ମହିଳା ସାମ୍ବାଦିକା ଙ୍କ ଉପରକୁ କୁକୁର ଛାଡି ଦେବା ଘଟଣା କୁ ନେଇ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ ବିରୋଧ ରେ କ୍ୟାପିଟାଲ ଥାନା ରେ ଏତଲା .
ଭୁବନେଶ୍ୱର:ଅର୍ଗସ ନିୟୁଜ ଚ୍ୟାନେଲର ଜଣେ କର୍ତ୍ତବ୍ୟନିଷ୍ଟ ସାମ୍ୱାଦିକା ଚିନ୍ମୟୀ ସାହୁ ଏବଂ କ୍ୟାମେରାମ୍ୟାନ ଉମେଶ ମହାରଣାଙ୍କ ଉପରକୁ ଜଗତସିଂହପୁର ଜିଲ୍ଲା ବାଲିକୁଦାର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ନିଜ ପୋଷା କୁକୁରକୁ ଛାଡିବା ଏବଂ ଆକ୍ରମଣ କରିବା ମାଡ଼ ମାରିବା ଦୃବ୍ୟବହାର କରିବା ଘଟଣାରେ ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଓଡିଶା ମାନବ ଅଧିକାର କମିଶନଙ୍କ ନିକଟରେ ମାମଲା ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |


ଏହି ସମ୍ବେଦନଶୀଳ ମାମଲାକୁ ନେଇ ରାଜ୍ୟ ମାନବ ଅଧିକାର କମିଶନ 268/2024 ମାମଲା ପଞ୍ଜିକରଣ କଲେ |
ଏହି ସମ୍ବେଦନଶୀଳ ମାମଲାରେ ଡିସିପି ଭୁବନେଶ୍ୱର, ଡିଜି ପୋଲିସ ଓଡିଶା ରାଜ୍ୟ ଗୃହସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି |