Search for:
  • Home/
  • ରାଜ୍ୟ/
  • ମୃତକଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ସାଙ୍ଗେ ସାଙ୍ଗେ ଗୁରୁତ୍ୱର ଥିବା ଭକ୍ତ ମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଦାବି।

ମୃତକଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ସାଙ୍ଗେ ସାଙ୍ଗେ ଗୁରୁତ୍ୱର ଥିବା ଭକ୍ତ ମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଦାବି।

Spread the love

Loading

ଭୁବନେଶ୍ୱର:ଗତ କାଲି ଅର୍ଥାତ ୨୯/୦୫/୨୦୨୪ ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ନୀତି ଚାଲିଥିବା ବେଳେ ହଟାତ ବାଣ ବିସ୍ଫୋରଣ ହୋଇଥିଲା ଯାହା ଫଳରେ ୪୦ ରୁ ଉର୍ଦ୍ଧ ଉକ୍ତ ଭକ୍ତ ଏହି ବିସ୍ଫୋରଣରେ ଗୁରୁତ୍ୱର ହୋଇଥିବା ବେଳେ ୩ ଜଣ ମୃତ୍ୟୁ ବରଣ କରିବା ଭଳି ସମ୍ବେଦନଶୀଳ ମାନ୍ୟବର କମିଶନ ହସ୍ତକ୍ଷେପ କରି ଉଚ୍ଚ ସ୍ତରୀୟ ତଦନ୍ତ କରି ଏହି ବାଣ ବିସ୍ଫୋରଣ ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ମୃତକଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ସାଙ୍ଗେ ସାଙ୍ଗେ ଗୁରୁତ୍ୱର ଥିବା ଭକ୍ତ ମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 8252/2024 ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |

_*ଏହି ମାମଲାରେ ଏସପି ପୁରୀ, ଜିଲ୍ଲାପାଳ ପୁରୀ, ଶ୍ରୀ ମନ୍ଦିର ପ୍ରଶାସକ ପୁରୀ, ଡିଜି ପୋଲିସ ଓଡିଶା,ଗୃହ ସଚିବ ଓଡିଶା,ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |*_

Leave A Comment

All fields marked with an asterisk (*) are required