀ
୨. ଶ୍ରୀ ଲକ୍ଷ୍ମଣ ପଣ୍ଡା
୩. ଶ୍ରୀ କବି ବିଷ୍ଣୁ ଶତପଥୀ
୪. ଶ୍ରୀ ପ୍ରକାଶ ରଥ
୫. ଶ୍ରୀ ହିତେଶ ମହାପାତ୍ର
୬. ଶ୍ରୀ ପତଞ୍ଜଳୀ କରଶର୍ମା
୭. ଶ୍ରୀ ମାନସ ରଞ୍ଜନ ବକ୍ସି
୮. ଶ୍ରୀ ବିଭୁପଦ ଦାସ
୯. ଶ୍ରୀ ବ୍ରଜକିଶୋର ମିଶ୍ର
୧୦. ଶ୍ରୀ ସରୋଜ ସାମଲ
୧୧. ଶ୍ରୀମତୀ ଶତରୂପା ମିଶ୍ର
୧୨. ଶ୍ରୀ ବିରଜା ମିଶ୍ର

*ରାଜ୍ୟ ଗଣମାଧ୍ୟମ ସଂଯୋଜକ:*
ଶ୍ରୀ ସୁଜିତ କୁମାର

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required